ପ୍ରତ୍ୟକ ଦିନ ଗୋଟେ ପାତ୍ରରେ ଜଳାନ୍ତୁ ଏହି ୧ ଜିନିଷ, ମାତା ଲକ୍ଷ୍ମୀ ଟାଣି ହୋଇ ଆସିବେ ଆପଣଙ୍କ ଘରକୁ

ଆପଣ ମାନଙ୍କ ସମସ୍ତଙ୍କ ଘରେ ପୂଜା ହଉଥିବ ଓ ପୂଜା କରିବା ବେଳେ ଆପଣଙ୍କ ଘରେ ଝୁଣା ଓ ଆରତୀ ଦିଆ ଯାଉଥିବ, ତେବେ ପୂଜା ଓ ଆରତୀ ର ଗୋଟେ ବିଶେଷ ମହତ୍ଵ ହୋଇଥାଏ । ଜୀବନରେ ବହୁତ କିଛି ଏମିତି ଦେଖିବାକୁ ମିଳିଥାଏ ଯାହା ଅର୍ଥ ଆମେ ବହୁତ ଡେରିରେ ବୁଝିଥାଉ ଠିକ ସେମିତି ପୂଜା ଓ ଆରତୀ ଅର୍ଚନା ବିଷୟରେ ଆମେ ଆପଣଙ୍କୁ ଏମିତି କିଛି କହିବାକୁ ଯାଉଛୁ ଯାହା ବହୁତ କମ ଲୋକ ଜାଣିଥିବେ ।

ତେବେ ପୂର୍ବ ସମୟରୁ ଲୋକ ପୂଜା ଆରତୀରେ ମନ ଧ୍ୟାନ ଦେଇଥାନ୍ତି କିନ୍ତୁ ଆଜି ଆମେ ଆପାନଙ୍କୁ ଗୋଟେ ଏମିତି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଜଳାଇବା ପରେ ଆପଣଙ୍କ ଭାଗ୍ୟ ଚମକି ଯିବ ମାତା ଲକ୍ଷ୍ମୀ ନିଜ ଆପଣଙ୍କ ଘରେ ବାସ କରିବେ ।

Image Courtesy: Google

କର୍ପୁର ସମସ୍ତଙ୍କ ଘରେ ବ୍ୟବହାର ହୋଇଥାଏ କିନ୍ତୁ ବହୁତ ଲୋକ ଏହାର ବ୍ୟବହାର ସଠିକ ବିଧି ବିଷୟରେ ଜାଣି ନଥାନ୍ତି ଆଜି ଆମେ ଆପଣଙ୍କୁ କର୍ପୁର ବିଷୟରେ କିଛି ବିଶେଷ କହିବାକୁ ଯାଉଛୁ କାହିଁକିନା ଆପଣ ଧାର୍ମିକ ଭାବରେ କର୍ପୁର ବ୍ୟବହାର ଓ କାର୍ଯ୍ୟ ଜାଣିଛନ୍ତି କିନ୍ତୁ ଏହାର ବୈଜ୍ଞାନିକ ରୂପ ମଧ୍ୟ ଅଛି କର୍ପୁର ବ୍ୟବହାର କରିବା ଦ୍ଵାରା ବାତାବରଣରେ ଥିବା ସୂକ୍ଷ୍ମ ଯିବ ମରିଥାନ୍ତି ଓ ଆପଣଙ୍କୁ ସଫା ବାତାବରଣ ପ୍ରାପ୍ତ ହୋଇଥାଏ ।

Image Courtesy: Google

ତେବେ କର୍ପୁର ଏମିତି ଗୋଟେ ଜିନିଷ ଯାହାକୁ ପୂଜା ବା ଆରତୀ ସମୟରେ ବ୍ୟବହାର କରିବା ବହୁତ ଆବଶ୍ୟକ ଅଟେ ଓ ଯଦି ଆପାନ ରାତିରେ କର୍ପୁର ଧୂଆଁ କରି ସୁଅନ୍ତି ତେବେ ଆପଣଙ୍କୁ ନିଦ ବି ଭଲ ଆସିଥାଏ ଓ ଖରାପ ବା ନକାରାତ୍ମକ ସପନ ମଧ୍ୟ ଆପଣଙ୍କୁ ଆସି ନଥାଏ । କର୍ପୁର ଜଳାଇବା ବେଳେ ଏହି ମନ୍ତ୍ର ଜାପ କରିବା ବହୁତ ଆବଶ୍ୟକ ଅଟେ ।

କର୍ପୁରଗୌରମ କରୁଣାୱ୍ତାରମ, ସଂସାରସାରମ ଭୁଜଗେନ୍ଦ୍ରହାରମ ।

ସଦା ବସନ୍ତମ ହୃଦୟାରବିନ୍ଦ୍ରେ, ଭବମ ଭବାମୀ ସହିତମ ନମାମି ।।

Image Courtesy: Google

କର୍ପୁର ଏମିତି ଗୋଟେ ଜିନିଷ ଯାହାକୁ ବ୍ୟବହାର କରିବା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରନ୍ତି । ଯଦି ଆପଣ ଗୋଟେ ତାଟିଆରେ କର୍ପୁର ଜଳାନ୍ତି ଓ ରୋଷେଇ ଘରେ ରଖି ଦିଅନ୍ତି ତେବେ ଆପଣଙ୍କ ଘର ସବୁ ପିତୃ ଦୋଷ ଦୂର ହୋଇଥାଏ । ଏହା ଛଡା ଯଦି କିଛି କର୍ପୁର ପାଣିରେ ଭେଦେଇ ନିଜ ବାଥରୁମରେ ରଖନ୍ତି ତେବେ ଆପଣଙ୍କ ଘର ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ ଓ ଆପଣଙ୍କୁ ଘର ଦୋଷ ମୁକ୍ତ ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *