ସୁନ୍ଦରତାରେ Priyankaଙ୍କ ଠାରୁ ବି ଅଧିକ ସୁନ୍ଦର ଅଟନ୍ତି ତାଙ୍କର ବଡ ଯା’, ବୟସରେ ଅଟନ୍ତି 14 ବର୍ଷ ସାନ

ଆପଣ ମାନେ ନିକ ଓ ପ୍ରିୟାଙ୍କା ଙ୍କ ବିବାହ ବିଷୟରେ ତ ଜାଣି ଥିବେ । ଦୁହେଁ ବିବାହ କରିଛନ୍ତି ଉଭୟ ଧର୍ମ ଅନୁସାରେ । ଦୁଇଜଣ ଙ୍କ ମଧ୍ୟରେ ବୟଶର ତାରତମ୍ୟ ଥିଲେ ମଧ୍ୟ ଦୁଇଜଣ ପରସ୍ପର କୁ ବିବାହ କରିବା ପାଇଁ ଉପଯୁକ୍ତ ବୋଲି ପ୍ରମାଣିତ କରି ଦେଇଛନ୍ତି ।

ଦୁଇ ଜଣ ଏବେ ବିବାହ ପରେ ନିକ ଙ୍କ ଘରେ ଅଛନ୍ତି ପ୍ରିୟାଙ୍କା ଏବେ ସବୁ ଦିନ ପାଇଁ ଶେଠୀ ରହୁଥିଲେ ଭି ଆଜି ଭି ତାଙ୍କ ନାମ ବଡ ବଡ ଷ୍ଟାର ମାନଙ୍କ ମଧ୍ୟରେ ଆସିଥାଏ । ସେହି ଭଳି ନିକ ମଧ୍ୟ କିଛି ପଛରେ ନାହାଁନ୍ତି ନିଜ ପତ୍ନୀ ଙ୍କ ଠାରୁ ସେ ମଧ୍ୟ ଏକ ଗାୟକ ହିସାବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କ ଆବାଜ ରେ ଲକ୍ଷ ଲକ୍ଷ ସ୍ରୋତା ମୋହିତ ହୋଇ ଯାନ୍ତି ।

ନିକ ତାଙ୍କ ଭାଇଙ୍କ ସହ ମିଶି ଏକ ବ୍ୟାଣ୍ଡ ତିଆରି କରିଥିଲେ । ଯାହା ପରେ ସେ ଏକ ସୁନ୍ଦର ଟିମ ଗଢିଥିଲେ । କିଛି ଦିନ ପରେ ନିକ ଙ୍କ ଭାଇଆ ଓ ତାଙ୍କ ଟିମ ଦୁଇ ପାର୍ଟ ହୋଇ ଯାଇଥିଲା । ତେବେ ପ୍ରିୟାଙ୍କା ଥିଲେ ଜଣେ ଭାରତୀୟ ସେ ଏକ ଭଲ ଅଭିନେତ୍ରୀ ସହ ଏକ ଭଲ ମଣିଷ ମଧ୍ୟ ଥିଲେ ସେ ମିସ ୱାର୍ଲ୍ଡ ମଧ୍ୟ ହୋଇଥିଲେ ।

ସେ ଏହି ଟାଇଟେଲ ୨୦୦୦ ମସିହାରେ ଜିତିଥିଲେ ଏହା ପରେ ସେ ଚଳଚିତ୍ର ଜଗତରେ ପାଦ ଦେଇଥିଲେ । ସେ ଏକ ଅଭିନେତ୍ରୀ ଓ ଏକ ମଡେଲ, ମଧ୍ୟ ଅଟନ୍ତି । ତାଙ୍କ ବିବାହ ରେ ଅନେକ ଲୋକ ଆସିଥିଲେ ଅନେକ ସେଲିବ୍ରେଟି ମଧ୍ୟ ଆସିଥିଲେ । ଏହି ବିବାହ ରେ ଉଭୟ ପରିବାର ଖୁବ ଖୁଶି ଥିଲେ । ଏହି ବିବାହ ପରେ ନିକ ଙ୍କ ଭାଗ୍ୟ ଆହୁରି ଚମକି ଥିଲା ।

ଏହି ବିବାହ ରେ ଆସିଥିବା ଅତିଥି ମାନଙ୍କୁ ଯଦି ଆପଣ ଦେଖିବେ ତ ଜାଣି ପାରିବେ କି ଏମାନଙ୍କ ମଧ୍ୟରୁ କିଛି ସେଲିବ୍ରେଟି ଥିଲେ ଜେଭଳି କି ପ୍ରିୟାଙ୍କା ଙ୍କ ବଡ ଜା ସେ ଏକ ହଲିଉଡ ସେଲିବ୍ରେଟି ତାଙ୍କ ନାମ ହେଉଛି ସୋଫି ଟେଣ୍ଡେନ । ସୋଫି ଟେଣ୍ଡେନ ମାତ୍ର ୨୨ ବର୍ଷ ର ଅଟନ୍ତି ।

ସେ ଏକ ସିରିଜ ରେ କାମ କରିଥିଲେ ଯାହା ଲୋକଙ୍କୁ ଖୁବ ପସନ୍ଦ ଆସିଥିଲା ସେ “ଗେମ ଅଫ ଥ୍ରୋ” ରେ ଲାମ କରିଥିଲେ । ସେ ମାତ୍ର ୨୦ ବର୍ଷ ରେ ନିକ ଙ୍କ ବଡ ଭାଇଙ୍କୁ ବିବାହ କରିଥିଲେ । ଦେଖିବା ପାଇଁ ଗଲେ ସେ ପ୍ରିୟାଙ୍କା ଙ୍କ ଠାରୁ ମଧ୍ୟ ଖୁବ ସୁନ୍ଦର ଅଟନ୍ତି । ତେବେ ପ୍ରିୟାଙ୍କା ଙ୍କ ବିବାହ ରେ ସେ ଖୁବ ଖୁସି ହୋଇ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *