ଆମ ଭାରତ ବର୍ଷରେ ପାଞ୍ଜି ବହୁତ ମହତ୍ଵ ରଖିଥାଏ କାହିଁକିନା ପାଞ୍ଜି ଅନୁଯାଇ ବ୍ୟକ୍ତି ନିଜ ସବୁ କାର୍ଯ୍ୟ କରିଥାଏ ଆଉ ଜୀବନରେ ଯେତେ କଷ୍ଟ ହେଲେ ମଧ୍ୟ ଏହି ପାଞ୍ଜି ଅନୁଯାଇ କାର୍ଯ୍ୟ କଲେ ତାହା ଶୁଭ ମଧ୍ୟ ହୋଇଥାଏ । ପାଞ୍ଜିରେ ରାଶି ମାନଙ୍କ ଚଳନ ବିଷୟରେ ମଧ୍ୟ କୁହା ଯାଇଥାଏ ଓ ପାଞ୍ଜି ଅନୁଯାଇ ଲୋକେ ବିବାହ ଓ ଅନ୍ୟ ଶୁଭ କାର୍ଯ୍ୟ କରିଥାନ୍ତି । ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଞ୍ଚନ୍ତି ଯେ ନୂଆ ପାଞ୍ଜି ରେ କଣ ଅଛି ତେବେ ଆସନ୍ତୁ ବିସ୍ତାର ସହ ଜାଣିବା ।
ଓଡିଶାରେ ଲୋକ ମାନେ ଦୁଇଟି ପାଞ୍ଜି ବ୍ୟବହାର କରନ୍ତି ଗୋଟେ ବିରଜା ପାଞ୍ଜି ଆଉ ଗୋଟେ ଜଗନ୍ନାଥ ପାଞ୍ଜି ଏହି ଦୁଇଟି ପାଞ୍ଜି ଅନୁଯାଇ ଓଡିଶାରେ ଶୁଭ ଅଶୁଭ କାର୍ଯ୍ୟ ହୋଇଥାଏ ଯଦି ଆପଣ ମଧ୍ୟ ଏହା ଇଛା ରଖନ୍ତି ଯେ ବିରଜା ପାଞ୍ଜି ଅନୁଯାଇ ଆପଣ କାମ କରିବେ ତେବେ ଆପଣଙ୍କ ପାଇଁ ଖୁସି ଖବର ଦୋଳ ପୁର୍ଣିମାରେ ମା ବିରଜାଙ୍କ ନୂଆ ପାଞ୍ଜି ବାହାରିଛି ଆଉ ଏହାକୁ ମାଙ୍କ ପରମ ଭକ୍ତ ନିଜେ ତିଆରି କରିଛନ୍ତି । ଏହି ପାଞ୍ଜି ଅନୁଯାଇ ଏହି ବର୍ଷ କରୋନା ପ୍ରଭାବ ବହୁତ କମି ଯିବ ଯାତା ୟାତ ଓ ଅନ୍ୟ ହାନି ମଧ୍ୟ ଭଲ ହବାକୁ ଲାଗିବ ।
ସରକାର ସ୍ଥିର ହୋଇବ ଅଧିକ କ୍ଷତି ଏହି ବର୍ଷ ଆଉ ଦେଖିବାକୁ ମିଳିବ ନାହିଁ । ସମସ୍ତେ ଖରା ଦେଖି ବହୁତ ଡଋ ଯାଇଛନ୍ତି କିନ୍ତୁ ବିରଜାଙ୍କ ପାଞ୍ଜି ଅନୁଯାଇ ଏହି ବର୍ଷ ବର୍ଷା ବହୁତ ମାତ୍ରାରେ ହବ ଆଉ ବର୍ଷକ ୭୦ % ବର୍ଷା ହବ ସେଥିପାଇଁ କୃଷି ମାନଙ୍କୁ ଚିନ୍ତା ଛାଡି ନିଜ କାମ ଉପରେ ବିଶେଷ ଧ୍ୟାନ ଦବା ଉଚିତ ଅଟେ । ଏହା ଛଡା ପାଞ୍ଜି ରେ ୧୨ଟି ରାଶିଙ୍କ ବିଷୟରେ ବହୁତ କିଛି ଲେଖା ହୋଇଛି ତେବେ ଏହି ପାଞ୍ଜିକୁ ଲୋକ ମାନେ ବହୁତ ମାନନ୍ତି କାହିଁକିନା ଏହା ଅନୁଯାଇ ବହୁତ କଥା ସତ ମଧ୍ୟ ହୋଇଛି ।
ଯେତେବେଳେ ଆପଣଙ୍କ ରାଶିରେ କିଛି କାମ ପାଇଁ ସତର୍କ ରହିବାକୁ କୁହା ଯାଏ ତେବେ ଏହା ଆପଣଙ୍କ ପାଇଁ ଶୁଭ ହୋଇଥାଏ ଆପଣଙ୍କୁ ବଞ୍ଚିକି ରହିବା ଉଚିତ ହୋଇଥାଏ । ବିରଜା ପାଞ୍ଜି ଅନୁଯାଇ ବିବାହ ଶୁଭ ତିଥି ଓ ମାସ ସବୁ ଲେଖା ହୋଇଥାଏ ତେବେ ଓଡିଆଙ୍କ ନୂଆ ବର୍ଷ ଏବେ ଆରମ୍ଭ ହେଲା । ମା ବିରଜାଙ୍କ ଆଶୀର୍ବାଦ ପାଇବା ପାଇଁ ବହୁତ ଲୋକେ ଦୋଳ ପୁର୍ଣିମା ଦିନ ମା ବିରଜାଙ୍କ ମନ୍ଦିରକୁ ଯାଇଥିଲେ ଓ ପୂଜା ପରେ ରାଶି ଓ ନକ୍ଷତ୍ରର ବିଷୟରେ ସବୁ ଶୁଣିବାକୁ ପାଇଥିଲେ ।