ପୋଲିସ ଙ୍କର ବଡ ଖୁଲାସା, ACF ସୌମ୍ୟ ଙ୍କ ମୃ-ତ୍ୟୁ ମାମଲାରେ DFO ସଂଗ୍ରାମ କେଶରୀ ଙ୍କୁ ମିଳିଲା କ୍ଳିନଚିଟ, ପ୍ରକୃତ ଘଟଣା କଣ ଦେଖନ୍ତୁ Video

ବନ୍ଧୁଗଣ, ପାରଳାଖମୁଣ୍ଡି ACF “ସୌମ୍ୟ ରଞ୍ଜନ ମହାପାତ୍ର” ଙ୍କ ମୃ-ତ୍ୟୁ ମା-ମ-ଲାରେ DFO “ସଂଗ୍ରାମ କେଶରୀ ବେହେରା” ଙ୍କର କୌଣସି ସ-ମ୍ପ-ର୍କ ନାହିଁ । ଗତ କାଲି ପ୍ରାଏ ସାଢେ ୩ ଘଣ୍ଟା ଧରି ପୋ-ଲି-ସ ଏବଂ କ୍ରା-ଇ-ମ ବ୍ରା-ଞ୍ଚ ର ମିଳିତ ଜେରା ପରେ ଏହା ସ୍ପଷ୍ଟ କରିଛନ୍ତି ଗଜପତି ଏସପି ।

ଗଜପତି ଏସପି “ତପନ ପଟ୍ଟନାୟକ” କହିଛନ୍ତି ଯେ, ଏହି ଘ-ଟ-ଣା ସହିତ DFO ଙ୍କର କୌଣସି ସମ୍ପୃକ୍ତି ରହି ନାହିଁ । DFO ଙ୍କ ସମେତ ୫ ରୁ ୬ ଜଣଙ୍କୁ ଜେ-ରା କରାଯାଇଥିଲା । ତେବେ ସିବିଆର ଆନାଲେସିଶ ଅନୁଯାୟୀ ସୌମ୍ୟ ରଞ୍ଜନ ଙ୍କ ପତ୍ନୀ ବିଦ୍ୟା ଭାରତୀ ଙ୍କ ସହିତ DFO ଏବଂ ରୋଷେୟା ଙ୍କର କୌଣସି ସ-ମ୍ପ-ର୍କ ନଥିଲା । ଏହା ସହିତ ପାଖ ପଡୋଶୀ ଙ୍କ ସୂଚନା ଅନୁଯାୟୀ DFO କେବେ ମଧ୍ୟ ସୌମ୍ୟ ରଞ୍ଜନଙ୍କର ସରକାରୀ କ୍ଵାଟର କୁ ଆସି ନାହାନ୍ତି ।

ମାତ୍ର ଯେଉଁ ଦିନ ଏହି ଘ-ଟ-ଣା ଟି ଘଟିଲା ସେହି ଦିନ ରାତିରେ DFO ଆସିଥିଲେ । ଏହା ସହିତ ମେଡିକାଲ କୁ ଯାଇ ସୌମ୍ୟ ଙ୍କର ଉନ୍ନତ ମାନର ଚିକିତ୍ସ୍ୟା ନିମନ୍ତେ ଡାକ୍ତର ଙ୍କ ସହିତ ସାକ୍ଷାତକାର କରି DFO କହିଥିଲେ ବୋଲି ଏସପି କହିଛନ୍ତି ।

ଆମ୍ବୁଲାନ୍ସ ଅଟକାଇବା ଠାରୁ ଆରମ୍ଭ କରି ବିଭିନ୍ନ ସମୟରେ ପୋ-ଲି-ସ ର ତ-ଦ-ନ୍ତ ସମୟରେ ସ-ନ୍ଦେ-ହ ଜନକ ଉପସ୍ଥିତି କୁ ନେଇ ଅ-ଭି-ଯୋ-ଗ ଉଠିଥିବା ଗୁରାଣ୍ଡି ଥା-ନା OIC “ମମତା ପଣ୍ଡା” ଙ୍କର ମଧ୍ୟ ଏହି ମା-ମ-ଲାରେ କୌଣସି ଭୂମିକା ନାହିଁ ବୋଲି ଏସପି କହିଛନ୍ତି । OIC “ମମତା ପଣ୍ଡା” ଙ୍କୁ ଏକ ଫୋନ କଲ ଆସିଥିଲା, ସେହି ଫୋନକଲ ଆଧାରରେ ଅନୁରୋଧ ରକ୍ଷା କରି ଏବଂ ମାନବିକତା ଦେଖାଇ ମମତା ସେଠାକୁ ଯାଇଥିଲେ ବୋଲି କହିଛନ୍ତି ।

ତେବେ ସୌମ୍ୟ ରଞ୍ଜନ ଙ୍କ ମୃ-ତ୍ୟୁ କାହିଁକି ହେଲା ବୋଲି ସାମ୍ବାଦିକ ମାନେ ପ୍ରଶ୍ନ କରିବାରୁ ଏସପି କହିଛନ୍ତି ଯେ, ଏହାର ଆହୁରି ତ-ଦ-ନ୍ତ ହେବା ଆବଶ୍ୟକତା ରହିଅଛି । ମାତ୍ର ସୌମ୍ୟ ରଞ୍ଜନ ଙ୍କ ଭାଇ କହିଛନ୍ତି ଯେ, ଯଦି ଏମାନଙ୍କ ହାତ ନାହିଁ ତା ହେଲେ ମୋ ଭାଇ କୁ କିଏ ଏବଂ କାହିଁକି ମା-ରି-ଛି ? ତାହାର ତ-ଦ-ନ୍ତ କରି ଦିଅନ୍ତୁ । ଘ-ଟ-ଣା ରେ DFO ଅନ୍ୟ ଅ-ଭି-ଯୁ-କ୍ତ ଯଦି ସମ୍ପୃକ୍ତି ନାହାଁନ୍ତି ତେବେ ଦୋ-ଷୀ କିଏ ?

ଯାହା ମଧ୍ୟ ହେଉ ନା କାହିଁକି ପ୍ରକୃତ ଦୋ-ଷୀ ଙ୍କୁ ଧରନ୍ତୁ । ଯଦି ଏଭଳି ନ କରିବେ ତେବେ ଆମେ କୋର୍ଟ ର ଆଶ୍ରୟ ନେବୁ । ଏହି ଘ-ଟ-ଣା ର ସତ୍ୟତା ନ ବାହାରିଲା ପର୍ଯ୍ୟନ୍ତ ଆମ୍ଭେ ଚୁପ ରହିବୁନି ବୋଲି କହିଛନ୍ତି ସୌମ୍ୟ ଙ୍କ ଭାଇ । ବନ୍ଧୁଗଣ ସଂପୂର୍ଣ୍ଣ ମା-ମ-ଲା କୁ ନେଇ ଆପଣଙ୍କ ମତାମତ କଣ ଅଟେ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *