Post Office ର ଧମାକାଦାର Insurance ପ୍ଳାନ ! ମାତ୍ର 4 ହଜାର ଟଙ୍କା ଦେଇ ପାଇବେ 20 ଲକ୍ଷ ! କେମିତି ଉଠାଇବେ ଏହାର ଫାଇଦା ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ସରକାରଙ୍କ ନିୟମ ଅନୁଯାୟୀ ବ୍ୟାଙ୍କ ଏବଂ ପୋଷ୍ଟାଲରେ ଅନେକ ସୁବଧା ଦିଆଯାଇଛି ନିଜ ପଇସାକୁ ଥୋଇ ଦୁଇଗୁଣ କରିବା ପାଇଁ । ତେବେ ଏହର ଉପଯୋଗ କିଚୋ ଲୋକ କରିପାରନ୍ତି ନାହିଁ । କାରଣ ସେମାନଙ୍କୁ ଏହି ସୁବିଧା ସମ୍ପର୍କରେ ଜଣାନଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ପୋଷ୍ଟାଲରେ ରହିଥିବା ପୋଷ୍ଟ ଅଫିସ ଲାଇଫ ଇଂସୁରାନ୍ସ ସମ୍ପର୍କରେ । ଯେଉଁଥିରେ ଆପଣ ଥୋଇ ଥିବା ଟଙ୍କାର ପାଞ୍ଚ ଗୁଣ ରିଟର୍ଣ ପାଇବେ । ତେବେ ଆସନ୍ତୁ ଜାଣିବା ଏହା ସମ୍ପର୍କରେ ସମ୍ପୂର୍ଣ ଭାବରେ ।

୧୮୮୪ ମହିହାରେ ଆରମ୍ଭ ହୋଇଥିଲା ଏହି ପୋଷ୍ଟ ଅଫିସ ଲାଇଫ ଇଂସୁରାନ୍ସ ଯୋଜନା । ଏହି ଇଂସୁରାନ୍ସକୁ ରେଗୁଲେଟ କରିଥାଏ ଗମେଣ୍ଟ ଅଫ ଇଣ୍ଡିଆ । ଏଥିରେ ଆପଣଙ୍କୁ ଲୋ ପ୍ରିମିୟମ ଆଉ ହାଇ ବୋନସ ମଧ୍ୟ ମିଳିଥାଏ । ସବୁଠୁ କମ ପ୍ରିମିୟମରେ ମାଚୁରିଟି ସମୟରେ ବହୁତ ଭଲ କଭର ମିଳିଥାଏ । ଏହି ଇଂସୁରାନ୍ସ ଦୁଇ ପ୍ରକାରର ହୋଇଥାଏ । ଗୋଟିଏ ପୋଷ୍ଟାଲ ଲାଇଫ ଇଂସୁରାନ୍ସ ଆଉ ଅନ୍ୟଟି ହେଉଛି ରୁରାଲ ପୋଷ୍ଟାଲ ଲାଇଫ ଇଂସୁରାନ୍ସ ।

ପୋଷ୍ଟାଲ ଲାଇଫ ଇଂସୁରାନ୍ସ ସବୁ ବର୍ଗର କର୍ମଚାରୀଙ୍କ ପାଇଁ ପ୍ରସ୍ତୁତ କରାଯାଇଥିଲା । ଯେଉଁମାନେ ଗ୍ରାମାଞ୍ଚଳରେ ରୁହନ୍ତି ଆଉ କୌଣସି ପ୍ରକାର କର୍ମଚାରୀ ନୁହନ୍ତି ସେମାନେ ରୁରାଲ ପୋଷ୍ଟାଲ ଇଂସୁରାନ୍ସ ପାଇଁ ଆବେଦନ କରିପାରିବେ । ଏଥିରେ ୬ ପ୍ରକାରର ପଲିସି ରହିଥାଏ । ୧- ହୋଲ ଲାଇଫ ଇଂସୁରାନ୍ସ, ୨- କନଭର୍ଟବେଲ ହୋଲ ଲାଇଫ ଇଂସୁରାନ୍ସ,

୩- ଇଣ୍ଡୋମେଣ୍ଟ ଆସୁରାନ୍ସ ବ ସନ୍ତୋଷ, ୪-  ଜଏଣ୍ଟ ଲାଇଫ ଇଂସୁରାନ୍ସ ବା ଯୁଗଳ ସୁରକ୍ଷା, ୫- ଆଣ୍ଟିସିପେଟେଡ ଇଣ୍ଡୋମେଣ୍ଟ ଆସୁରାନ୍ସ ବା ସୁମଙ୍ଗଲ, ୬- ଚିଲଡ୍ରେନ ପଲିସି ବା ବାଲ ଜିଭନ ବୀମା । ସବୁଠାରୁ ଅଧିକ ସୁବିଧା ଏବଂ ଲାଭ ଦେଇଥାଏ ଇଣ୍ଡୋମେଣ୍ଟ ଇଂସୁରାନ୍ସ ବା ସନ୍ତୋଷ ଯୋଜନାରୁ । ଏଥିରେ ସର୍ବନିମ୍ନ ବୟସସୀମା ୧୯ ବର୍ଷ ରହିଥିବା ବେଳେ ସର୍ବାଧିକ ବୟସସୀମା୫୫ ବର୍ଷ ହୋଇଥାଏ ।

ଅର୍ଥାତ ଏହି ଯୋଜନାର ଲାଭ ୧୯ ବର୍ଷ ୫୫ ବର୍ଷ ବୟସର ଲୋକ ହିଁ ଉଠାଇପାରିବେ । ଏଥିରେ ଆପଣ ୨୦,୦୦୦ ହଜାର ଟଙ୍କାରୁ ଆରମ୍ଭ କରି ସର୍ବାଧିକ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରାଇ ପାରିବା । ଉଦାହରଣ ସ୍ୱରୂପ ଆପଣଙ୍କୁ ପ୍ରତ୍ୟକ ମାସରେ ୪୦୦୦ ଲେଖାଏ ୨୦ ବର୍ଷ ଥୋଇବା ପାଇଁ ପଡିବ । ତେବେ ଯାଇ ଆପଣ ରଖୁଥିବା ପଇସାର ୫ ଗୁଣ ପାଇବେ ଯାହାକି ୨୦ ଲକ୍ଷ ୫୦ ହଜାର ଟଙ୍କା ଅଟେ । ଏହି ଯୋଜନା ସମ୍ପର୍କରେ ଆପଣଙ୍କ ମତ କଣ ରହିବ ତାହା କମେଣ୍ଟ ମାଧ୍ୟମରେ ନିହାତି ଭାବରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *