ପାରା କରିବ ଆପଣଙ୍କୁ ଧନୀ- ବଡ଼ ଅଦ୍ଭୁତ କଥା, ଥରେ ନିଶ୍ଚୟ ଦେଖନ୍ତୁ

ଦୁନିଆ ରେ ଯେତେ ଯିବ ଜନ୍ତୁ ଅଛନ୍ତି ତାଙ୍କର କିଛି ନା କିଛି ମୂଲ୍ୟ ହୋଇଥାଏ ତେବେ ସବୁ ଯିବ ସମସ୍ତଙ୍କୁ ଭଲ ଲାଗନ୍ତି ନାହଁ କିନ୍ତୁ କିଛି ଯିବ ଏମିତି ଅଛନ୍ତି ଯାହା ସମସ୍ତଙ୍କୁ ପସନ୍ଦ ହୋଇଥାନ୍ତି ଯେମିତିକି ଶୁଆ, ସାରି ବା ପାରା । ପାରା କୁ ଆଗ ସମୟରେ ଚିଠି ପଠେଇବା କାମ ପାଈଁ ବ୍ୟବହାର କରାଯାଉଥିଲା । ତେବେ ପାରା ବହୁତ୍ ଶାନ୍ତ ପଖି ଅଟନ୍ତି ଓ କେବଳ ଭୋକ ଲାଗିଲେ ସେ ଯୋରେ ଆବାଜ୍ କରନ୍ତି ନଚେତ୍ ଶାନ୍ତ ରୁହନ୍ତି ।

ପାରା ମାନଙ୍କୁ ଦାନା ଖୁଆଇବା ବହୁତ୍ ଲୋକଙ୍କୁ ପସନ୍ଦ ହୋଇଥାଏ କିନ୍ତୁ ବାସ୍ତୁ ଶାସ୍ତ୍ରରେ କୁହା ଯାଇଛି ଯେ ପାରାଙ୍କୁ କେବେ ଘର ଛାତ ଉପରେ ଦାନା ଦିଅନ୍ତୁ ନାହିଁ ନଚେତ୍ ସେ ଆପଣଙ୍କ ଛାତରେ ବସା ବାନ୍ଧିବେ ଓ ଏହା ଆପଣଙ୍କ ପାଇଁ ଯମା ଭଲ ନୁହ । ଆପଣଙ୍କୁ ନିଜ ଛାତ ଉପରେ ତାଙ୍କୁ ଦାନା ଦବାର ନାହିଁ ଆପଣ ଅଗଣା ରେ ଦାନା ଦିଅନ୍ତୁ ନଚେତ୍ ବାହାରେ ଦାନା ଦିଅନ୍ତୁ । ପାରା ବୁଧ ଅଟନ୍ତି ଯାହା ପାଖକୁ ଯାନ୍ତି ତାଙ୍କ ଦାରିଦ୍ରତା ଦୁର ହୋଇଥାଏ କାହିଁକିନା ପାରା ମାତା ଲକ୍ଷ୍ମୀଙ୍କ ବଡ ଭକ୍ତ ହୋଇଥାନ୍ତି ।

ପାରା ଛାତରେ ବସା ବାନ୍ଧିଲେ ଭଲ ନୁହ କାହିଁକିନା ଛାତ ରାହୁ ଅଟନ୍ତି ଆଉ ରାହୁ ଓ ବୁଧ ର ମିଳନ କାହା ପାଇଁ ବି ଭଲ ନୁହ । ପାରା ମାନଙ୍କୁ ରଖିବାକୁ ବହୁତ୍ ଲୋକ ପସନ୍ଦ କରନ୍ତି କିନ୍ତୁ ପାରା ବହୁତ୍ ଖାନ୍ତି ଆଉ ବହୁତ୍ ଅସନା କରନ୍ତି ତେବେ ତାଙ୍କର ଧ୍ୟାନ ରଖିବା ପାଇଁ ଜଣେ ଆବଶ୍ୟକ ହୋଇଥାନ୍ତି । ଶାସ୍ତ୍ର ଅନୁଯାଇ ଯଦି ପାରା ନିଜ ଇଚ୍ଛା ରେ ଆପଣଙ୍କ ଘରକୁ ଆସନ୍ତି ଓ ଦାନା ଖାଇଥାନ୍ତି ଏହାର ଅର୍ଥ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ଓ ଆପଣଙ୍କ ଜୀବନରେ ବହୁତ୍ ଶିଘ୍ର କିଛି ବଡ଼ ହବାକୁ ଯାଉଛି ।

ପାରାକୁ ଦାନା ଖୁଆଇବା ପୁନ୍ୟ ର କାମ କିନ୍ତୁ ଭୁଲରେ ବି ତାଙ୍କୁ ନିଜ ଘର ଛାତରେ ବସା ବାନ୍ଧିବାକୁ ଦିଅନ୍ତୁ ନାହିଁ । ତେବେ ପାରା ହୁଅନ୍ତୁ ବା ଅନ୍ୟ ପଶୁ ପଖୀ ଆପଣଙ୍କୁ ସମସ୍ତଙ୍କ ସେବା କରିବା ଉଚିତ୍ କାହିଁକିନା ସେ କହି ପାରନ୍ତି ନାହିଁ କିନ୍ତୁ ଆମେ ମଣିଷ ଆମକୁ ତାଙ୍କ କଷ୍ଟ ବୁଝିବା ଆବଶ୍ୟକ କାହିଁକିନା ଭଗବାନ ଆମକୁ ସେହି କ୍ଷମତା ଦେଇଛନ୍ତି ଯେ କିଛି ନହେଲେ ଆମେ ତାଙ୍କୁ ଖାଇବାକୁ ଦେଇ ପାରିବା ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *