ପାଟିରୁ ବାହାରିଥିବା ସବୁ ଇଚ୍ଛା ହେବ ପୂର୍ଣ୍ଣ, ୧୦୦ ବର୍ଷ ପରେ ଏହି ୬ଟି ରାଶି ହେବାକୁ ଯାଉଛନ୍ତି କୋଟିପତି 

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଭଗବାନ ଶନି ଦେବ ନ୍ୟାୟ ଦେବତା ଅଟନ୍ତି, ସେ କେବେ ନିର୍ଦୋଷ ଲୋକଙ୍କୁ ଶାସ୍ତି ଦିଅନ୍ତି ନହିଁ ଆଉ ପା-ପୀ ଲୋକଙ୍କୁ କେବେ ଆଶୀର୍ବାଦ କରନ୍ତି ନାହିଁ ।

ଭଗବାନ ଶନି ଦେବଙ୍କ ପ୍ରିୟା ଦିନ ଅମାବସ୍ୟା ହୋଇଥାଏ ଏହି ଦିନ ଯେଉଁ ବ୍ୟକ୍ତି ମନ ଧ୍ୟାନ ସହ ଭଗବାନ ଶନି ଦେବାଙ୍କ ଆରାଧନା କରିଥାନ୍ତି ସେହି ଲୋକ ଜୀବନରେ ବହୁତ କିଛି ଶୁଭ ଫଳ ଦେଖିବାକୁ ମିଳିଥାଏ । ତେବେ ଆସନ୍ତା ଅମାବାସ୍ୟା ବହୁତ ପବିତ୍ର ହବାକୁ ଯାଉଛି ଏହି ଅମାବାସ୍ୟା ଦିନ ଯିଏ ବି ଶନି ମନ୍ଦିର ଯାଇ ସୋରିଷ ତେଲରେ ଦୀପ ଦେଖେଇବେ ତାଙ୍କ ମନସ୍କାମନା ନିଶ୍ଚିନ୍ତ ପୂର୍ଣ ହବ । ଆଜି ଆମେ ଆପଣଙ୍କୁ ଏମିତି କିଛି ରାଶିଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ଭାଗ୍ୟ ଶନି ଦେବ ଆସନ୍ତା ଅମାବାସ୍ୟା ଠାରୁ ବଦଳିବାକୁ ଯାଉଛନ୍ତି ।

ଆସନ୍ତା ସମୟ ଏମିତି ଗୋଟେ ଲୋକ ସହ ଦେଖା ସାକ୍ଷାତ ହେବ ଯାହା ଦ୍ଵାରା ଭବିଷ୍ୟତ ରେ ବ୍ୟବସାୟ ରେ ଆପଣଙ୍କୁ ଲାଭ ହବ । ମାନ-ସମ୍ମାନ ରେ ବୃଦ୍ଧି ହେବ, ଚାକିରି ମିଳିବାର ସୁଯଗ ପ୍ରାପ୍ତ ହବ । ଧର୍ମ କାମ ପାଇଁ ଖର୍ଚ କଲେ ସୁଖ ଓ ସମୃଦ୍ଧି ପ୍ରାପ୍ତ ହେବାର ଯୋଗ ଅଛି, ଆଜି ଆପଣଙ୍କ ଚିନ୍ତନ ଶକ୍ତି ଆପଣଙ୍କୁ ଅନେକ ପ୍ରକାର ଜିନିଷ ସିଖେଇବ ।

ସ୍ଥାଇ ସମ୍ପତି ଜମି ଓ ଘର ମିଳିବାର ଯୋଗ ପ୍ରାପ୍ତ ହେବ, ପାରିବାରିକ ସମସ୍ୟା ହଇରାଣ କରିପାରନ୍ତି । ଆସନ୍ତା ସମୟ ବ୍ୟର୍ଥ ଖର୍ଚ କରନ୍ତୁ ନାହିଁ, ସମ୍ପର୍କ ରେ ଏତେ ବି ମିଶି ଯାଅନ୍ତୁ ନାହିଁ ଯାହା ଦ୍ଵାରା ଆପଣଙ୍କ ପ୍ରାଥମିକତା ଆପଣ ଭୁଲି ଯିବେ ।

ଆପଣ ଯେ କୌଣସି କାମରେ ହାତ ଦେବେ ତାହା ଆହୁରି ସୁନ୍ଦର ହୋଇ ସଫଳ ହେବ, ଆସନ୍ତା ସମୟ ଆପଣଙ୍କ ସାଙ୍ଗ ଆପଣଙ୍କୁ ଆର୍ଥିକ ସାହାଯ୍ୟ କରିପାରେ । ସନ୍ତାନ ଓ ସାଙ୍ଗମାନଙ୍କ ସହ ସୁଖଦ ସମୟ ମିଳିବ ବ୍ୟତୀତ କରିବା ପାଇଁ, ଆର୍ଥିକ ସଫଳତା ଦ୍ଵାରା ଆପଣ ନିଜ ସ୍ଵପ୍ନ କୁ ସାକାର କରିପାରିବେ । ଅଜଣା କାରଣରୁ ମନ ଚିନ୍ତିତ ରହିବ, ପ୍ରାପ୍ତ ହୋଇଥିବା ଧନ ଆପଣଙ୍କ ମନ ଯାଇ କାମରେ ଲାଗିବନି । ଆପଣଙ୍କ କାମ ରେ ସାଥିମାନେ ସାହାଯ୍ୟ କରିବେ ଯାହା ଦ୍ଵାରା ସ୍ଥିତି ସମ୍ଭାଳି ଯିବ ଓ ସହଜ ହୋଇଯିବ ।

ଆସନ୍ତା ସମୟ ଆପଣ ମାନସିକ ଚିନ୍ତା ରୁ ମୁକ୍ତ ହେବେ ଏବଂ ନିଜର ପ୍ରିୟଜନମାନଙ୍କର ସହଯୋଗ ପ୍ରାପ୍ତ ହେବ । ଆପଣଙ୍କୁ ନିଜ କଳା ପାଇଁ ଲୋକେ ପ୍ରଶଂସା କରିବେ, ଏହି ପ୍ରଶଂସା ପାଇଁ ହଟାତ ଲାଭ ହେବାର ଯୋଗ ପ୍ରାପ୍ତ ହୋଇପାରେ । ତେବେ ଯେଉଁ ରାଶି ମାନଙ୍କ ବିଷୟରେ ଆଜି ଆମେ ଆପଣଙ୍କୁ କହିଲୁ ସେ ହେଉଛନ୍ତି ତୁଳା ରାଶି, ଧନୁ ରାଶି, ମେଷ ରାଶି, କନ୍ୟା ରାଶି, ମକର ରାଶି, ମିଥୁନ ରାଶି ଆଉ ସିଂହ ରାଶି ।

Leave a Reply

Your email address will not be published. Required fields are marked *