ରାଜ୍ୟ ସରକାରଙ୍କ ବଡ ଘୋଷଣା, ଏଥର ମାଗଣାରେ ବସ୍ ଯାତ୍ରା କରିବେ ମହିଳା !

ନମସ୍କାର ବନ୍ଧୁଗଣ, ସରକାରଙ୍କ ନୂଆ ସୁବିଧା ଆଉ ସେହି ସୁବିଧା କେବେଳ ମହିଳା ମାନଙ୍କ ପାଇଁ କରାଯାଇଛି । ଏହି ସୁବିଧା ପାଇଁ ବଦଳିବ ମହିଳାଙ୍କ ଭାଗ୍ୟ ଆଉ କୌଣସି ଅସୁବିଧାର ବି ସମ୍ମୁଖିନ ହେବେ ନାହିଁ । ମହିଳା ମାନଙ୍କ ପାଇଁ ଏଭଳି କିଛି ସୁବିଧା ଆଣିଦେଇଛନ୍ତି ଯାହାର ଉପଯୋଗ କରି ମହିଳା ମାନେ ବେସ ସୁବିଧା ଉପଲବ୍ଧ କରିବେ । ତେବେ ସରକା ମହିଳା ମାନଙ୍କ ପାଇଁ କରିଥିବା ସେହି ନୂଆ ନିୟମଟି କଣ ଏହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ସମ୍ପୂର୍ଣ ଭାବରେ ।

ସୂଚନା ଅନୁଯାୟୀ ସରକାର ମହିଳାମାନଙ୍କ ପାଇଁ ମାଗଣା ବସ ସେବା ଜାରି କରିଛନ୍ତି । ଖାଲି ଏତିକି ନୁହେଁ ବିଧବା ମହିଳା ମାନଙ୍କ ଭର୍ତ୍ତାକୁ ମଧ୍ୟ ବୃଦ୍ଧି କରାଦେଇଛନ୍ତି । ବିଧବା ମହିଳା ମାନେ ବିଧବା ଭର୍ତ୍ତା ପାଉଥିଲେ ମାତ୍ରା ଏକ ହଜାର ଟଙ୍କା କିନ୍ତୁ ବର୍ତ୍ତମାନ ନୂଆ ନିୟମ ଅନୁଯାୟୀ ସେମନଙ୍କୁ ମିଳିବ ତିନି ହଜାର ଟଙ୍କା । ଅର୍ଥାତ ସରକାର ବିଧବା ମାନଙ୍କର ଭର୍ତ୍ତା ପଇସା ଦୁଇ ହଜାର ଟଙ୍କା ବୃଦ୍ଧି କରିଛନ୍ତି ।

ମାଗଣା ବସ ସୁବିଧା ମହିଳା ମାନଙ୍କୁ କେବଳ ସରକାରୀ ବସରେ ମିଳିବ । ସରକାରୀ ବସରେ ମହିଳା ମାନେ ଯୁଆଡେ ଯିବେ ତାହା ମାଗଣା । ପୁଡୁଚେରି ମୁଖ୍ୟମନ୍ତ୍ରୀ ଏ . ଏନ ରଙ୍କା ସ୍ଵାମୀ କେନ୍ଦ୍ର ଶାସିତ ଅଞ୍ଚଳବାସୀଙ୍କ ପାଇଁ ଏହି ମାଗଣା ବସ ଯୋଜନା ଘୋଷଣା କରିଛନ୍ତି । ଚଳିତ ବର୍ଷ ମାର୍ଚ୍ଚ ଏକ ତାରିଖରେ ବିଧାନସଭା ଅଧିବେଶନ ବେଳେ ଏହି ଘୋଷଣା ହୋଇଛି ।

ସରକାରୀ ବସରେ ଯାତ୍ରା କରୁଥିବା ମହିଳା ମାନଙ୍କ ପାଇଁ ଏହି ଘୋଷଣା କରାଯାଇଛି । ତେଣୁ ଏବେ ପୁଡୁଚେରୀରେ ମହିଳା ମାନେ ଏବେ ସରକାରୀ ବସରେ ମାଗଣା ଯାତ୍ରା କରିପାରିବେ । ଏହା ସହିତ ଭର୍ତ୍ତା ମଧ୍ୟ ବଢାଇଛନ୍ତି । ନୂତନ ଉଦ୍ୟଗ ଗୁଡିକୁ ଆକର୍ଷିତ କରିବା ପାଇଁ ଏପରି ଯୋଜନା କରାଯାଇଛି ବୋଲି ପୁଡୁଚେରିର ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମାର୍ଚ୍ଚ ୧୩ ତାରିଖରେ ଅପୁଡୁଚେରିର ମୁଖ୍ୟମନ୍ତ୍ରୀ ଏଗାର ହଜାର ଛଅ ଶହ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିଲେ । ଏହା ସହିତ ଏହା ମଧ୍ୟ ଘୋଷଣା କରିଛନ୍ତି ପୁଡୁଚେରିର ମୁଖ୍ୟମନ୍ତ୍ରୀକୁ ପବ୍ଲିକ ସ୍କ୍ଲୁଲରେ ସମସ୍ତ ଛାତ୍ର ଛାତ୍ରୀଙ୍କୁ ମାଗଣା କମ୍ପୁଟର ମିଳିବ । ତେବେ ପୁଡୁଚେରି ସରକାର କରିଥିବା ଏଭଳି ଯୋଜନା ସମ୍ପର୍କରେ ଆପଣ ମାନଙ୍କ ମତାମତ କଣ ରହିବ ତାହା କମେଣ୍ଟ ମାଧ୍ୟମରେ ଜଣାଇବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *