ଆଜି ପୁଣି ଭୟଙ୍କର ଶସ୍ତା ହେଲା ସୁନା, ଜାଣନ୍ତୁ କଣ ଅଛି ଆଜିର Gold Rate

ସୁନା ଆଉ ରୂପା ସବୁବେଳେ ମୂଲ୍ଯବାନ ହୋଇଥାଏ କାହିଙ୍କିନା ଏହା ଏମିତି ଏକ ସନ୍ତକ ଯାହା ଜୀବନ ସାରା ରଖିଲେ ବା ପିନ୍ଧିଲେ ନଷ୍ଟ ହୁଏ ନାହିଁ ଆଉ ଆପଣଙ୍କ ପରେ ଆପଣଙ୍କ ସନ୍ତାନ ମଧ୍ୟ ଏହାକୁ ବ୍ୟବହାର କରି ପାରିବେ ।

ତେବେ କଣ ଆପଣ ଜାଣିଛନ୍ତି ଆଜିଆର ସୁନା ରେଟ କେତେ କଣ ଅଛି ଆଉ କାଲୀ ଠାରୁ ଏହା କେତେ ବଢିଛି ବା କମିଛି ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା । ତେବେ ରୂପା ଦାମ ଆଜି କିଛି ଏହି କାର ଅଛି ଆଜି ରୂପା ଗୋଟେ ଗ୍ରାମକୁ 70.80 ଅଛି, 8 ଗ୍ରାମ ରୂପା ଦାମ 566.40 ଟଙ୍କା ଅଛି, 10 ଗ୍ରାମ ରୂପା ଦାମ 708 ଟଙ୍କା ଅଛି, ଆଉ ୧୦୦ ଗ୍ରାମ ସୁନା ଦାମ 7080 ଟଙ୍କା ଅଛି ଏହା ଛଡା ଗୋଟେ କେଜି ରୂପା ଦାମ 72,800 ଟଙ୍କା ଅଛି ।

୨୨ କେରେଟ ସୁନା ଦାମ :

ସୁନା ଦାମ ବର୍ତମାନ ଆହୁରି କମିବ ବୋଲି ଅଧ୍ୟୟନ କର୍ତା କହିଛନ୍ତି ତେବେ ବର୍ତମାନ ପାଇଁ କୋଲକାତା ଗୋଟେ ଗ୍ରାମ 22 କେରେଟ ସୁନା ଦାମ 4775 ଅଛି କିନ୍ତୁ କଣ ଆପଣ ଜାଣିଛନ୍ତି ଏହା କାଲୀ 4710 ଟଙ୍କା ଥିଲା ତେବେ 65 ଟଙ୍କା ବଢି ଯାଇଛି । ୮ ଗ୍ରାମ ସୁନା ଦାମ 38,200 ଟଙ୍କା ଅଛି ତେବେ କାଲୀ ଏହା 37,680 ଟଙ୍କା ଥିଲା ଯାହା 520 ଟଙ୍କା ବଢି ଯାଇଛି ।

ତେବେ ୧୦ ଗ୍ରାମ ସୁନା ଦାମ 47,750 ଟଙ୍କା ଅଛି ଆଉ କାଲୀ ଏହା 47,100 ଥିଲା ଯାହା ଆଜି 650 ଟଙ୍କା ବଢି ଯାଇଛି । ତେବେ ୧୦୦ ଗ୍ରାମ ସୁନା ଦାମ 4,77, 500  ଅଛି କିନ୍ତୁ କାଲୀ ଏହା 4,71, 000 ଥିଲା ଯାହା ଆଜି 6, 500 ଟଙ୍କା ବଢି ଯାଇଛି ।

୨୪ କ୍ୟାରେଟ ସୁନା ଦାମ :

ଗୋଟେ ଗ୍ରାମ ସୁନା ଦାମ 5, 045 ଟଙ୍କା ଅଛି ଯାହା କାଲୀ 5,145 ଟଙ୍କା ଥିଲା ତେବେ ଗୋଟେ ଗ୍ରାମ ସୁନାରେ 100 ଟଙ୍କା କମି ଯାଇଛି । ୮ ଗ୍ରାମ ସୁନା ଦାମ 40,360 ଟଙ୍କା ଅଛି ଯାହା କାଲୀ 41, 160 ଥିଲା ଆଜିକା ଦାମ ଅନୁଯାଇ 800 ଟଙ୍କା ଅଧିକ ଥିଲା । ୧୦ ଗ୍ରାମ ସୁନା ଦାମ ଅନୁଯାଇ 50,450 ଟଙ୍କା ଅଛି ଯାହା କାଲୀ 51,450 ଥିଲା 1000 ଟଙ୍କା କମି ଯାଇଛି । ତେବେ ୧୦୦ ଗ୍ରାମ ସୁନା ଦାମ 5,04,500 ଟଙ୍କା ଅଛି ଯାହା କଲି 5,14,500 ଥିଲା ଆଜି 10, 000 ଟଙ୍କା କମି ଯାଇଛି । ତେବେ ଯଦି ଆପଣ ସୁନା କିଣିବାକୁ ଚାହୁଁଛନ୍ତି ଏହା ଅପଙ୍କ ପାଇଁ ଭଲ ସମୟ ଅଟେ ।

Leave a Reply

Your email address will not be published. Required fields are marked *