କରୋନାର ତୃତୀୟ ଲହରରୁ ବଞ୍ଚିବା ପାଇଁ ଜାଣନ୍ତୁ PM Modi ଙ୍କ 4T ଫର୍ମୁଲା କଣ

ପୁରା ଦେଶରେ ବ୍ୟାପୀଥିବା କ-ରୋ-ନା ମ-ହା-ମା-ରୀ ଯୋଗୁ ଚିନ୍ତା ଦିନକୁ ଦିନ ବଢିବାରେ ଲାଗିଛି । ବର୍ତ୍ତମାନ କ-ରୋ-ନାର ଦିତୀୟ ଲହର ନ ସରୁଣୁ କ-ରୋ-ନାର ତୃତୀୟ ଲହର ଆସିବାର ସୂଚନା ନେଇ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି ହୋଇଛି । କ-ରୋ-ନା ତୃତୀୟ ଲହର ପାଇଁ ଫୋକସରେ ଦେଶର ସର୍ବାଧିକ ୬ଟି ରାଜ୍ୟ ରହିଛି ।

ସେହି ରାଜ୍ୟ ଗୁଡିକ ହେଉଛି ମହାରାଷ୍ଟ୍ର, କେରଳ, ଓଡିଶା, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ । ଅନ୍ୟ ସବୁ ରାଜ୍ୟରେ କ-ରୋ-ନା ସଂ-କ୍ର-ମ-ଣ ହାର କମ ଥିବା ବେଳେ ଏହି ୬ଟି ରାଜ୍ୟରେ ସଂ-କ୍ର-ମ-ଣ ଅଧିକ ରହିଛି । ଦେଶର ମୋଟ ଆ-କ୍ରା-ନ୍ତଙ୍କ ୮୦% ଓ ମୃତ୍ୟୁର ୮୪% ସଂଖ୍ୟା ଏହି ୬ଟି ରାଜ୍ଯରେ ରହିଛି । କ-ରୋ-ନା ସ୍ଥିତିକୁ ସମୀକ୍ଷା କରି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ୪ଟି ପ୍ରମୁଖ ମନ୍ତ୍ର ଦେଇଛନ୍ତି ।

ତାହା ହେଉଛି ଟ୍ରାକ, ଟ୍ରିଟ, ଟୀକା, ଟେଷ୍ଟ । ନରେନ୍ଦ୍ର ମୋଦୀ କହିଛନ୍ତି ଯେ ବିଶେଷଜ୍ଞ ମାନେ କହିଥିଲେ ଯେ କ-ରୋ-ନାର ଦିତୀୟ ଲହର ସମୟରେ ସ୍ଥିତି ନିୟନ୍ତ୍ରଣରେ ରହିବ । କିନ୍ତୁ ମହାରାଷ୍ଟ୍ର ଓ କେରଳରେ ସଂ-କ୍ର-ମ-ଣ ଅଧିକ ବଢୁଥିବାରୁ ତାହା ଗଭୀର ଚିନ୍ତାର ବିଷୟ ହୋଇ ପଡିଛି । ତେଣୁ କ-ରୋ-ନାର ତୃତୀୟ ଲହର ଆସିବା ପୂର୍ବରୁ ଏବେ ଠାରୁ କଟକଣା କଡା କରିବାକୁ ମୋଦୀ ପରାମର୍ଶ ଦେଇଛନ୍ତି । ଅଧିକ ସଂ-କ୍ର-ମ-ଣ ଏହିବା ଅଞ୍ଚଳରେ ମାଇକ୍ରୋ କଣ୍ଟେନମେଣ୍ଟ କରାଯିବା ସହ ଗାଁ ମାନଙ୍କରେ ଅଧିକ ଗୁରୁତ୍ଵ ଦିଆ ଜୀବକଉ ମୋଦୀ ପରାମର୍ଶ ଦେଇଛନ୍ତି ।

ମୋଦୀଙ୍କ ପରାମର୍ଶ ଦେବା ପରେ ଓଡିଶା ସରକାର ନବୀନ ପଟ୍ଟନାୟକ ଘରୋଇ ହସ୍ପିଟାଲକୁ ୫% ଟୀକା ଦେଇ ୯୫% ଟୀକା ଯୋଗାଣ ସହ ୧୨ରୁ ୧୮ ବର୍ଷ ପିଲାଙ୍କ ଟୀକାକରଣ ଉପରେ ଅଧିକ ଗୁରୁତ୍ଵ ଦେବାକୁ ଦାବି କରିଛନ୍ତି । କ-ରୋ-ନାର ତୃତୀୟ ଲହର ପାଇଁ ବିଶେଷ କରି ପିଲା ମାନଙ୍କ ସ୍ୱାସ୍ଥ୍ୟ ଉପରେ ଅଧିକ ଗୁରୁତ୍ଵ ଦିଆଯିବ । ବର୍ତ୍ତମାନ ରାଜ୍ୟରେ ଜୁଲାଇ ୧୨ ଓ ୧୩ ତାରିଖ ଏହି ଦୁଇ ଦିନକୁ ଛାଡି ଦେଲେ ଦୈନିକ ସଂ-କ୍ର-ମ-ଣ ୨୦୦୦ରୁ ଅଧିକ ରହୁ ଥିବାରୁ ଏହା ଚିନ୍ତାର ବିଷୟ ହୋଇ ପଡିଛି ।

କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ସଂ-କ୍ର-ମ-ଣ ଅଧିକ ଥିବାରୁ ଯେଉଁ ନୂଆ ଗାଇଡ ଲାଇନ ଜାରି କରା ଯାଇଛି ସେଥି ପାଇଁ ହୁଏ ତ ଆହୁରି ଅଧିକ ସଂ-କ୍ର-ମ-ଣ ଅଧିକ ହୋଇପାରେ ବୋଲି ଅନୁମାନ କରା ଯାଉଛି । ସ୍ୱାସ୍ଥ୍ୟ ନିର୍ଦେଶକଙ୍କ କହିବା ଅନୁସାରେ ଯଦି ସରକାର ଓ କମ୍ୟୁନିଟିର ମିଳିତ ଉଦ୍ୟଗରେ କ-ରୋ-ନା ମ-ହା-ମା-ରୀକୁ ରୋକା ଯାଇ ପାରିବ । ଗତ ୫ ଦିନ ହେବ କ-ରୋ-ନା ମୃତ୍ୟୁ ସଂଖ୍ୟା ୬୦ ଉପରକୁ ରହିଛି ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କ-ରୋ-ନାରେ ଆଉ ୬୪ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ଦେଇଛନ୍ତି । ସେଥି ମଧ୍ୟରୁ ଖୋର୍ଦ୍ଧାରେ ୨୨ ଜଣଙ୍କର କ-ରୋ-ନାରେ ଆ-କ୍ରା-ନ୍ତ ହୋଇ ମୃ-ତ୍ୟୁ ହୋଇଛି ବୋଲି ସୂଚନା ମିଳିଛି । ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *