ପୁଜାରେ ଲାଗିଥିବା ନଡିଆ ଖରାପ ବାହାରିଲେ କଣ ସଂକେତ ଦେଇଥାଏ ? Ajira Anuchinta

ବନ୍ଧୁଗଣ ପ୍ରତେକ ମଣିଷ ସହ କେବେ ନା କିଛି ଏମିତି ନିଶ୍ଚୟ ହୋଇଥାଏ ଯେବେ ଠାକୁର ପୂଜା ରେ ଲଗା ଯାଇଥିବା ନଡିଆ ଖରାପ ବାହାରି ଥାଏ । ଏମିତିରେ ମନରେ ଚିନ୍ତା ଆସିଥାଏ କି ଖରାପ ନଡିଆ କାରଣରୁ ଭଗବାନ ଆମ ପୂଜାରେ ସନ୍ତୁଷ୍ଟ ହେବ ନାହି କିମ୍ବା ଏହାର ଶୁଭ ଫଳ ପରିବାର କୁ ଭୋଗିବାକୁ ପଡିପାରେ । କିନ୍ତୁ ସତ କଥା ହେଲା ପୂଜା ନଡିଆ ଖରାପ ବାହାରିଲେ ଏହା ଅଶୁଭ ନୁହେଁ । ଏହା ପଛରେ କିଛି ଅଲଗା କାରଣ ରହିଛି ଯାହା ବିଷୟରେ ଆଜି ଆମେ ଆନଙ୍କୁ କହିବାକୁ ଯାଉଛୁ ।

ଶାସ୍ତ୍ର ଅନୁଯାୟୀ ନଡିଆକୁ ଧନର ଦେବୀ ମା ଲକ୍ଷ୍ମୀ ଙ୍କ ପ୍ରତୀକ ବୋଲି କୁହା ଯାଇଥାଏ । ମା ଲକ୍ଷ୍ମୀ ଙ୍କ ପୂଜାରେ ନଡିଆ ଥିବା ବହୁତ ଜରୁରୀ ମନ ଯାଇଛି । ଶାସ୍ତ୍ର ରେ କୁହା ଯାଇଛି କି କେଉଁ ବି ନଡିଆ ବା ଶ୍ରୀଫଳ ରେ ରଖିବା ନିହାତି ଜରୁରି ଅଟେ । କାରଣ ନଡିଆ ଅବିନା ପୂଜା ସଂପୂର୍ଣ୍ଣ ହୁଏ ନାହି । କେଉଁ ବି ପ୍ରକାରର ଶୁଭ କାର୍ଯ୍ୟ ରେ ନଡିଆ ଭାଙ୍ଗିବା ଉଚିତ ମାନ ଯାଇଥାଏ । ଏହା ଦ୍ଵାରା କୌଣସି ପୂଜା ବା ଶୁଭ କାର୍ଯ୍ୟ ବିନା ବାଧା ବା ବିଳମ୍ବରେ ସଂପୂର୍ଣ୍ଣ ହୋଇଥାଏ ।

ଯଦି ପୂଜାରେ ଲାଗିଥିବା ଆପଣଙ୍କର ନଡିଆ ଖରାପ ପଡେ ତେବେ ଏହା ଅଶୁଭ ନୁହେଁ ବରଂ ଶୁଭ ହୋଇଥାଏ । ନଡିଆକୁ ଶୁଭ ମାନିବା ପଛରେ ଗୋଟେ କାରଣ ରହିଛି ତାହା ହେଉଛି ମାନ୍ୟତା ଅନୁଯାୟୀ ପୂଜା ସମୟରେ ନଡିଆ ଶଢା ବା ଖରାପ ବାହାରିଲେ ଭଗବାନ ତାହାକୁ ଗ୍ରହଣ କରି ସାରିଛନ୍ତି । ଏଇ କାରଣ ଯୋଗୁଁ ଏହି ନଡିଆ ଟି ଭିତରୁ ସୁଖୀ ହୋଇଥାଏ ବା ପାଚି ଯାଇଥାଏ । ଏହା ବ୍ଯତୀତ ବ୍ଯକ୍ତିର ମନୋକାମନା ପୁରଣ ହେବାର ସଂକେତ ମିଳିଥାଏ ।

ଏହି ସମୟରେ ବ୍ୟକ୍ତି ଯେଉଁ କାମନା କରିଥାଏ ତାହା ନିଶ୍ଚୟ ପୂରଣ ହୋଇଥାଏ । ଏଥିପାଇଁ ଯେତେବେଳେ ଭଗବାନଙ୍କ ନିକାରେ ପଚି ଯାଇଥିବା ନଡିଆ ଶଢା ବା ଶୁଖିଲା ବାହାରେ ତେବେ ଭଗବାନ ତାକୁ ସ୍ଵୀକାର କରି ନେଇଛନ୍ତି ବୋଲି ମାନ୍ୟତା ଅଛି । ଯଦି ପୂଜା ନଡିଆ ଭଲ ଅଛି ତେବେ ମନ୍ଦିର ରେ ବାନ୍ତି ଦିଅନ୍ତୁ । କାରଣ ଏମିତି କରିବା ଶୁଭ ମାନା ଯାଇଥାଏ ।

ନଡିଆ ଛଡା କୌଣସି ପ୍ରକାରର ମିଠାକୁ ପୂଜା ପରେ ବଣ୍ଟନ କରିଲେ ଏମିତିରେ ବି ଶୁଭ ମାନା ଯାଇଥାଏ । ତେବେ ଆପଣ ମାନେ ଜାଣି ସାରିଥିବେ କି ନଡିଆ ଶଢା ବା ଖରାପ ବାହାରିଲେ କେବେ ବି ଅଶୁଭ ନୁହେଁ ଏହା ଶୁଭ ସଂକେତ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *