ପେଟ ରେ ଅଲ୍ସର ପାଇଁ ଚିନ୍ତିତ, ତେବେ ଏହି ସବୁ ଜିନିଷ ଖାଇବା ତୁରନ୍ତ ବନ୍ଦ କରନ୍ତୁ ଏବଂ ଏହି ସବୁ ଖାଆନ୍ତୁ- ମିଳିବ ଆରମ

ପ୍ରାୟତଃ ଡକ୍ଟର ଭାବନ୍ତି କି ଖରାପ ଓ ନଷ୍ଟ ଖାଇବା ଖାଇଲେ ପେଟ ରେ ଅଲସର ହୋଇଥାଏ କିନ୍ତୁ ଏହାର ଅଲଗା କାରଣ ବି ହୋଇ ପାରେ ଯେମିତି କି ପେନ କିଲର ଔଷଧ ଓ ବହୁତ ସମୟ ଯାଏଁ H ନାମକ ଜୀବାଣୁ ପେଟ ରେ ଥିବାରୁ ବି ପେଟ ରେ ଅଲସର ହୋଇ ପାରେ । ପେଟ ରେ ଅଲସର ହବା ଏକ ଗମ୍ଭୀର ରୋଗ ଅଟେ, ଏହି ରୋଗରୁ ପୀଡିତ ଲୋକଙ୍କୁ ବଞ୍ଚେଇବା କଷ୍ଟକର ହୋଇଥାଏ । ପେଟ ରେ ଘା ହବାକୁ ଚିକିତ୍ସା ଭାଷା ରେ ଅଲସର କୁହା ଯାଏ, ଅଲସର ହବାର ବହୁତ ଗୁଡିଏ କାରଣ ଥାଏ ସେଥିରୁ ଚା, କଫି, ସିଗ୍ରେଟ ଓ ମଦ ଭଳି ଜିନିଷ ବି ଅଲସର ହବାର ବହୁତ ବଡ କାରଣ ଅଟେ ।

ପେଟ ଘା ହେଲେ ଏହି ଜିନିଷ ଖାନ୍ତୁନୀ :

–      ଡକ୍ଟର ପ୍ରାୟ ଲୋକଙ୍କୁ ଯାହାର ପେଟ ଘା ହୋଇଥିବ ତାଙ୍କୁ ଖିର ପିବାକୁ ମନା କରନ୍ତି ।

–      ମଦ ଭଳି ଜିନିଷ କୁ ଭୁଲ କରି ବି ପେଟ ରେ ଘା ହେଲା ବେଳେ ଛୁଅନ୍ତୁ ନାହିଁ, ଏହା ପିଇଲେ ଆପଣଙ୍କ ପେଟ ରେ ଭୟଙ୍କର ପୀଡା ହବ ଏବଂ କେତେକ ପେଟ ଟିଷୁ ନଷ୍ଟ କରିଥାଏ ।

–      ତେଲିଆ ପଦାର୍ଥ ଖାଆନ୍ତୁ ନାହିଁ ଏହି ଖାଦ୍ୟ ଖାଇଲେ ପେଟ ରେ ଏସିଡିଟି ମାତ୍ରା ବଢି ଥାଏ ଯାହା ଦ୍ଵାରା ଘା ଆହୁରି ଭୟଙ୍କର ହୋଇ ଯାଏ ।

ପେଟ ରେ ଘା ହେଲେ ଏହି ଜିନିଷ ଖାଆନ୍ତୁ :

– ଦହି ଭଳି ଜିନିଷ ଖାଆନ୍ତୁ ଯେଉଁ ଥିରେ ଭଲ ଜୀବାଣୁ ମାତ୍ରା ଅଧିକ ଥାଏ, ଏହା ପେଟରେ ହୋଇଥିବା ଘା କୁ କମ କରିବାରେ ସାହାଯ୍ୟ କରିଥାଏ ।

– ସେଓ ଓ ନାସ୍ପତି ଭଳି ଫାଇବର ଯୁକ୍ତ ଜିନିଷ ଖାଆନ୍ତୁ, ଏହା ଆପଣଙ୍କ ଘା କୁ କମେଇବା ରେ ସାହାଯ୍ୟ କରି ଥାଏ । ଫାଇବର ପେଟ ରେ ଯାଇ ଏସିଡ ର ମାତ୍ରା କମାଇ ଥାଏ ଯାହା ଦ୍ଵାରା ଲୋକ କୁ ଆରାମ ମିଳି ଥାଏ । ଅଧ୍ୟୟନ ଅନୁଯାଇ ଜଣା ପଡିଛି କି ଫାଇବର ସମ୍ପନ ଖାଦ୍ୟ ଖାଇଲେ ଏହା ପେଟ ରେ ଘା ହବାକୁ ଦିଏ ନାହିଁ ।

– କନ୍ଦମୂଳ ଖାଇଲେ ପେଟ ଘା କମି ଥାଏ  ଏବଂ ଯାହାକୁ ହୋଇନି ତାଙ୍କୁ ଘା ରୁ ବଞ୍ଚାଇ ଥାଏ । ପାଳଙ୍ଗ, ଗାଜର ଭଳି ଅନେକ ତତ୍ଵ ଅଛନ୍ତି ଯାହା ସେବନ କଲେ ପେଟ ଘା ହୋଇ ନଥାଏ ।

ଫେଣ୍ଡ୍ସ ଆଶା କରୁଛୁ ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ସାହାଯ୍ୟ କରିବ । ଆଗକୁ ଏହିଭଳି ସ୍ୱାସ୍ଥ୍ୟ ସମ୍ବନ୍ଧିତ ଟିପ୍ସ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *