ପିରିୟଡ୍ସ ରେ କେବଳ 5 ଦିନ କରନ୍ତୁ ଏହାର ସେବନ, ପିରିୟଡ୍ସ ସରୁ ସରୁ ରହିଯିବ ଗର୍ଭ

ଅଦାକୁ ଭାରତ ଓ ଭାରତ ବାହାରେ ଓ ଚାଇନାରେ ମଧ୍ୟ ୨୫୦୦ ବର୍ଷରୁ ବ୍ୟବହାର କରାଯାଉଛି । ଅଦାର ବହୁତ ସାରା ଫାଇଦା ରହିଥାଏ ଖାଇବାରେ ଚାରେ ଆମେ ବ୍ୟବହାର କରିଥାଉ । ଏଗ ବନିବାର ଯେଉଁ ପ୍ରକ୍ରିୟା ହୋଇଥାଏ ପି-ରି-ୟ-ଡର ଯେଉଁ ପ୍ରଥମ ଦିନ ହୋଇଥାଏ ସେବେଠୁ ଏଗ ବନିବା ଓ ଫଲିକଲ ମେଚୁଅର ହେବା ଓଭାରୀରେ ବହୁତ ସାରା ଫଲିକଲ ହୋଇଥାଏ ତା ଭିତରୁ ଗୋଟିଏ ବଢିଥାଏ ଓ ମେଚୁଅର ହୋଇଥାଏ ଓ ଓଭ୍ୟୁଲେସନରେ ରିଲିଜ ହୋଇଥାଏ ଗର୍ଭ ଧାରଣ ପାଇଁ । ଫଲିକଲ ଯେବେ ଠିକସେ ମେଚୁଅର ନହୁଏ ତେବେ ରିଲିଜ ହୁଏନି ଯଦିବା ହୋଇଗଲା ଗର୍ଭ ଧାରଣ ସମ୍ଭବ ହୋଇପାରିବ ନହିଁ ।


ଯଦି ଗୋଟିଏ ନିଶ୍ଚିତ ସାଇଜ ହୋଇନଥାଏ ତେବେ ଏହା ଫଟିଲାଇଜ ହୋଇନଥାଏ । ଆମକୁ କଣ କରିବା ଦରକାଏ ଏଗ ମେଚୁଅର ହେବା ପାଇଁ ଓ ଠିକ ଭାବେ ଏଗ ପ୍ରସ୍ତୁତ ହେବା । ଶେଠୀ ପାଇଁ ନ୍ୟୁଟ୍ରିସନ ଉପରେ ଧ୍ୟାନ ଦେବା ବହୁତ ଜରୁରୀ ଅଟେ । ଶରୀରରେ ଯଦି କମ ହୋଇଥାଏ ପୋଷଣର ତେବେ ଭଲ କ୍ଵାଲିଟିର ଏଗ ସମ୍ଭବ ହୋଇନଥାଏ । ତେବେ ଫଲିକୁଲାର ଜେନେସିସ ପ୍ରକ୍ରିୟା ଭଲରେ ହେଉ ଆପଣଙ୍କ ଶରୀରରେ ଯେଉଁ ପୋଷଣ ଦ୍ଵାରା ବ୍ୟବହାର ହୋଇ ଠିକ ସେ ହେବ ।


ଫଲିକଲ ଜେନେସିସ ଠିକ ହେବା ପାଇଁ ଅଦାକୁ ଶର୍ଟ ଟର୍ମ ସହିତ ଲୋ ଡୋଜରେ ବ୍ୟବହାର କରାଯିବା ଦରକାର । ଯଦି ଏମିତି ବ୍ୟବହାର କରିବେ ତେବେ ଫଲିକଲ ଠିକସେ ବନି ମେଚୁଅର ହୋଇଥାଏ । ଏମିତି କେଉଁ ଜିନିଷ ଥାଏ ଅଦାରେ ଯାହା ସାମାନ୍ଯ ଗରମ ହୋଇଥାଏ ଶେଥିଲାଗି ବହୁତ ଭଲ ପ୍ରଭାବ ପକାଇ ଥାଏ । ଆମେ ଯଦି ନ୍ୟୁଟ୍ରିସନ କଥା କହିବା ତେବେ ଏଥିରେ ଷାଠିଏ ପ୍ରକାର ମିଳିଥାଏ । ଯାହାକି ଶରୀରକୁ ବହୁତ ଲାଭ ଦେଇଥାଏ । ଅଦା ଭିତରେ ବହୁତ ସାରା ଗୁଣ ଥାଏ ଯେମିତିକି ଆଣ୍ଟିମାଇକ୍ରୋବେଲ, ଆଣ୍ଟି ଇନଫ୍ଲାମେଟୋରୀ, ଆଣ୍ଟି କ୍ଯାନ୍ସାର, ଆଣ୍ଟି ବ୍ୟକ୍ଟେରିଆଲ ।

ପିରିଅଡରେ ଯଦି କ୍ରାମ୍ପ ହେଉଛି ତେବେ ଆପଣ ଅଦାର ଚାହା ସେବନ କରନ୍ତୁ । ଯେଉଁ ମହିଳାଙ୍କର ପି-ରି-ୟ-ଡ ନର୍ମାଲ ହୋଇଥାଏ ତିନି ଦିନ କିମ୍ବା ପାଞ୍ଚ ଦିନ ପରେ କମ ହୋଇଯାଇଥାଏ । ତେବେ ସେହି ମହିଳା ମାନେ ତାପରଦିନରୁ ମାନେ ତୃତୀୟ ଦିନରୁ ଆଡକୁ ଚା କରି ଅଦାର ଅଧା ଇଞ୍ଚ ନେବାକୁ ହେବ । ଖାଇବା ପରେ ମଧ୍ୟ ନେଇ ପାରିବେ କାରଣ ଏଥିରେ ହର୍ବାଲ ରହିଥାଏ । ଆଉ ଏଥିରେ କୌଣସି ସାଇଡ ଇଫ୍ଫେକ୍ଟ ନାହିଁ । ଅଦା ସହିତ ଅନ୍ୟ ମସଲା ମଧ୍ୟ ଆଡ କରିପାରିବେ । ଆଉ ଏହି ଭଳି ଆପଣ ଏହାକୁ ନେଇ ପାରିବେ । ଆମକୁ ଏହାର ମାସରେ ମାତ୍ରା ପାଞ୍ଚ ଦିନ ନେବାକୁ ହେବ । ଅଧା ଟୁକୁଡାକୁ ଦୁଇଥର ବ୍ୟବହାର କରିବାକୁ ହେବ ।

Leave a Reply

Your email address will not be published. Required fields are marked *