ପ୍ରିୟଙ୍କା ଚୋପଡାଙ୍କ ବଡ ଯା’ କଲେ ବଡ ଖୁଲାସା, ବିବାହରେ ହୋଇଥିଲା ଆମ ସହିତ …

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପଡା ସବୁବେଳେ ନିଜର ଫଟୋକୁ ନେଇ ଚର୍ଚାରେ ରହିଥାନ୍ତି ,ସେ ସବୁବେଳେ ନିଜ ସ୍ଵାମି ନିକ ଜୋନାସ ଙ୍କ ସହିତ ଶାଶୁଘରର ସବୁ ଲୋକମାନଙ୍କର ଫଟୋ ଶେୟାର କରନ୍ତି । ସବୁ ଖାସ ଫଙ୍କଶନରେ ତାଙ୍କ ଶାଶୁଘର ଫଟୋ ଦେଖିବାକୁ ମିଳିଥାଏ ।

କାରଣ ଯେଉଁ ଭଳି ପ୍ରିୟଙ୍କା ନିଜ ଫିଲ୍ମରେ ନିଜର ଖାସ ଅନ୍ଦାଜରେ ଭାରତର ସବୁ ଲୋକଙ୍କର ହୃଦୟ ଜିତିଛନ୍ତି ସେହି ପ୍ରକାରରେ ସେ ନିଜ ଶାଶୁଘର ଲୋକଙ୍କର ବି ସବୁଠାରୁ ଭଲ ବୋହୁ ହୋଇ ସାରିଛନ୍ତି । ବର୍ତ୍ତମାନ ସେ ତାଙ୍କ ଶାଶୁ ଆରେ ବହୁତ ଖୁସିରେ ନିଜ ପରିବାର ଲୋକଙ୍କ ସହ ରହୁଛନ୍ତି ।

Image Courtesy: Google

ପ୍ରିୟଙ୍କା ଙ୍କ ବଡ ଯା’ ସୋଫି ଟର୍ନର ଏକ ଇଣ୍ଟରଭିଉ ସମୟରେ ପ୍ରିୟଙ୍କା ଚୋପଡାଙ୍କ ବିଷୟରେ ଖୁଲାସା କରିଛନ୍ତି ,ଯେଉଁଥିରେ ସେ କହିଛନ୍ତି କି ପ୍ରିୟଙ୍କା ଚୋପଡା ଭାରତରେ ନୁହେଁ ,ବରଂ ହଲିଉଡରେ ବି ନିଜର ଜବରଦସ୍ତ ନାମ କରିଛନ୍ତି । ଯେତବେଳେ ଆମେ ନିକ ଏବଂ ପ୍ରିୟଙ୍କା ଙ୍କର ବିବାହ ପାଇଁ ଭାରତକୁ ଯାଇଥିଲୁ ସେତବେଳେ ଆମ ସହିତ ସାହି ଲୋକଙ୍କ ପରି ବ୍ୟବହାର କରାଯାଇ ଥିଲା । ନିଜର ଇଣ୍ଟରଭିଉରେ ସୋଫି ପ୍ରିୟଙ୍କା ଙ୍କର ବହୁତ ତାରିଫ କରିଥିଲେ ।

Image Courtesy: Google

ସୋଫି ନିଜର ପରିବାର ବିଷୟରେ କଥା ହେଉଥିବା ସମୟରେ କହିଲେ ତାଙ୍କ ଘର ଲୋକ ଭଲ ମଣିଷ ଅଟନ୍ତି । ଏମିତି ଅନୁଭବ କରିବାକୁ ଦିଅନ୍ତି ନାହିଁ କି ମୋର ଏବଂ ପ୍ରିୟଙ୍କା ଙ୍କ ଭିତରେ କିଛି ଅନ୍ତର ଅଛି ବୋଲି । କେବିନ ଜୋନାସ ଏବଂ ଡେନିୟଲ ଜୋନାସା ନ୍ୟୁଜର୍ସ୍ସି ରେ ରୁହନ୍ତି କିନ୍ତୁ ଆମେ ତାଙ୍କ ସହିତ ସବୁବେଳେ ଦେଖା କରିଥାଉ । ଖବର ଅଛି କି ସୋଫି ଟର୍ନର ଏବଂ ସିଙ୍ଗର ଜୋ ଜୋନାସଙ୍କ ଘରେ ଜଲ୍ଦି ନୂଆ ଅତିଥି ଆସିବେ । ପ୍ରିୟଙ୍କା ଚୋପଡାଙ୍କ କଥା କହିବା ତାହେଲେ ଅଭିନେତ୍ରୀ ଶେଷ ଥର ‘ଦ ସ୍କାଇ ଇଜ ପିଂକ’ ରେ ନଜର ଆସିଥିଲେ ।

Image Courtesy: Google

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *