ଦୁଇ ଦୁଇଟା ପୁଅ ଥାଇବି ଆଜି ବାପାର ଅବସ୍ତା ଏମିତି… ଧିକ ଏଭଳି ପୁଅଙ୍କୁ, ବୃଦ୍ଧ ବ୍ୟକ୍ତି ଜଣଙ୍କ କାନ୍ଦି କାନ୍ଦି ଯାହା କହୁଛନ୍ତି ଶୁଣିଲେ ଆପଣ ବି କାନ୍ଦି ପକାଇବେ- ଦେଖନ୍ତୁ Video

ପିତା ସ୍ଵ-ର୍ଗ, ପିତା ପ-ର-ମେ-ଶ୍ଵ-ର, ପିତା ହିଁ ପରମ ଧ-ର୍ମ, ପିତାରେ ହିଁ ପରମ ସୁଖ ରହିଛି ବୋଲି ମା-ନ୍ୟ-ତା ରହିଛି । ନିଜ ଭୋକ ମା-ରି ପିଲାଙ୍କ ପେ-ଟ ଭରିଥିବା ମଣିଷ ହେଉଛନ୍ତି ବାପା । ପିଲାଙ୍କ ଦେ-ହ ଖ-ରା-ପ ହେଲେ ରାତିରାତି ଉ-ଜା-ଗ-ର ରହି ସେମାନଙ୍କର ଧ୍ୟାନ ରଖୁଥିବା ମଣିଷ ହେଉଛନ୍ତି ବାପା । ପିଲାଙ୍କର ଅ-ଳି ଅ-ଝ-ଟ ସହି ସେମାନଙ୍କୁ ସ୍ନେହ ଦେଇଥାନ୍ତି ବାପା । କିନ୍ତୁ ଆଜିର ଆମର ବିଷୟ ବସ୍ତୁ ଏହାର ବି-ପ-ରୀ-ତ ରହିଛି । ଯେଉଁଠାରେ ଏ ବାପାଟି ଦୁଇ ଦୁଇଟି ପୁଅ ଜନ୍ମ କରି କଣ ଭୁ-ଲ କରିଛନ୍ତି ତାହା ଏବେ ପ୍ରଶ୍ନ ଉଠୁଛି ।

ମୁ-ଣ୍ଡ-ଝା-ଳ- ତୁ-ଣ୍ଡ-ରେ ମା-ରି ଦୁଇଟି ପୁଅକୁ ମଣିଷ କରିଦେଲେ । ଆଜି ପରିଣତ ବୟସରେ ସ୍କୁଲ ବା-ର-ଣ୍ଡା-ରେ ବାପା ଜଣକ ଦିନ କା-ଟୁ-ଛ-ନ୍ତି । ଭୋକ କରିଲେ ବିସ୍କୁଟ ଖାଇ ଭୋକ ମେ-ଣ୍ଟା-ଉ-ଛ-ନ୍ତି । ଯାହା ସମ୍ପତି ବା-ଡି ଥିଲା ଦୁଇ ପୁଅଙ୍କ ନାଁ ରେ କରି ଦେଇଛନ୍ତି ବାପା । କିନ୍ତୁ ଭାଗ୍ୟର ବି-ଡ-ମ୍ବ-ନା ଯେ ପୁଅମାନେ ଆଜି ବାପାଙ୍କୁ ନ ପଚାରି ସମ୍ପତି ପଛରେ ଧାଇଁଛନ୍ତି । ନିଜର ସ୍ଵା-ର୍ଥ ପୂରଣ ହେବା ପରେ ରା-ସ୍ତା-କ-ଡ କୁ ଠେ-ଲି ଦେଇଛନ୍ତି ବୃଦ୍ଧ ବାପାଙ୍କୁ ଦୁଇ ପୁଅ ।

ଏଭଳି ହୃଦୟ ବି-ଦା-ର-କ ଦୃଶ୍ୟ ଦେଖିବାକୁ ମିଳିଛି ଜାଜପୁର ଜିଲ୍ଲା ପାଣିକୋଇଲି ପଞ୍ଚାୟତର ବଣିଆ ଗଡିଆ ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ବିଶ୍ଵାଳଙ୍କର ଏହିଭଳି ଦୁ-ଖ ଦା-ୟ-କ ଜୀବନ କାହାଣୀ । ସୂଚନା ଅନୁସାରେ ସ୍ତ୍ରୀ ଙ୍କ ମୃ-ତ୍ୟୁ ପରେ ଦୁଇ ପୁଅ ବାପା ପୂର୍ଣ୍ଣଚନ୍ଦ୍ରଙ୍କ ଉପରେ ଆରମ୍ଭ କରି ଦେଇଥିଲେ ଅ-ତ୍ୟା-ଚା-ର । ଅସହ୍ୟ ଅ-ତ୍ୟା-ଚା-ର ସହି ନ ପାରି ପୂର୍ଣ୍ଣଚନ୍ଦ୍ର ସ୍କୁଲ ପିଣ୍ଢାରେ ଗତ ୬ ମାସ ହେବ ରହୁଛନ୍ତି । ପୁଅ ମାନେ ଖାଇବା ବ-ନ୍ଦ କରି ଦେଇ ବାପାକୁ ଧ-କ୍କା ମା-ରି ଘରୁ ବାହାର କରି ଦେଇଛନ୍ତି ।

କେତେବେଳେ ଖାଇବା ମିଳୁଛି ତ ଖାଉଛନ୍ତି ନ ହେଲେ କର୍ମକୁ ଆଦରି ପଡି ରହୁଛନ୍ତି ପୂର୍ଣ୍ଣଚନ୍ଦ୍ର ବିଶ୍ଵାଳ । ସ୍ଥାନୀୟ ଲୋକ ମାନେ ପୂର୍ଣ୍ଣଚନ୍ଦ୍ର ଙ୍କୁ ଦେଖିଲେ ଖାଇବାକୁ ଦେଉଛନ୍ତି । ଏହାଭଳି କରୁଣା ଦୃଶ୍ୟ ଦେଖି ଗାଁ ଲୋକ ମାନେ ମ-ତ ଦେଇଛନ୍ତି ଯେଉଁ ପୁଅକୁ ମା-ନ-ସି-କ କରି ବାପା ମା ଜନ୍ମ କରିଛନ୍ତି ସେମାନେ ବୃଦ୍ଧ ଅବସ୍ଥାରେ ତାଙ୍କ ସହ ଏପରି କଠୋର ବ୍ୟବହାର କରୁଛନ୍ତି ସେଭଳି ପୁଅ ଜନ୍ମ ହୋଇ ଲାଭ କଣ ? ଏଭଳି ପୁଅ ଜୀବନ ଧିକ ବୋଲି ସ୍ଥାନୀୟ ଲୋକ ମାନେ କହିଛନ୍ତି ।

ଏଭଳି ଦୁଇ ପୁଅଙ୍କ ବି-ରୁ-ଦ୍ଧ-ରେ କଠୋର କାର୍ଯ୍ୟ ଅନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି ଗାଁ ଲୋକେ । ବୃଦ୍ଧ ପୂର୍ଣ୍ଣଚନ୍ଦ୍ର ଙ୍କ ଆଖିରେ ଲୁହ ସୁଖୁ ନାହି ଏଭଳି ଅ-କ-ଥ-ନୀ-ୟ ଅ-ତ୍ୟା-ଚା-ର ସାହି ସାହି । ତେବେ ଏଭଳି ପୁଅକୁ ଜନ୍ମ କରି ଆଜି ଅ-ନୁ-ତା-ପ କରୁଛନ୍ତି ପୂର୍ଣ୍ଣଚନ୍ଦ୍ର ବିଶ୍ଵାଳ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ବା-ବ-ଦ-ରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମର ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *