ପୂଜା ଘରେ ରଖନ୍ତୁ ନାହିଁ ଭଗବାନଙ୍କର ଏହି 7 ଟି ମୂର୍ତ୍ତି, ନହେଲେ ହୋଇପାରେ ବହୁତ ବଡ କ୍ଷତି

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଘରର ଯେଉଁ ପୂଜାସ୍ଥଳ ହୋଇଥାଏ । ଯଦି ଆପଣ ଏହି 7 ଟି ମୂର୍ତ୍ତି ରଖୁଛନ୍ତି ଆଜି ହିଁତାକୁ ହଟାଇ କୌଣସି ମନ୍ଦିରରେ ରଖନ୍ତୁ । ଅନ୍ୟଥା ଆପଣଙ୍କରେ କ୍ଷତି ହୋଇପାରେ । ଆଜି ଆମେ ଆପଣଙ୍କୁ ଏହି 7 ଟି ମୂର୍ତ୍ତି ବିଷୟରେ କହିବାକୁ ଯାଉଛୁ । ଘର ଯେଉଁ ପୂଜା ସ୍ଥଳ ହୋଇଥାଏ ଏହା ବାସ୍ତୁ ଶାସ୍ତ୍ର ଅନୁସାରେ ପୂର୍ବ ଦିଗ ଓ ଉତ୍ତର ଦିଗର ଯେଉଁ କୋଣ ହୋଇଥାଏ, ଯାହାକୁ ଇଶାନ କୋଣ ମାନାଯାଏ  ସେହି ଇଶାନ କୋଣକୁ ସର୍ବସ୍ଥଳପୂଜା ସ୍ଥାନ ମଣାଯାଇଛି । ଐଶାନ୍ୟ କୋଣରେ ପୂଜାସ୍ଥଳ ଏମିତି ରହୁ ଯିଏ ପୂଜା କରିବା ବାଲା ଭକ୍ତ ତାଙ୍କର ମୁହଁ ପୂର୍ବ ଦିଗ ଆଡକୁ ନହେଲେ ଉତ୍ତର ଦିଗକୁ ।

ପୂର୍ବ ଦିଗ ଆଡକୁ ଯେତେବେଳେ ଭକ୍ତର ମୁହଁ ରହିବ ତ ଭଗବାନଙ୍କ ମୁହଁ ପଶ୍ଚିମ ଦିଗ ଆଡକୁ ରହିବ ଓ  ଯେବେ ଭକ୍ତର ମୁହଁ ଉତ୍ତର ଦିଗକୁ ରହିବ ତ ଭଗବାନଙ୍କ ମୁହଁ ଦକ୍ଷିଣ ଦିଗ ଆଡକୁ ରହିବ । ଆପଣ ଭାବୁଥିବେ ଭଗବାନଙ୍କ ମୁହଁ ଦକ୍ଷିଣ ଦିଗକୁ କଣ ପାଇଁ ଓ କେମିତି ।

Image Courtesy: Google

ଭଗବାନ ସର୍ବ ଅନ୍ତର୍ଯ୍ୟାମି ଅଟନ୍ତି ଭଗବାନଙ୍କୁ କୌଣସି ଦିଗରୁ କିଛି ଅସୁବିଧା ନଥାଏ । କିନ୍ତୁ ଅସୁବିଧା ହୋଇଥାଏ ଭକ୍ତକୁ ଓ ମନୁଷ୍ୟକୁ । ଭଗବାନ ତ ଦସ ଦିଗର ସ୍ଵାମୀ ଅଟନ୍ତି ।   ଆପଣ ପୂଜା ସ୍ଥଳ ସର୍ବତମ ସ୍ଥଳରେ ନିର୍ମିତ କରନ୍ତୁ । ଏହି ମୂର୍ତ୍ତି ମାନଙ୍କୁ ଆପଣଙ୍କୁ ରଖିବା ଉଚିତ ନୁହେଁ । ପୂଜାଘର ସକାରାତ୍ମକ  ଊର୍ଜାର କେନ୍ଦ୍ର ଅଟେ ।

ନଟରାଜ ଶଙ୍କର :-

Image Courtesy: Google

ନଟରାଜ ର ଅର୍ଥ ହେଲା ତାଣ୍ଡବ ନୃତ୍ୟ କରିବା, ଯେତେବେଳେ ଭଗବାନ ଶଙ୍କର କରିଥିଲେ ସେତେବେଳେ ତାଙ୍କ ସ୍ୱରୂପ ନଟରାଜ ହୋଇଯାଇଥିଲା । ଯଦି ଆପଣଙ୍କ ଘରେ ନଟରାଜ ମୂର୍ତ୍ତି ପୂଜା ସ୍ଥଳରେ ଥାଏ, ଆପଣଙ୍କ ଘରେବି ତାଣ୍ଡବ ହୋଇପାରେ । ଆପଣଙ୍କ ଘରେ ଝଗଡା ହୋଇପାରେ । ପରିବାରରେ ମାନମାଳିନ୍ୟ ହୋଇପାରେ ଓ ଆସନ୍ତି ହୋଇଥାଏ ।

ମାତା ମହାକାଳୀ :-

ମାତା କାଳୀଙ୍କ ଯେଉଁ ସ୍ୱରୂପ ଅଟେ ଦେବୀଙ୍କ ଧ୍ଵଅଂଶାତ୍ମକ ସ୍ୱରୂପ ଅଟେ । ରାକ୍ଷସକୁ ସେ ସଂହାର କରିଥିଲେ, ସଂହାର କରିବା ପାଇଁ ହିଁ ମା ଦୂର୍ଗା କାଳୀଙ୍କ ରୂପ ଧାରଣ କରିଥିଲେ । କ୍ରୋଧିତ ଦେବୀଙ୍କ ମୂର୍ତ୍ତି ପୂଜା ସ୍ଥଳରେ ରହିବା ଠିକ ନୁହେଁ । ଯଦି ଏହି ମୂର୍ତ୍ତି ରଖିବେ ଘରେ କ୍ରୋଧ ବଢିବ ।

Image Courtesy: Google

ଶନିଦେବ :-

ଶନିଦେବଙ୍କୁ ବ୍ରମ୍ହାଣ୍ଡର ନ୍ୟାୟାଧୀସ  ମନାଯାଏ । ଶନିଦେବଙ୍କୁ ନିଜ ପତ୍ନୀ ଦ୍ଵାରା ଅଭିଶାପ ମିଳିଛି କି ଯାହା ଉପରେ ଆପଣଙ୍କର ଦ୍ରୁଷ୍ଟି ପଡିବ ତାର ବିନାଶ ହୋଇବ । ଯଦି ଶନିଦେବଙ୍କ ମୂର୍ତ୍ତି ଆପଣ ପୂଜା ସ୍ଥଳରେ ରଖୁଛନ୍ତି ତାଙ୍କ ଦ୍ରୁଷ୍ଟି ଆପଣଙ୍କ ଘର ପରିବାର ଉପରେ ପଡିବ । ଶେଥିରେ ପରିବାରର ହାନି ହୋଇପାରେ । ସେଥିଲାଗି ଯଦି ଶନିଦେବଙ୍କ ମୂର୍ତ୍ତି ଅଛି ତାହେଲେ ତାକୁ ସନି ମନ୍ଦିରରେ ରଖି ଆସନ୍ତୁ ।

ଭୈରବ ନାଥ :-

ସେ ଭୋଳା ନାଥଙ୍କ ଅବତାର ଅଟନ୍ତି, ଭୈରବଙ୍କୁ ତନ୍ତ୍ର ସମ୍ରାଟ କୁହାଯାଏ । ଯେତେବି ତନ୍ତ୍ର ମନ୍ତ୍ର ହୁଏ ସେ ସବୁର ସ୍ଵାମୀ ଅଟନ୍ତି । ଭୈରବ ଙ୍କ ପୂଜା ଓ ସାଧନା କରିବା କିଛି ସାଧାରଣ କଥା ନୁହେଁ । ତାନ୍ତ୍ରିକ ଲୋକ ହିଁ ତାଙ୍କର ବିଧି ବିଧାନରେ ପୂଜା କରି ପାରିବେ । ଯଦି ଆପଣଙ୍କ ଘରେ ଏହି ମୂର୍ତ୍ତି ଅଛି ସନମାନର ସହିତ ମନ୍ଦିରରେ ରଖି ଆସନ୍ତୁ ।

Image Courtesy: Google

ଠିଆ ହୋଇରହିଥିବା ମହାଲକ୍ଷ୍ମୀ :-

ସବୁ ଲୋକ ଚାହାନ୍ତି କି ତାଙ୍କ ଘରେ ମହା ଲକ୍ଷ୍ମୀଙ୍କ ବାସ ହେଉ । ଲକ୍ଷ୍ମୀ ସବୁବେଳେ ତାଙ୍କ ଘରେ ନିବାସ କରନ୍ତୁ । ଯଦି ଆପଣ ଠିଆ ହୋଇଥିବା ଲକ୍ଷ୍ମୀଙ୍କ ଫୋଟୋ କି ମୂର୍ତ୍ତି ରଖିବେ ତ ଆପଣଙ୍କ ଘରେ ସେ ସ୍ଥାଇ ନିବାସ କରିବେ ନାହିଁ । ଠିଆ ହୋଇରହିଥିବା ଲକ୍ଷ୍ମୀ କେବେବି ଯାଇପାରନ୍ତି କିନ୍ତୁ ବସି ରହିଥିବା ଲକ୍ଷ୍ମୀ ସବୁବେଳେ ସ୍ଥିର ରହିଥାନ୍ତି ।

ରାହୁ :-

ରାହୁ ନାମକ ଗୋଟେ ଦୈତ୍ୟ ଥିଲା, ସମୁଦ୍ର ମନ୍ଥନ ସମୟରେ ଶ୍ରୀହରି ତାଙ୍କ ସୁଦର୍ଶନ ଚକ୍ରରେ ରାହୁକୁ ଦୁଇ ଟୁକୁଡା କରିଦେଇଥିଲେ । ଗୋଟେର ନାଁ ରୁ ଓ ଅନ୍ୟଟିର ନାଁ ଥିଲା କେତୁ , ରାହୁ ଅମୃତର ପାନ କରିଥିଲା ସେଥିପାଇଁ ସେ ନବ ଘହରେ ସ୍ଥାନ ପାଇ ଅମର ହୋଇଯାଇଥିଲା । କିନ୍ତୁ ରହୁ ଓ କେତୁ ଦୁଇଜଣଙ୍କୁ ବିଧ୍ଵଂସକ ମାନନ୍ତି ଯଦି ନବ ଗ୍ରହର ଜନ୍ତ୍ର ଅଛି ଚାଲିବ କିନ୍ତୁ ଖାଲି ରହୁ କେତୁକୁ ଘରେ ରଖିବା ଅନୁଚିତ ।

Leave a Reply

Your email address will not be published. Required fields are marked *