ଏହି ସବୁ ସଙ୍କେତ କହିଥାଏ ଆପଣଙ୍କ ଫୋନ୍ ଫାଟିବାକୁ ଯାଉଛି, ଦୁର୍ଘଟଣା ଆଗରୁ ହୁଅନ୍ତୁ ସାବଧାନ !

ଆଜିକା ସମୟରେ ମୋବାଇଲ ଫୋନ୍ ସମସ୍ତଙ୍କ ପାଇଁ ବହୁତ୍ ଆବଶ୍ୟକ ଜିନିଷ ଅଟେ । ଅନ୍ୟ କିଛି ନହେଲେ ଆଜିକା ସମୟରେ ଚଳି ଯିବ କିନ୍ତୁ ମୋବାଇଲ ଫୋନ ବିନା କାହାର ଚଳିବ ନାହିଁ । ଫୋନ ଯେତେ ଲାଭକାରୀ ଅଟେ ତା ଠାରୁ ବହୁତ୍ ହାନିକାରକ ମଧ୍ୟ ଅଟେ କିନ୍ତୁ ଏହା ଚାଳକ ଉପରେ ନିର୍ଭର କରିଥାଏ ଜେ ସେ ନିଜ ଫୋନ୍ କେମିତି ବ୍ୟବହାର କରୁଛନ୍ତି । ବହୁତ୍ ଲୋକଙ୍କ ଫୋନ୍ ଫାଟିଯାଏ ଆଉ ବହୁତ୍ ବଡ ବଡ ଦୁର୍ଘଟଣା କରିଥାଏ ସେଥିପାଇଁ ଆପଣଙ୍କୁ କିଛି କଥା ଜାଣିବା ବହୁତ୍ ଆବଶ୍ୟକ ଅଟେ ।  ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣ ଜାଣି ପାରିବେ ଜେ ଫୋନ୍ କେବେ ଫାଟିଥାଏ ।

୧- ଯେତେବେଳେ କେହି ନିଜ ଫୋନରେ ଏମିତି କିଛି ଏପ ବ୍ୟବହାର କରିଥାନ୍ତି ଯାହା ରେଜିଷ୍ଟର ହୋଇନଥାଏ ଓ ଏହାର କିଛି ଭୁଲ ବ୍ୟବହାର ଆପଣଙ୍କ ଫୋନରେ କରା ଯାଇଥାଏ ସେତେବେଳେ ଆପଣଙ୍କ ଫୋନରେ ଭାଇରସ ପଶିଥାଏ ଯେଉଁ କାରଣରୁ ଆପଣଙ୍କ ମୋବାଇଲ ବେଟ୍ରି ଫୁଲିଥାଏ ଓ କିଛି ସମୟ ବ୍ୟବହାର କଲା ପରେ ଆପଣଙ୍କ ଫୋନ ଗରମ ହୋଇଥାଏ ତେବେ ଆପଣଙ୍କୁ ଫୋନ୍ ଦୋକାନୀ କୁ ଦେଖେଇବା ଉଚିତ ଓ ତାଙ୍କ କହିବା ଅନୁଯାଇ ଫୋନ୍ ବଦଳିବା ଆପଣଙ୍କ ପାଇଁ ବହୁତ୍ ହୋଇଥାଏ ।

୨- ସବୁଠାରୁ ଅଧିକ ମୋବାଇଲ ଫାଟିବାର୍ କାରଣ ସାମ୍ନାକୁ ଆସିଛି ଯେ ମୋବାଇଲ ଚାର୍ଜରେ ରଖି ବ୍ୟବହାର କରିବା ଦ୍ୱାରା ହୋଇଥାଏ । ତେବେ ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଯେତେବେଳେ ମୋବାଇଲ ଚାର୍ଜରେ ବସିଥାଏ ସେତେବେଳେ ମଦର୍ ବୋର୍ଡ ଉପରେ ପ୍ରେସର ପଡିଥାଏ ତେବେ ଏହି ସମୟରେ ମୋବାଇଲ ବ୍ୟବହାର କଲେ ମୋବାଇଲ ଫାଟି ବାର ଚାନସ୍ ବଢ଼ିଥାଏ । ମୋବାଇଲ ଫୋନ ବ୍ୟବହାର କରିବା ସମୟରେ ଆପଣଙ୍କୁ ବହୁତ୍ କଥା ଉପରେ ଧ୍ୟାନ ଦବାକୁ ହବ କାହିଁକି ନା ଏହାର ବ୍ୟବହାର ଦ୍ୱାରା ଆପଣଙ୍କ ଜୀବନ ମଧ୍ୟ ଯାଇ ପାରେ ।

ଆପଣଙ୍କୁ ଧ୍ୟାନ ଦବାକୁ ପଡିବ ଯେ ବ୍ୟବହାର କରିବା ସମୟରେ ଆପଣଙ୍କ ଫୋନ ଗରମ ହେଉ ନାହିଁ ତ । ଏହା ଛଡା ଆପଣଙ୍କ ଫୋନ୍ ଆଗ ଅପେକ୍ଷା ମୋଟା ହୋଈ ନାହିଁ ତ ତେବେ ଏମିତିକା ଅସୁବିଧା ହେଲେ ନିଜ ଫୋନ୍ ବଦଳନ୍ତୁ । ତେବେ ଏହି ସବୁ କାରଣ କେବଳ ଫୋନରେ ବ୍ୟବହାର ହୋଇଥିବା ଶସ୍ତା ଉପକରଣ ପାଇଁ ହୋଇଥାଏ ଆଉ ଏହା ପରେ ଯେତେବେଳେ ଗ୍ରାହକ ଓରିଯିନାଲ ଚାର୍ଜର ଛାଡି ଅଲଗା ବ୍ୟବହାର କରନ୍ତି ସେତେବେଳେ ଫୋନ୍ ଫାଟିବାର ସ୍ଥିତି ଆସିଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *