ଗାଡି କିଣିବା ପାଇଁ ଟଙ୍କା ଦେବେ ସରକାର ! ଦେଖନ୍ତୁ ସମ୍ପୂର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ ସରକାର ବର୍ତ୍ତମାନ ଏକ ବଡ ଘୋଷଣା କରିଛନ୍ତି । ଏହି ଘୋଷଣା ମୁତାବିକ ବର୍ତ୍ତମାନ ସମୟରେ ବିଦ୍ୟୁତ ଚଳିତ ଗାଡି କିଣିବା ପାଇଁ ସରକାର ଲୋକଙ୍କୁ ଦେବେ ପଇସା । ସରକାରଙ୍କ ଏହି ନିୟମ ଜରିଆରେ ବିଦ୍ୟୁତ ଚାଳିତ ଗାଡି କିଣିବା ପାଇଁ ଲୋକଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ତେବେ ସରକାରଙ୍କ ଏହି ନିୟମରେ କଣ ସବୁ ରହିଛି ବ୍ୟବସ୍ତା ଏବଂ କେଉଁ ମାନଙ୍କୁ ମିଳିବ ଗାଡି କିଣିବା ପାଇଁ ଅର୍ଥ ଏହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ବିଦ୍ୟୁତ ଚାଳିତ ଜାଣ କିଣିବା ପାଇଁ ସରକାର ଲୋକ ମାନଙ୍କୁ ଆଡଭାନ୍ସ ପଇସା ଦେବେ । ଆଉ ଏହି ବିଦ୍ୟୁତ ଚାଲି ଯାନ କିଣିବା ପାଇଁ ଜଣେ ବ୍ୟକ୍ତିଙ୍କୁ କେବଳ ଗୋଟିଏ ଗାଡି କିଣିବା ପାଇଁ ଅର୍ଥ ପ୍ରଦାନ କରିବେ ସରକାର । ଉଭୟ ଦୁଇ ଚକିଆ ଏବଂ ଚାରିଚକିଆ ଜଣ ପାଇଁ ପଇସା ଦେବେ ସରକାର । ତେବେ ସରକାର କେବଳ ସରକାରୀ ଚାକିରି କରିଥିବା କର୍ମଚାରୀ ମାନଙ୍କୁ ବିନା ସୁଧାରେ ଗାଡି କିଣିବା ନିମେନ୍ତେ ପଇସା ଦେବେ ।

ଅର୍ଥ ବିଭାଗ ପକ୍ଷରୁ ଏହି ଗାଇଡ ଲାଇନ ଜାରି କରାଯାଇଛି । ଆସନ୍ତା ୨୦୨୫ ଡିସେମ୍ବର ୩୧ ତାରିଖ ଯାଏ  ଏହି ସୁବିଧା ଉପଲବ୍ଧ ରହିବ । ସବୁଠାରୁ ଗୁରୁତ୍ଵପୂର୍ଣ କଥା ହେଉଛି ସରକାର ଦେଉଥିବା କାର୍ଯ୍ୟ ନିଅମନ୍ତେ ଲୋକେ ଟଙ୍କା ନେଇ ସେହି କାର୍ଯ୍ୟ ନକରି ଅନ୍ୟ ବାଟରେ ଖର୍ଚ୍ଚ କରିଦିଅନ୍ତି । ତେଣୁ ସରକାର ଏକ କଡା ନିୟମ ଜାରି କରିଛନ୍ତି ।

ଯେଉଁ ବ୍ୟକ୍ତି ବିଦ୍ୟୁତ ଚାଳିତ ଗାଡି ପାଇଁ ଟଙ୍କା ଆଡଭାନ୍ସ ନେଇ ଅନ୍ୟ ବାଟରେ ଖର୍ଚ୍ଚ କରିବେ ଗାଡି ନ କିଣି ତାଙ୍କ ପ୍ରତି ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସରକାର । ସରକାର ଅରମ୍ଭ କରିଥିବା ଏହି ଯୋଜନାଟି ନିହାତି ଭାବରେ ଲୋକଙ୍କ ଦ୍ରୁଷ୍ଟି ଆକର୍ଷଣ କରିବ ବିଦ୍ୟୁତ ଚାଳିତ ଗାଡି ପାଇଁ ଏହାର ଆଶା କରାଯାଉଛି ।

ପେଟ୍ରୋଲ ବଦଳରେ ବର୍ତ୍ତମାନ ରାଜ୍ୟରେ ବିଦ୍ୟୁତ ଚାଳିତ ଗାଡିକୁ ରାସ୍ତାରେ ଅଧିକ ମାତ୍ରାରେ ଗଡାଇବା ପାଇଁ ସରକାରଙ୍କର ଏହା ଏକ ବଡ ପଦକ୍ଷେପ ଅଟେ । ଆଶା କରାଜୁଛି ସରକାରଙ୍କର ଏହି ପଦକ୍ଷେପ ଲୋକଙ୍କୁ ବିଦ୍ୟୁତ ଚାଳିତ ଗାଡି କିଣିବା ପାଇଁ ନିହାତି ଭାବରେ ପ୍ରୋତ୍ସାହନ ଯୋଗାଇ ଦେବ । ଏହା ସମ୍ପର୍କରେ ଆପଣ ମାନଙ୍କ ମତାମତ କଣ ରହିବ ତାହା କମେଣ୍ଟ ନିହାତି ଭାବରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *