କଳିଯୁଗ ଶେଷର ମିଳିଲା ସଂକେତ- Malika Bhabisyabani

ଆପଣ ମାନେ କହୁଥିବେ ଏହା ସତ ନ ନାହିଁ କିନ୍ତୁ ଯିଏ ମାଳିକା ବଚନ ଶୁଣିଛି ସେ ଜାଣିଛି ଯେ ମାଳିକାରେ ବର୍ତମାନ ପର୍ଯ୍ୟନ୍ତ ଯାହା ଲେଖା ହୋଇଛି ତାହା ଅକ୍ଷର ଅକ୍ଷର ସତ ହୋଇଛି ।

ତେବେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଆସିଥାଏ ଯେ କ-ଳିଯୁଗ ଅ-ନ୍ତ ସମୟ ଆସିଲା ବୋଲି କେମିତି ସଂକେତ ମିଳିବ, ବା କ-ଳଯୁଗ ଅ-ନ୍ତ ସମୟରେ ଏମିତି କଣ ହବ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଚାଲିଥାଏ । ମହାପ୍ରଭୁ ଶିଷ୍ୟ ବାରଙ୍ଗଙ୍କୁ କହିଛନ୍ତି ବଡ ସୁନ୍ଦର ଭାବରେ ” କୁକୁଟ ମାନଙ୍କ ମୁକୁଟ ଟି ଧଳା ହୋଇଯିବ ଯେଉଁ କାଳ, ଜାଣିବୁ ବାରଙ୍ଗ ଅଳପ ଦିନେ ଏହି ସରିଯିବ କଳି ଖେଳ” । ଏହାର ଅର୍ଥ କଣ ଆଉ ଆପଣ କେମିତି ଜାଣିବେ କ-ଳିଯୁଗ ସେଶ ହେଲା ତାହା ବିଷୟରେ ଆମେ ଆପଣଙ୍କୁ ବିସ୍ତାର ଭାବରେ କହିବୁ ।

ତେବେ ଏହାର ଅର୍ଥ ମହାପ୍ରଭୁ କହିଛନ୍ତି ଯେ କୁକୁଡା ମାନଙ୍କ ନାଲି ଚୂଳ ଯେଉଦିନ ଧଳା ପାଲଟିଯିବ ସେହି ଦିନ ଠାରୁ କ-ଳିଯୁଗ ଅ-ନ୍ତ ଆରମ୍ଭ ହବ, ତେବେ ଏହା ଛଡା ବହୁତ ସଂକେତ ମିଳିବ ଯାହା ଦ୍ଵାରା ମଣିଷ ଜାଣି ପାରିବ ଯେ କ-ଳିଯୁଗ ଅ-ନ୍ତ ହବାକୁ ଯାଉଛି ଆଉ ତାଙ୍କୁ କେହି ବଞ୍ଚାଇ ପାରିବେ ନହିଁ ତାହା ହେଉଛି ସମୁଦ୍ର ବାରମ୍ବାର ତା ସୀମା ପାରି କରିବ, ଏହା ଛଡା ନୀଳ ସମୁଦ୍ର ର-କ୍ତରେ ନାଲି ପଡିବ, ଏହି ସବୁ ସଂକେତ କ-ଳିଯୁଗ ଅ-ନ୍ତ ଆରମ୍ଭରୁ ମିଳିବ ବୋଲି ମହାପ୍ରଭୁ କହିଛନ୍ତି ।

ଏହା ଛଡା ମହାପ୍ରଭୁ କଣ କହିଲେ ଆସନ୍ତୁ ଜାଣିବା  “ଫଳରୁ ଫଳ ହୋଇଯାତ ଗୋବିନ୍ଦ, ତୋଷିବ ପ୍ରାଣୀଙ୍କ ଚିତ ଗୋବିନ୍ଦ” । ତେବେ ଏହାର ଅର୍ଥ ମହାପ୍ରଭୁ କହିଛନ୍ତି ଯେ ଫଳରୁ ଫଳ ବାହାରିବ ଅର୍ଥାତ ଗୋଟେ ଫଳ ଭିତରେ ଆଉ ଗୋଟେ ଫଳ ରହିଥିବ । ତେବେ ଏହି ଭଳି ଫଳ ଦେଖିଲେ ଜାଣିବେ ଯେ କ-ଳିଯୁଗ ଅ-ନ୍ତ ସମୟ ବହୁତ ଶୀଘ୍ର ଆସି ଯାଇଛି ।

ତେବେ ମହାପ୍ରଭୁ ଏହା ମଧ୍ୟ କହିଛନ୍ତି ଯେ ଏହି କଥା କେବଳ ଧର୍ମ କରଟା ଜାଣିବେ ଏହାର ଅର୍ଥ ନୁହଁ ଯେ ପଣ୍ଡା ଜାଣିବେ ଯିଏ ସତ୍ଯରେ ଥିବ ଯିଏ ଧର୍ମ କରୁଥିବ କେବଳ ସେହି ମଣିଷ ଏହି ସଂକେତ ଗୁଡିକ ଆଗୁଆ ଜାଣି ପାରିବ ବା ଯାହାକୁ ଆମେ ଚେତୁଆ ଭକ୍ତ କହିଥାଉ କେବଳ ସେହି ଲୋକ ମାନେ ଆଗ ଏହି ସଂକେତ ଗୁଡିକ ଦେଖିବାକୁ ପାଇବେ ।

ତେବେ ଯିଏ ମାଳିକାକୁ ବିଶ୍ଵାସ କରିଥାଏ ମହାପ୍ରଭୁ ସେହି ମାନଙ୍କୁ ଦର୍ଶନ ମଧ୍ୟ ଦିଅ-ନ୍ତି ଆଉ କେବଳ ସେହି ମାନେ ଆଗୁଆ ସଂକେତ ଜାଣି ପାରିବେ, ତେବେ ମାଳିକା ହେଉଛି ବିଶ୍ଵାସ ଜିନିଷ ଯିଏ ବିଶ୍ଵାସ କଲା ସେ କେବେ ନା କେବେ ପ୍ରମାଣ ନିଶ୍ଚିନ୍ତ ପାଇବ । ତେବେ ଶିଶୁ ଅନନ୍ତ ଲେଖିଛନ୍ତି ଯେ ଠାର ଗାର ଅନୁଯାଇ ଏହା ଇସଚିତ ଯେ ଯେଉଁ ଦିନ କୁକୁଡା ମୁକୁଟ ନାଲି ଜାଗାରେ ଧଳା ହୋଇଯିବ ସେହି ଦିନ ଠାରୁ କ-ଳିଯୁଗ ସମାପ୍ତ ହାବା ଆରମ୍ଭ ହୋଇଯିବ ।

ଆଶା କରୁଛୁ କି ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ତେବେ ଆମ ସହିତ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ କରି ନିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *