Papu Pam Pam ଙ୍କୁ ପଥର ଫୋପାଡିଥିଲା, ସତ କହିଲା ବୋଲି ତ-ଣ୍ଟି କା-ଟି-ଦେଲେ…. ସମ୍ପୂର୍ଣ୍ଣ ଖବର ଜଣାଇ ଆଶ୍ଚର୍ଯ୍ୟ ହେବେ

ନମସ୍କାର ବନ୍ଧୁଗଣ, କିଛିଦିନ ପୂର୍ବରୁ ପପୁ ପମପମଙ୍କ ଉପରେ ଟେକା ମାଡର ଖବର ଆସି ପହଞ୍ଚିଥିଲା । ତାଙ୍କୁ ପଥର ମା-ରିଥିବା ବ୍ୟକ୍ତି ଜଣଙ୍କ ଏବେ ଜଣଙ୍କ ଉପରେ ପଥର ଛେଚି ଦେଇଛନ୍ତି ଏବଂ ଗଳା କା-ଟିଦେଇଛନ୍ତି । ସେହି ବ୍ୟକ୍ତି ଜଣଙ୍କ କିଏ ଯିଏକି ଏଭଳି ଦୁର୍ଦ୍ଧାନ୍ତ କା-ଣ୍ଡ ଘଟାଇଛି ତାହା ଆପଣଙ୍କ ମନରେ ବଡ ପ୍ରଶ୍ନ ଥିବା ସେହି ପ୍ରଶ୍ନ ଉପରୁ ଆଜି ପରଦା ଉଠିବ । କାରଣ ସତକୁ ଲୁଚାଇବାକୁ ଯାଇ ଅଭିଯୁକ୍ତ କରି ବସିଲା ବଡ ଭୁଲ ଯାହା ତାକୁ ବର୍ତ୍ତମାନ ସର୍ବ ସମ୍ମୁଖକୁ ନେଇ ଆସିଛି ।

ଗଞ୍ଜାମରେ ଜାଗର ପାଇଁ ଚାଲିଥିବା ଷ୍ଟେଜ ପ୍ରୋଗ୍ରାମକୁ ଓଡିଶାର ଜଣା ଶୁଣା ହାସ୍ୟ ଅଭିନେତା ପପୁ ପମପମ ଯାଇଥିଲେ । ପପୁ ଷ୍ଟେଜ ଉପରକୁ ଚଢିବା ପରେ ତାଙ୍କ ଉପରକୁ କେହି ଜଣେ ଟେକା ମାଡ କରିଥିଲେ । ଗୋଟିଏ ନୁହେଁ ବରଂ ତିନୋଟି ଟେକା ମା-ରିଥିଲେ । ପ୍ରଥମ ଟେକାରେ ଷ୍ଟେଜରେ ଡିସପ୍ଲେ ଭାଙ୍ଗିଯାଇଥିଲା । ଦିତୀୟ ପଥରଟି ପପୁ ପମପମଙ୍କ କାନ ପାଖ ଦେଇ ଚାଲିଯାଇଥିଲା । ଆଉ ତୃତୀୟ ପଥରଟି ଷ୍ଟେଜରେ ଥିବା ଜଣେ ଯୁବଙ୍କ ହାତରେ ବାଜିଥିଲା ।

ଏହାପରେ ପପୁ କହିଥିଲେ ଯଦି କେହି ପଥର ମା-ରୁଛନ୍ତି ତେବେ ତାଙ୍କୁ ଖୋଜି ବାହାର କରନ୍ତୁ କାରଣ ଏହା ଆପଣଙ୍କ ସମ୍ମାନର କଥା ଅଟେ । ତେଣୁ ପପୁ ଷ୍ଟେଜରୁ ଓଲ୍ହାଇବା ପରେ ସେହି ଗ୍ରାମର ଜଣେ ଯୁବକ ଗୋପାଳ ବେହେରା ଦେଖିଥିଲେ କିଏ ପପୁଙ୍କୁ ଟେକା ମା-ରିଥିଲେ । ତେଣୁ ସେ ପପୁଙ୍କୁ ଟେକା ମା-ରିଥିବା ଯୁବକଙ୍କୁ ଦେଖାଇ ଦେଇଥିଲେ । ଗୋପାଳ ବେହେରା ଦେଖିଥିଲେ ଟୁନା ବେହେରା ଟେକା ମାଡ କରିଥିଲେ ।

ତେଣୁ ଗୋପାଳ ଟୁନାଙ୍କ ନାମ ଗ୍ରାମବାସୀଙ୍କୁ କହିଥିଲେ । ଗ୍ରାମବାସୀ ନିଜ ସମ୍ମାନରେ ଆଞ୍ଚ ଆସିଥିବା ହେତୁ ଆଜି ଏକ ସଭା ବସାଇଥାନ୍ତେ । ଟୁନାକୁ ଉପସ୍ଥିତ ରହିବା ପାଇଁ କୁହାଯାଇଥିଲା । 2 ରୁ 3 ଲକ୍ଷ ପର୍ଯ୍ୟନ୍ତ ଜୋରିମାନା ମଧ୍ୟ ଦେବାକୁ କୁହାଯାଊଥିଲା । ତେଣୁ ଟୁନା ରାତିରେ ଗୋପାଳ ଘରକୁ ଯାଇଥିଲା । ଏବଂ ତାକୁ କହିଥିଲା ତାର ନାମ ଗାଁ ଲୋକଙ୍କ ଆଗରେ ନ କହିବା ପାଇଁ । କିନ୍ତୁ ଟୁନା କହିଥିଲା ମୁଁ କହିବି ।

ଏହାପରେ ଟୁନା ରାଗିଯାଇ ଗୋପାଳର ବେକ କା-ଟିଦେଲା ନେଇଥିବା ଛୁରୀରେ । ଏହାପରେ ତାକୁ ଘୋଷାଡ଼ି ନେଇ ପଞ୍ଚାୟତ କୁହରେ ପକାଇ ଦେଇଥିଲା । ଫେରିବା ବେଳକୁ ଗୋପାଳ ପାଟି ଶୁଭିଲା ଟୁନା ଭାବିଲା ସେ ବଞ୍ଚିଛି ତେଣୁ ଯାଇ କୁହ ଭିତରକୁ ଏକ ବଡ ପଥର ଫୋପାଡି ଦେଲା । ଏଭଳି ନିଜର ସତ ଲୁଚାଇବାର ପ୍ରୟାସ କରିଥିଲା ଟୁନା । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *