Shakti Mishraଙ୍କୁ ନେଇ ଆସିଲା ପୁଣି ଏକ ଦୁଃଖ ଖବର

ବନ୍ଧୁଗଣ, ଆପଣ ମାନେ ୯୦ ଦଶକର ସଙ୍ଗୀତଜ୍ଞ “ଶକ୍ତି ମିଶ୍ର”ଙ୍କୁ ଜାଣିଥିବେ । ବନ୍ଧୁଗଣ ବର୍ତ୍ତମାନ ସମୟରେ ବହୁତ ବଡ ଦୁଖଦ ଘଟଣା ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଖେଳି ଯାଇଅଛି । ବନ୍ଧୁଗଣ ଆପଣ ମାନଙ୍କର ପ୍ରିୟ ଗୀତିକାର “ଶକ୍ତିମିଶ୍ର” ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଅଛି ।

ବନ୍ଧୁଗଣ “ଶକ୍ତିମିଶ୍ର” ଅସୁସ୍ଥ ହୋଇ ଭୁବନେଶ୍ଵର ର ଏକ ଘରୋଇ ହସ୍ପିଟାଲ ରେ ଭର୍ତ୍ତି ହୋଇଥିବା ଖବର ଆପଣ ମାନେ ଜାଣିଥିବେ । ବନ୍ଧୁଗଣ ବର୍ତ୍ତମାନ “ଶକ୍ତିମିଶ୍ର” ଭୁବନେଶ୍ଵର ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସ୍ୟା ହେଉଥିବାର ଖବର ଆପଣ ମାନେ ଜାଣିଥିବେ । ବନ୍ଧୁଗଣ ବର୍ତ୍ତମାନ ସମୟରେ “ଶକ୍ତି ମିଶ୍ର” ଙ୍କ ସ୍ୱାସ୍ଥ୍ୟଅବସ୍ଥା ଆହୁରି ବିଗିଡିବାରେ ଲାଗିଛି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

ବନ୍ଧୁଗଣ କଣ୍ଠଶିଳ୍ପୀ “ଶକ୍ତି ମିଶ୍ର” ଓଡିଆ ଇଣ୍ଡଷ୍ଟ୍ରୀ କୁ ବହୁତ ସାରା ପ୍ରସିଦ୍ଧ ତଥା ହିଟ ଗୀତ ମାନ ଦେଇ ଆସିଛନ୍ତି । ହାଏ ହାଏ ତୋ ମଲ୍ଲୀଫୁଲ ଗଜରା ଠାରୁ ଆରମ୍ଭ କରି ଅନେକ ପ୍ରସିଦ୍ଧ ଗୀତ କୁ ନିଜସ୍ଵକଣ୍ଠରେ ଗାଇ ବହୁତ ଖ୍ୟାତି ଅର୍ଜନ କରିଛନ୍ତି କଣ୍ଠଶିଳ୍ପୀ “ଶକ୍ତି ମିଶ୍ର” । ବନ୍ଧୁଗଣ ବର୍ତ୍ତମାନ ଲିଭର ସେରାସିସ ସହିତ ହାର୍ଟ ଏବଂ କିଡ୍ନି ଜନିତ ରୋଗରେ ପୀଡିତ ହୋଇ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି “ଶକ୍ତିମିଶ୍ର” ।

ବନ୍ଧୁଗଣ ଏକ ସ୍ଵତନ୍ତ୍ର ଡାକ୍ତର ଟିମ ଶକ୍ତି ମିଶ୍ର ଙ୍କର ଚିକିତ୍ସ୍ୟା କରିଛନ୍ତି । ବନ୍ଧୁଗଣ ଶକ୍ତି ମିଶ୍ର ଙ୍କ ସ୍ତ୍ରୀ “ନମୀତା ମିଶ୍ର” ଏ ନେଇ ସୂଚନା ଦେଇଛନ୍ତି ଯେ ଭିନ୍ନ ଭିନ୍ନ ବିଭାଗ ରୁ ଡାକ୍ତର ମାନେ ଚିକିତ୍ସ୍ୟା କରୁଛନ୍ତି ।

ବନ୍ଧୁଗଣ ଶକ୍ତିମିଶ୍ର ୯୦ ଦଶକ ରେ ଅଦ୍ୟାବତୀ ଆଲବମ ଜଗତ ତଥା ଚଳଚିତ୍ର ଜଗତରେ ନିଜର କଣ୍ଠ ଦାନ କରି ଓଡିଶା ବାସୀ ମାନଙ୍କର ହୃଦୟରେ ଘର କରି ରହି ଆସିଛନ୍ତି । ବନ୍ଧୁଗଣ ମୋର ଭୁଗଳରେ ଭଲ ହେଉଥିଲା, ବୟସର ରାଜପଥ ରେ, ତୋର ଲମ୍ବା ବେଣୀ, ମେଘରେ ମେଘ ପ୍ରଭୃତି ଅନେକ ଗୀତରେ କଣ୍ଠ ପ୍ରାଦାନ କରିଛନ୍ତି ଶକ୍ତି ମିଶ୍ର ।

ବନ୍ଧୁଗଣ ଏହା ଦ୍ଵାରା ସେ ଦର୍ଶକ ମାନଙ୍କ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି । ବନ୍ଧୁଗଣ ମାତ୍ର ବର୍ତ୍ତମାନ ସମୟ ପାଇଁ ଓଡିଶା ବାସୀ ଙ୍କ ନିମନ୍ତେ ଗୋଟିଏ ବଡ ଦୁଖଦ ବିଷୟ ଆସିଅଛି । ବନ୍ଧୁଗଣ ଦିନକୁ ଦିନ ଶକ୍ତି ମିଶ୍ର ଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାକୁ ଲାଗିଅଛି । ବନ୍ଧୁଗଣ ଶକ୍ତି ମିଶ୍ର ଙ୍କ ଭଳି ଜଣେ ଏତେବଡ ଗୀତିକାର ଡାକ୍ତରଖାନା ରେ ICU ରେ ଭର୍ତ୍ତି ହୋଇଛନ୍ତି ।

ଡାକ୍ତର ଟିମ ନିଜର ଚେଷ୍ଟା ଚଳାଇଛନ୍ତି ମାତ୍ର ପୂର୍ବରୁ ତାଙ୍କର ହାର୍ଟ ର ବାଇ ପାସ ସର୍ଜରୀ ହୋଇଥିବା ସୂଚନା ମିଳିଅଛି । ବନ୍ଧୁଗଣ ବର୍ତ୍ତମାନ ତାଙ୍କ ସ୍ତ୍ରୀ “ନମୀତା ମିଶ୍ର” ବହୁତ ମର୍ମାହତ ଅବସ୍ଥା ରେ ଅଛନ୍ତି । ଆମ୍ଭର ଭଗବାନ ନିକଟରେ ପାର୍ଥନା ଯେ ପ୍ରସିଦ୍ଧ କଣ୍ଠଶିଳ୍ପୀ ସଂପୂର୍ଣ୍ଣ ରୂପେ ସୁସ୍ଥ ହୋଇଜାଆନ୍ତୁ । ବନ୍ଧୁଗଣ ଏହି ବିବରଣୀ କୁ ନେଇ ଆପଣ ମାନଙ୍କର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *