ସ୍ଵାମୀର ଅଭିଯୋଗକୁ ନେଇ ସ୍ତ୍ରୀ ଖୋଲିଲେ ମୁହଁ, କହିଲେ ‘ବ୍ୟସ୍ତ ହୁଅନ୍ତୁନି…ସବୁ ଖୋଲିଦେବି’: ଦେଖନ୍ତୁ Video

ସ୍ବାମୀ ଆଣିଛନ୍ତି ସ୍ତ୍ରୀ ଙ୍କ ଉପରେ ଏକ ସାଂ-ଘା-ତି-କ ଅ-ଭି-ଯୋ-ଗ । କହିଛନ୍ତି କି ତାଙ୍କ ସ୍ତ୍ରୀ ଶା-ରୀ-ରି-କ ସ-ମ୍ପ-ର୍କ ରଖୁଥିଲେ ଆଉ କାହା ସହ । ସେହି ବ୍ୟକ୍ତି ତାଙ୍କୁ ଧ-ମ-କ ମଧ୍ୟ ଦେଇଥିଲା କି ସେ ଯଦି ତାଙ୍କ ସ୍ତ୍ରୀ ଙ୍କ ପାଖକୁ ଯିବେ ତେବେ ସେ ତାଙ୍କୁ ଜୀବନରୁ ମା-ରି ଦେବେ ।

କେବଳ ସେତିକି ନୁହେଁ ଏହା ମଧ୍ୟ କହିଛନ୍ତି କି ସେ ତାଙ୍କ ପ୍ରା-ଇ-ଭେ-ଟ ପା-ର୍ଟ ରେ ନିଜର ଟାଟୁ କରିଛନ୍ତି । ଏହି ଭଳି ଅ-ଭି-ଯୋ-ଗ ଆଣିକି କହିଛନ୍ତି କି ସେ ଆଉ ତାଙ୍କ ସ୍ତ୍ରୀ ସହ ରହିବା ପାଇଁ ଚାହୁଁ ନାହାନ୍ତି ସେ ଏବେ ଅଲଗା ରହିବା ପାଇଁ ଚାହୁଁ ଛନ୍ତି । ତେଣୁ କରି ତାଙ୍କୁ ଅଲଗା କରି ଦିଆ ଯାଉ । ଅଲଗା ପଟରେ ସ୍ତ୍ରୀ ମଧ୍ୟ ଆଣିଛନ୍ତି ଖୁବ ସାଂ-ଘା-ତି-କ ଅ-ଭି-ଯୋ-ଗ କହିଛନ୍ତି କି ସ୍ଵାମୀ ମତେ ଡା-ଉ-ରୀ ପାଇଁ ମ-ରା ପି-ଟା କରୁଥିଲେ ଓ ନି-ର୍ଜ୍ଯା-ତ-ନା ଦେଉଥିଲେ ।

ତେଣୁ କରି ସେ କହିଛନ୍ତି କି ସେ ଖୁବ ହ-ଇ-ରା-ଣ ହୋଇଛନ୍ତି ଏହା ପାଇଁ ତାଙ୍କୁ ନ୍ୟାୟ ଦରକାର । ସ୍ଵାମୀ ତାଙ୍କ ପିଲାକୁ ମଧ୍ୟ ଆ-ବୋ-ର୍ଶ-ନ କରାଇଇ ଛନ୍ତି ବୋଲି କହିଛନ୍ତି । ମାତ୍ର ସ୍ଵାମୀ ଙ୍କ କହିବା ଅନୁସାରେ ସେ ପଇସା ୱାଲ ଘର ର ପିଲା ନୁହନ୍ତି ସେ କେବେ ଭି ଏହି କାମ କରିବା ପାଇଁ ଚାହିଁ ନଥିଲେ । ସ୍ଵାମୀ କହିଛନ୍ତି କି ସେହି ଛୁଆ ତାଙ୍କର ନଥିଲା । ତେଣୁ କରି ସେ ଏହା ଜାଣିବା ପରେ ତାଙ୍କ ସ୍ତ୍ରୀ କିଛି ଦିନ ପାଇଁ ଘରକୁ ଚାଲି ଯାଇଥିଲେ ଟା ପରେ ଆସିକି ସେ ଛୁଆକୁ ବାଥୃମ ରେ ନ-ଷ୍ଟ କରିଛନ୍ତି ।

ଏହାର ପ୍ର-ମା-ଣ ମଧ୍ୟ ସେ ରଖି ଛନ୍ତି ବୋଲି କହୁଛନ୍ତି । ଓ କହି ଛନ୍ତି କି ବିବାହ ପରେ ସେ ତାଙ୍କ ସହ ଶା-ରୀ-ରି-କ ସ-ମ୍ପ-ର୍କ ରଖି ନଥିଲେ ତ ସେ ପିଲା ତାଙ୍କର ନୁହେଁ । ସ୍ତ୍ରୀ ଆଣିଥିବା ଆଉ ଏକ ଆ-ରୋ-ପ ହେଉଛି କି ସେ ତାଙ୍କୁ ଘରୁ ତ-ଡି ଦେଇଥିଲେ । ସେ କହିବା ଅନୁସାରେ ସେ କହୁଛନ୍ତି କି ମୁ ଅଫିସ ରେ ଥିଲି ମୁ ଘରକୁ ଆସିବା ପରେ କୁହା ଯାଇଛି କି ସେ ନାହି ତା ବାପା ଘରକୁ ଯାଇଛି । ତାଙ୍କୁ କେହି ଘରୁ ବାହାର କରି ନାହାନ୍ତି ।

ସ୍ଵାମୀ ଏହା ମଧ୍ୟ କହିଛନ୍ତି କି ପିଲା 3 ମାସ ର ନୁହେଁ ବରଂ ସେ 5 ମାସର ଥିଲା । ଏହା ପରେ ସେ କହିଛନ୍ତି କି ଯଦି ମୁ ନି-ର୍ଯ୍ୟା-ତ-ନା ଦେଉଥିଲି ତେବେ ଡାକ୍ତରୀ ମା-ଇ-ନା କରାଯାଉ । ମୋର ଆ-ପ-ତି ନାହି । ଏହା ସହ ସେ କହିଛନ୍ତି କି ଯଦି ସେ ଦୋ-ଷୀ ତାଙ୍କୁ ମଧ୍ୟ ଦ-ଣ୍ଡ ମିଳିବ କିନ୍ତୁ ଆଜି ସେମାନେ କାଊଁଶିଲ ପାଇ ଆସିଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି କି ସେ ଏହି ସବୁ ଜିନିଷ ବିବାହ ପରେ ଜାଣିଲେ କାରଣ ବିବାହ ଆଗରୁ ଜାଣିଥିଲେ ସେ କଣ କେହି ଭି ପୁଅ ବିବାହ କରି ନଥାନ୍ତା । ତାଙ୍କୁ ତାଙ୍କ ସ୍ତ୍ରୀ ଖୁବ ହ-ଇ-ରା-ଣ କରୁଛନ୍ତି । ଏହି ଘ-ଟ-ଣା-କୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘ-ଟ-ଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *