ପଖାଳ ସହ କଣ ଖାଇଲେ ବା ପିଇଲେ ମଣିଷ ମରିଯାଏ ? ଏହା ସହ ଆହୁରି 10+ GK Quiz

ଦର୍ଶକ ବନ୍ଧୁ ପ୍ରତେକ ମଣିଷ ନିଜ ଜୀବନରେ କିଛି ପାଇବାକୁ ଚେଷ୍ଟା କରିଥାନ୍ତି । ଆଜିର ସମୟରେ ସାଧାରଣ ଜ୍ଞାନ କହିଲେ କିଛି ବି ହୋଇପାରେ । ଏମିତି ଅନେକ ସମୟରେ ଦେଖାଯାଏ ଯେବେ ପିଲା ହୁଅନ୍ତୁ କି ବଡ ହୁଅନ୍ତୁ କିଛି ସାଧାରଣ ପ୍ରଶ୍ନ ର ଉତ୍ତର ଠିକ ସମୟରେ ଦେଇ ପାରନ୍ତି ନାହିଁ । ଯାହା ପାଇଁ ସେମାନଙ୍କୁ ଅନୁତାପ କରିବାକୁ ପଡିଥାଏ ।

ତେବେ ଆମ ଦେଶ ଦୁନିଆରେ ପ୍ରତେକ ଦିନ କିଛି ନା କିଛି ଘଟଣା ମାନ ଘଟି ଥାଏ । ଯାହା ବିଷୟରେ ଆମେ ଘରେ ବସି ଅତି ସହଜରେ ଜାଣି ପାରିବା । ତାହାର ଏକ ମାତ୍ର ମାଧ୍ୟମ ହେଉଛି ମୋବାଇଲ ବା ଟିଭି । ଠିକ ସେହି ପରି ଦେଶ ଦୁନିଆ ବିଷୟରେ କିଛି ସାଧାରଣ ଜ୍ଞାନ ମଧ୍ୟ ଜାଣି ନେବା ଉଚିତ । ଯାହା ଅନେକ ସମୟରେ କାମରେ ଆସିଥାଏ ।

ଏହି ସବୁ ଜ୍ଞାନ ମଣିଷର ପରିଚୟ କୁ ବିକଶିତ କରିଥାଏ । ଯାହା ଦ୍ଵାରା ମଣିଷ ଜୀବନରେ କେବେ ନା କେବେ କୌଣସି କ୍ଷେତ୍ର ରେ ସଫଳତା ହାସଲ କରିଥାଏ । ତେବେ ବିଦ୍ୟାର୍ଥୀ ମାନେ ମଧ୍ୟ ଏହି ସବୁ ସାଧାରଣ ଜ୍ଞାନ କୁ ଆହରଣ କରି ପାରିବେ । କାରଣ ଆଜି ର ସମୟରେ ପ୍ରତିଯୋଗୀତା ସବୁ କ୍ଷେତ୍ର ରେ ଦେଖା ଯାଉଛି । ଯାହାକୁ ଜିଣିବା ଏତେ ଟା ସହଜ ନୁହେଁ ।

ତେବେ ଆଜି ଆମେ ଆପଣ ମାନଙ୍କୁ କିଛି ଜଣା ଅଜଣା ପ୍ରଶ୍ନ ଓ ତାର ଉତ୍ତର ବିଷୟରେ କହିବାକୁ ଯାଉଛୁ । ଯାହା ସମସ୍ତେ ପଢି ପାରିବେ । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା କିଛି ପ୍ରଶ୍ନ ଓ ଉତ୍ତର । ୧- କେଉଁ ଜୀବ ୩ ବର୍ଷ ଶୋଇ ରହିଥାଏ ?

ଉତ୍ତର- ଗେଣ୍ଡା ।

୨- ଓଡିଶା ର ବୃହତ୍ତମ ସୁଡଙ୍ଗ କେଉଁ ଜିଲ୍ଲା ରେ ଅଛି ?

ଉତ୍ତର- କୋରାପୁଟ ।

୩- ଦାନ୍ତ ଥିବା ପକ୍ଷୀ ର ନାମ କଣ ଅଟେ ?

ଉତ୍ତର- ବାଦୁଡି ।

୪- କେଉଁ ପ୍ରାଣୀ ଜିଭ ଦ୍ଵାରା ଶୁଣି ପାରେ ?

ଉତ୍ତର- ସାପ ।

୫- କିଏ ଚାଲି ଥାଏ ଥକି ପଡିଲେ ବେକ କଟା ହୁଏ ?

ଉତ୍ତର- ପେନସିଲ ।

୬- ଯେଉଁ ଜୀବ ଆଦୌ ପହଁରି ପାରେ ନାହି ?

ଉତ୍ତର- ଓଟ ।

୭- କାଉ କେଉଁ ଦେଶର ଜାତୀୟ ପକ୍ଷୀ ଅଟେ ?

ଉତ୍ତର- ଭୁଟାନ ।

୮- ପଖାଳ ସହ କଣ ଖାଇଲେ ବା ପିଇଲେ ମଣିଷ ମରି ଯାଏ ?

ଉତ୍ତର- ଥଣ୍ଡା ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *