Periods ଆଣିବାର ସବୁଠୁ ସହଜ ଘରୋଇ ଉପାୟ

ମହିଳା ମାନଙ୍କ ମଧ୍ୟରେ ପିରିଅଡରେ ଅନିୟମିତତା ଗୋଟିଏ ସାଧାରଣ କଥା ହୋଇଥାଏ । ଯେବେ ତେର ରୁ ଚଉଦ ବର୍ଷ ଝିଅଙ୍କୁ ପିରିଅଡ ହେବା ଆରମ୍ଭ ହୋଇଥାଏ । ତେବେ ତାହା ସାଧାରଣତଃ ନିୟମିତ ହୋଇନଥାଏ । ଯଦି ଦୁଇ ବର୍ଷ ପରେ ଏହି ପିରିଅଡ ଠିକସେ ହୁଏନି ତେବେ ଅସୁବିଧା ହୋଇପାରେ । ମାସିକ ଧର୍ମର ଏହି ଚକ୍ର ୨୮ ରୁ ୩୨ ଦିନ ଅନ୍ତରାଳରେ ଆସିଥାଏ । ଯେଉଁ ମହିଳା ମାନଙ୍କରେ ଠି ସମୟରେ ମାସିକ ଧର୍ମ ଆସିଥାଏ ସେମାନେ ଶାରୀରିକ ଆଉ ମା-ନ-ସି-କ ଭାବରେ ଅଧିକ ସୁସ୍ଥ ଆଉ ସୁଖୀ ହୋଇଥାନ୍ତି । କିନ୍ତୁ ଏହି ଚକ୍ରରେ କୌଣସିବି ପ୍ରତିବନ୍ଧକ ଆସିଥାଏ ତେବେ ନିଶ୍ଚିତ ଭାବରେ ମହିଳା ଉପରେ ଶାରୀରିକ ଓ ମା-ନ-ସି-କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିଥାଏ ।

ଆସନ୍ତୁ ଜାଣିବା ଅନିୟମିତତା ପିରିଅଡ :- ମହିଳା ମାନକୁ ପ୍ରତେକ ମାସ ୨୧ ରୁ ୩୨ ଦିନ ଅନ୍ତରାଳରେ ମାସିକ ଧର୍ମ ହୋଇଥାଏ । ତେବେ ଏହାକୁ ନିୟମିତ ଆଉ ରେଗୁଲାର ପିରିଅଡ କୁହାଯାଇଥାଏ । କିନ୍ତୁ ଯଦି କୌଣସି ମାସରେ ଏହା ପନ୍ଦର ଦିନରେ ଆସିଯାଏ ଆଉ ଆସନ୍ତା ମାସ ୩୫ ଦିନ ପର୍ଯ୍ୟନ୍ତ ନହୁଏ । ମାସିକ ଧର୍ମରେ ଯଦି ର-କ୍ତ-ର ଅଭାବ ହୁଏ ଅବା ର-କ୍ତ ଅଧିକ ଆସିବାକୁ ଲାଗୁଛି ତେବେ ଏହି ପ୍ରକ୍ରିୟାକୁ ଅନିୟମିତତା ର-କ୍ତ- ସ୍ରାବ ବା ଇରରେଗୁଲାର ପିରିଅଡ କୁହାଯାଏ । ଯଦି ଥରେ ଦୁଇଥର ଏହି ସମସ୍ଯା ହୁଏ ତେବେ ଅଧିକ ଗମ୍ଭୀର ହୋଇନଥାଏ । କିନ୍ତୁ ଯଦି ବାରମ୍ବାର ଏହା ହୋଇଥାଏ ଏହାକୁ ନିଶ୍ଚିତ ଭାବରେ ଅନିୟମିତ ମାସିକ ଧର୍ମ ବୋଲି କୁହାଯାଇଥାଏ ।


ଅନିୟମିତ ଋତୁସ୍ରାବର କାରଣ :- ପିରିଅଡରେ ଅନିୟମିତତା ହେବାର ଦୁଇ କାରଣ ହୋଇଥାଏ । ଅଧିକ ମାତ୍ରରରେ ମାସିକ ସ୍ରାବ ୨୮ ଦିନ ପୂର୍ବରୁ ହେବା । ଏହି ସ୍ଥିତିରେ ବାତ ଏବଂ ପିତ ଅସନ୍ତୁଳିତ ହୋଇଥାଏ । ଦୁଇ ମାସ ପରେ ମଧ୍ୟ ମାସିକ ଧର୍ମ ନହେବା ଆଉ ବହୁତ ଅଳ୍ପ ମାତ୍ରାରେ ହେବ ଏହି ସ୍ଥିତିରେ ବାତ ଏବଂ ପିତ ଅଧିକ ହେବା ଦର୍ଶାଇ ଥାଏ । ଅନିୟମିତ ପିରିଅଡ ହେବାର ଅନେକ ପ୍ରକାର କାରଣ ହୋଇପାରେ । ଯେମିତିକି ଅଧିକ ମ-ଦ ପିଇବା ଓ ଜଙ୍କ ଫୁଡର ଅଧିକ ସେବନ କରିବା । ଓଜନ ବଢିବା ବା କମିବା, ନିଦ ଠିକ ସେ ନହେବା, ଅଧିକ ଟେନସନ ରହିବା, ମେଡ଼ିସିନର ଅଧିକ ସେବନ କରିବା ଆଉ ଥାଇରଡ ଡିଶ ଅର୍ଡର କାରଣରୁ ଅନିୟମିତତା ପିରିଅଡ ହୋଇଥାଏ ।


ଘରୋଇ ଉପଚାର ଅନିୟମିତତା ପିରିଅଡ ପାଇଁ :- ଡାଲଚିନି ମାସିକ ଧର୍ମ ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ଡାଲଚିନି ଆମ ବଡିକୁ ହି-ଟ କରିବାର କାମ କରିଥାଏ । ଡାଲଚିନି ଆମ ପିରିୟଡକୁ ରେଗୁଲାର କରିଥାଏ । ଡାଲଚିନୀରେ ଆଣ୍ଟି ଇନଫ୍ଲାମେଟରି ଆଣ୍ଟି ସ୍ପସ୍ମଡିକ ତତ୍ଵ ମିଳିଥାଏ । ନିୟମିତ କରିବା ପାଇଁ ଡାଲଚିନି ଚା ବନାଇ ସେବନ କରିପାରିବେ । ପ୍ରଥମେ ଆପଣ ଅଧା ଗ୍ଲାସ ପାଣି ପ୍ୟାନରେ ନିଅନ୍ତୁ ଆଉ ସେଥିରେ ଅଧ ଚାମଚ ଡାଲଚିନି ପାଉଡର ଓ ଅଧା ଚାମଚ ଚା ପତି ମିଶାନ୍ତୁ । ଏବେ ଏହାକୁ ତିନିରୁ ସତ ମିନିଟ ଭଲ ଭାବରେ ଫୁଟାନ୍ତୁ । ତାପରେ ଆପଣ ଏହାର ଚାକୁ କପକୁ ଚଣି ନିଅନ୍ତୁ । ଆଉ ସେଥିରେ ସ୍ଵାଦ ଆଣିବା ପାଇଁ ଗୋଟିଏ ଚାମଚ ମହୁ କିମ୍ବା ଚିନୀ ମିଶାନ୍ତୁ । ଏହାକୁ କିଛି ଦିନ ପର୍ଯ୍ୟନ୍ତ ପ୍ରତିଦିନ ସେବନ କରିବା ଦ୍ଵାରା ଆପଣଙ୍କ ପିରିଅଡ ନିୟମିତ ହୋଇଥାଏ ।

Leave a Reply

Your email address will not be published. Required fields are marked *