ପ୍ରେମିକ ସହିତ ପାର୍କ ଆସିଥିଲେ ସ୍ତ୍ରୀ, ସ୍ଵାମୀ ହାବୁଡରେ ପଡିଗଲେ, ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ ଏହି Video

ପ୍ରେମ୍ମ ଏକ ସୁନ୍ଦର ସମ୍ପର୍କ ଅଟେ । ଏହା ଅପାଇନ କେହି କାହାକାଉ ଦାଇ କରିବା ଭଲ କଥା ନୁହେଁ । ଏହା ଦେଖି ନଥାଏ ବୟଶ ଏହା ଦେଖି ନଥାଏ ସମୟ ଓ ଏହା ଦେଖି ନଥାଏ କିଛି ବାଦ ବିବାଦ । ତେବେ ପ୍ରେମ କାହାକୁ ଭି ହୋଇ ପାରେ କାହା ସହ ମଧ୍ୟ ହୋଇ ପାରେ । ଆମେ ଯଦି ଦେଖିବା ପାଇଁ ଯିବା ଏହା ଏକ ପୁରୁଣା କଥା କି ସ୍ତ୍ରୀ ହେବା ସତ୍ବେ ସ୍ଵାମୀ ଆଉ କାହାକୁ ଭଲ ପାଇ ଥାଏ ଓ ସ୍ଵାମୀ ଥିବା ସତ୍ବେ ସ୍ତ୍ରୀ କାହାକୁ ଭଲ ପାଇ ଥାଏ ।

ମାତ୍ର ଏହା ସେତେ ଦୂର ଯାଏ ଠିକ ନୁହେଁ ଯେଉଁ ଯାଏ ଏହା ଦାଣ୍ଡରେ ପଡି ନ ଯାଇଛି । ଏହାକାଉ ସାଧାରଣ ଭାବେ ଘରେ ଆମେ ସମାଧାନ କରିବା ଭଲ । କାହାକୁ ଆମେ କଷ୍ଟ ଦେବା ଆଗରୁ ଆମେ ଚିନ୍ତା କରିବା କଥା କି ଏହା ଆମକୁ ପୁଣି କେଉଁ ନା କେଉଁ ଜାଗାରେ ମିଳିଯିବ ।

କିନ୍ତୁ ଯଦି ଦେଖିବା ପାଇଁ ଯିବା ତ ଏହାକୁ କେହି ଭି ସାଧାରଣ ଭାବେ ମାନିବା ପାଇଁ ବ୍ବାଧ୍ୟ ନୁହନ୍ତି ଏକା କିନ୍ତୁ ଏକ ସହଜ ଉପାୟ କି ଏହାକୁ ଶାନ୍ତି ରେ ବସିକି ତୁଟାଇ ଦେବା । ଆଜି ଆମେ କହିବା ଏହି ଭଳି ଏକ ଘଟଣା ହୋଇଛି ପଶ୍ଚିମବଙ୍ଗ ରେ ନିଜ ସ୍ଵାମୀ ଓ ପିଲା ଙ୍କୁ ଘରେ ଛାଡି ଦେଇକି ।

ଯୁବତୀ ଆସି ଥିଲେ ପାର୍କ କୁ ଓ ତାଙ୍କୁ ଖୋଜି ଖୋଜି ସ୍ଵାମୀ ମଧ୍ୟ ଚାଲି ଆସି ଥିଲେ । ଏହା ପରେ ସେ ଦେଖିବା ପାଇଁ ପାଇ ଥିଲେ କି ପାର୍କ ରେ ସେ ନିଜ ପ୍ରେମିକ ସହ ବସି ଛନ୍ତି । ତେବେ ଏହା ଅସହ୍ୟ ହୋଇ ଥିଲା ତାଙ୍କ ପାଇଁ ତେଣୁ କରି ସେ ଚିଲାଇକି ରାଗି ଯାଇ ଥିଲେ ।

କିଛି ସମୟ ପରେ ତାଙ୍କୁ ସ୍ତ୍ରୀ ସାନ୍ତ କରାଇକି କହି ଥିଲେ କି ମୁ ତୁମକୁ ଦେଖାଇବା ପାଇଁ ଆସିଛି କି ତୁମକୁ ଯଦି ଏତେ ଖରାପ ଲାଗୁଛି ତେବେ ମୋତେ କିଭଳି ଲାଗୁ ଥିବ କି ତୁମେ ମୋ ପାଇଁ ସମୟ କାଢୁନା । ଏହା ଶୁଣିବା ପରେ ସ୍ଵାମୀ ଙ୍କ ରାଗ ସାନ୍ତ ହୋଇ ଯାଇ ଥିଲା ସେ ଆଉ କିଛି କହି ନଥିଲେ ।

ଉଭୟ ସ୍ଵାମୀ ସ୍ତ୍ରୀ ତା ପରେ ଘରକୁ ଯାଇ ଥିଲେ ଏକା ସହ । ଏହା ଏକ ନୂଆ କଥା ନୁହେଁ ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା ସ୍ଵାମୀ ସ୍ତ୍ରୀ ମଧ୍ୟରେ ଏହି ଭଳି ଧାରଣା ରହିବା ନିହାତି ଭାବେ ଦରକାର କି ଦୁହେଁ ପରସ୍ପର ସହ ଖୁଶିରେରହି ପାରିବେ ଓ ପରସ୍ପର କୁ ଖୁଶି ଦେବା ପାଇଁ ଚେଷ୍ଟା କରିବା କଥା । ମାତ୍ର ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଏହା ଖୁବ କଷ୍ଟ କର କଥା ଅଟେ କି ଆଉ କାହା ସହ ଆମେ ତାଙ୍କୁ ଦେଖିବା ।

Leave a Reply

Your email address will not be published. Required fields are marked *