Puri ଶ୍ରୀ ମନ୍ଦିର ସାମ୍ନାରେ ନାଚି ପ୍ରଭୁ ଜଗନ୍ନାଥଙ୍କୁ ମେହବୁବା କହିଲେ ଯୁବତୀ, ତା’ପରେ ଯାହା ହେଲା… ଦେଖନ୍ତୁ ଏହି Video

ଆପଣ ଜାଣି ଛନ୍ତି କି ଆମେ ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ସଂସ୍କୃତି ଆମ ପାଇଁ କେତେ ମହତ୍ଵ ପୂର୍ଣ୍ଣ ଅଟେ । ମାତ୍ର ଏହାକୁ କିଛି ଲୋକମାନେ ମାନିବା ପାଇଁ ରାଜି ହେଉ ନାହାନ୍ତି ଏହା କିନ୍ତୁ ସତ୍ୟ ଅଟେ । କଲି ଯୁଗରେ ଭଗବାନ ଜଗନ୍ନାଥ ଙ୍କ ଅବତାର ରେ ଆସି ଛନ୍ତି । ଏହା ସହ ସେ ଏବେ କଳିଯୁଗ ରେ ଜଗନ୍ନାଥ ଙ୍କ ଦ୍ଵାରା ସବୁ ପାପୀ ମାନେ ସଂହାର ହେବେ । ଆଜି ଆମେ ଖିବା କି ଯେଉଁ ମାନେ ଏହାକୁ ନେଇକି ଥଟା କରୁ ଛନ୍ତି ।

ତାହା ତାଙ୍କ ପାଇଁ ଏବେ ଖୁବ ଚିନ୍ତରା କଥା ହୋଇ ପାରେ କାରଣ ଓଡିଶାରେ ଥିବା ଲୋକମାନେ ଜଗନ୍ନାଥ ଙ୍କ ନାମରେ କିଛି ଭି ଶୁଣିବା ପାଇଁ ଭଲ ପାଇ ନଥାନ୍ତି । ଏହି ସମୟ ଏବେ ତ ପାଶ୍ଚାତ୍ୟ ଜୀବନ କୁ ଆଦରେଇ ନେବା ଭଳି ସମୟ ।

ଏହି ସମୟରେ ଆମେ ଯଦି ଦେଖିବା ତ ଅନେଙ୍କ ଜିନିଷ ବଦଳି ଯାଇଛି ମାତ୍ର ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଏହା ଆମ ଜୀବନକୁ ପ୍ରଭାବିତ କରି ପାରିଣୀ କେବେଭି । ଆମେ ଯଦି ଏହାକାଉ ନେଇକି ଥଟା ଉଡାଇବା ଭଳି କାମ କରିବା ସମାଜ ଆମକୁ ଲୋକ ହସା କରାଇବା ସାଧାରଣ କଥା ଅଟେ ।

ଏକ ଯୁବତୀ ଏହି ଭଳି ଏକ କାମ କରି ଛନତିଇ ସେ ଏକ ଗୀତାରେ ଭିଡିଓ କରି ଛନ୍ତି ଯାହା କି ଜଗନ୍ନାଥ ଙ୍କୁ ଇଙ୍ଗିତ କରୁଛି ମାତ୍ର ଏହି ଗୀତା ଏକ ଆଧୁନିକ ଗୀତ ଅଟେ । ଏହା ସହ ଏହା ଛୋଟ ଡ୍ରେସ ର ସହ ହୋଇଛି । ଯୁବତୀ ଙ୍କୁ ଦେଖିଲେ ତାଙ୍କ ହାବ ଭାବରେ ଭଗବାନ ଙ୍କ ପ୍ରତି ସମ୍ମାନ କିମ୍ବା ଭଲ ପାଇବା କିମ୍ବା ଭକ୍ତି ଦେଖା ଯାଉନି ।

ମାତ୍ର ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଜାଣି ପାରିବା କି ଯୁବତୀ ଙ୍କ ଏହି କାମ ପାଇଁ ତାଙ୍କୁ ଅଭୁତ ଜାଗାରେ ତତାର ସାମନା କରିବା ପାଇଁ ପଡିଛି ଏହା ସହ ବଜାରଙ୍ଗୀ ଦଳ ଏହାର କଡା କଡି ଭାବେ ବିରୋଧ କରିଛି ।

କିନ୍ତୁ କିଛି ଜଣ କହିଛନ୍ତି କି ଏହାର ଭୁଲ ମାନେ କାଢିବା ଅନୁଚିତ । ଏହା ଭି ଆମେ ଖି ପାରିବା କି ଆମ ସଂସ୍କୃତି ବହୁତ ମହାନ ଓ ଆମ ଜଗନ୍ନାଥ ଧାମ ପ୍ରେମ ର ଧାମ । କିଛି ଦିନ ଏହି ଭଳି ଏକ ଘଟଣା ହୋଇ ଥିଲା ଏକ ସ୍ଵାମୀ ସ୍ତ୍ରୀ ଯିଏ କି ନବ ବିବାହିତ ଥିଲେ ସେମାନେ ମଧ୍ୟ ଏହି ଭଳି କିଛି ଫୋଟୋ ଓ ଭିଡିଓ ଭାଇରାଲ କରି ଥିଲେ । ଏହା ପାଇଁ ମଧ୍ୟ ତାଙ୍କଉ କ୍କିହହୀ ଲୋକ ଥଟା କରି ଥିଲେ ଓ ଆଉ କିଛି ଲୋକ ମାନେ ଜଗନ୍ନାଥ ମା ଲକ୍ଷ୍ମୀ ଓ ରାଧା କୃଷ୍ଣ ଙ୍କ ପ୍ରେମ କାହାଣୀ କଥା ସହ ସମ୍ବୋଧନ କରିଥିଲେ ।

Leave a Reply

Your email address will not be published. Required fields are marked *