ପଣା ସଂକ୍ରାନ୍ତି ଦିନକୁ ଓଡ଼ିଆ ନବବର୍ଷ ବୋଲି କୁହାଯାଏ । ପ୍ରତିବର୍ଷ ଏପ୍ରିଲ ମାସ ୧୪ ତାରିଖ ରେ ଏହା ପଡ଼ିଥାଏ । ଏହି ବର୍ଷ ମଧ୍ୟ ଏପ୍ରିଲ 14 ବ ଆଜି ଏହି ପର୍ବ ଅଟେ । ତେବେ ଏହି ପର୍ବକୁ ମହା ବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଏ । ଏହି ଦିନ ରବି ମୀନ ରାଶିରୁ ମେଷ ରାଶିକୁ ଗମନ କରନ୍ତି । ଏହି ସମୟରେ ବହୁତ ବେଲ ମିଳେ ସେଥିପାଇଁ ଘରେ ଘରେ ବେଲ ପଣା ହୋଇଥାଏ । ତେବେ ଆମ ହିନ୍ଦୁ ଶାସ୍ତ୍ରରେ ଏଭଳି କିଛି କାମ ଅଛି ଯାହା ଆଜି ଭଳି ଦିନରେ ବା ମହା ବିଷୁବ ପଣା ସଙ୍କ୍ରାନ୍ତିରେ କରିବା ଉଚିତ ନୁହେଁ, ଯଦି ଭୁଲରେ ବି ଏମିତି କରନ୍ତି ତେବେ ଅପନକ ଘରକୁ ଦାରିଦ୍ର୍ୟତା ମାଡି ଆସେ ।
ଏହି ସବୁ ଭୁଲ କଲେ ବଜରଙ୍ଗବଲିଙ୍କ କ୍ରୋଧର ଶିକାର ହୋଇ ପାରନ୍ତି । ତାଙ୍କ କୋପରୁ ଆପଣଙ୍କୁ କେହି ରକ୍ଷା କରି ପାରିବେ ନାହିଁ, ସେଥିପାଇଁ ଏହି ସବୁ ଭୁଲ କରିବାରୁ ବଞ୍ଚନ୍ତୁ । ନଚେତ ଆପଣଙ୍କୁ ବର୍ବାଦ ହେବାରୁ କେହି ଅଟକାଇ ପାରିବେ ନାହିଁ । ତ ଆସନ୍ତୁ ଜାଣିବା ସେହି ସବୁ କାମ କଣ ।

୧. ପଣା ସଙ୍କରାନ୍ତି ବହଳି ପବିତ୍ର ଦିନରେ କେବେବି ପଟି ପତ୍ନୀ ସ-ମ୍ବ-ନ୍ଧ ସ୍ଥାପନ କରନ୍ତୁ ନାହିଁ । ଏହା ଦ୍ଵାରା ଅପଣାଙ୍କର ବହୁତ କ୍ଷତି ହୋଇଥାଏ । ଯଦି ଆପଣ ଏହି ଦିନ ସମ୍ପର୍କ ରଖୁଛନ୍ତି ତେବେ ଭବିଷ୍ୟତରେ ଆପଣଙ୍କ ସନ୍ତାନ ବିକଳାଙ୍ଗ ହୋଇପାରେ । କାହିଁକି ନା ଏଭଳି କରିଲେ ବଜରଙ୍ଗବଲିଙ୍କ କ୍ରୂର ଦ୍ରୁଷ୍ଟି ଆପଣଙ୍କ ଉପରେ ପଡିଥାଏ ।

୨. ପଣା ସଙ୍କ୍ରାନ୍ତିରେ ଘରେ ଘରେ ପିଠା ପଣା ସହ ମିଠା ମଧ୍ୟ ହୁଏ । ତେବେ ଏହି ଦିନ କ୍ଷୀରରେ ପ୍ରସ୍ତୁତ ମିଠା କିଛି ଲୋକ କିଣନ୍ତି କିନ୍ତୁ ଏମିତି ଭୁଲରେ ବି କରନ୍ତୁ ନାହିଁ । କେବଳ ମିଠା ନୁହେଁ କୌଣସି ବି କ୍ଷୀର ଜାତୀୟ ଦ୍ରବ୍ଯ କିଣନ୍ତୁ ନାହିଁ ।

୩. ଏହି ଦିନ ଭୁଲରେ ବି ଘରକୁ କୌଣସି ଧାରୁଆ ବସ୍ତୁ ଆଣନ୍ତୁ ନାହିଁ, ବା ଲୁହା ଓ ଷ୍ଟିଲରେ ପ୍ରସ୍ତୁତ ଜିନିଷ କିଣନ୍ତୁ ନାହିଁ । ନଚେତ ବହୁତ ଅଶୁଭ ହୋଇଥାଏ । ଘର ଓ ପରିବାର ଉପରେ ଏହାର ଖରାପ ପ୍ରଭାବ ପଡିଥାଏ ।
୪. ସବୁଠୁ ବଡ କଥା ହେଲା ଏହି ଦିନ କଣ ଖାଇବେ ନାହିଁ । ତେବେ ଏହି ଦିନ ଭୁଲରେ ବି ଆମିଷ ବା ନି-ଶା ଦ୍ରବ୍ଯ ସେବନ କରନ୍ତୁ ନାହିଁ । ଏହା କରିବା ଦ୍ଵାରା ବର୍ଷ ଯାକ ଆପଣ କିଛି ନା କିଛି ରୋଗରେ ପୀଡିତ ରହିବେ । ଏହା ସହ ବଜରଙ୍ଗବଲିଙ୍କ କ୍ରୋଧର ମଧ୍ୟ ଶିକାର ହେବାକୁ ପଡିବ ।

୫. ଏହି ଦିନ ଭୁଲରେ ବି କ୍ରୋଧ କରନ୍ତୁ ନାହିଁ, ନଚେତ ଆପଣଙ୍କ ପୂଜାର କୌଣସି ଫଳ ଆପଣଙ୍କୁ ମିଲ୍ବ ନହିଁ । କାହିଁକି ନା ଭଗବାନ ଶାନ୍ତି ପ୍ରିୟା ଅଟନ୍ତି ଓ କ୍ରୋଧୀ ଲୋକଙ୍କ ଉପରେ ସବୁ ବେଳେ ରୁଷ୍ଟ ରୁହନ୍ତି । ସେଥିପାଇଁ ଏହି ଦିନ କ୍ରୋଧ କରିବାରୁ ବଞ୍ଚାନ୍ତୁ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ
