ରାତିରେ ଶୋଇବା ପୂର୍ବରୁ 1 ଲବଙ୍ଗ ଖାଇଲେ ପାଦ ତଳୁ ମାଟି ଖସିଯିବ, ଏତେ ଫାଇଦା କି ଭାବି ବି ପାରିବେନି- Health Tips

ଆମ ଭାରତୀୟ ମସଲାରେ ଏମିତି ବହୁତ ଜିନିଷ ଅଛି ଯାହା ବରଦାନ ଠାରୁ କମ ନୁହଁ କାହିଁକିନା ଏହାର ସେବନ କରିବା ଦ୍ଵାରା ମଣିଷ ସ୍ୱାସ୍ଥ୍ୟ ସବୁବେଳେ ଭଲ ରହିଥାଏ ।

ଆପଣ ମାନେ ବହୁତ ଛୋଟ ଛୋଟ ସମସ୍ୟା ପାଇଁ ଡକ୍ଟର ପାଖକୁ ଦଉଡି ଯାଇଥାନ୍ତି କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ଆମ ଘର ରୋଷେଇରେ ଏମିତି ବହୁତ ଜିନିଷ ଅଛି ଯାହା ଆମ ଶରୀରକୁ ସ୍ଵସ୍ଥ ରଖିବାରେ ସାହାଜ୍ୟ କରିଥାଏ କିନ୍ତୁ ଆମେ ଏହା ବିଷୟରେ ଜାଣି ନଥାଉ ବା ସଠିକ ଉପାୟ ବିଷୟରେ ଆମକୁ କେହି କହି ନଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ସେବନ କରିବା ଦ୍ଵାରା ଆପଣ ନିଜ ଜୀବନରେ ବହୁତ କିଛି କରି ପାରିବେ ।

ଆପଣ ମାନେ ସମସ୍ତେ କେବେ ନା କେବେ ପେଟ ଖରାପ ସମସ୍ୟାରୁ ପୀଡିତ ହୋଇଥିବେ ତେବେ ଏହାର ମୁଖ୍ୟ କାରଣ ଆମ ଖାଦ୍ଯରେ ନାଲି ଲଙ୍କା ଅଟେ, ତେବେ ଆମ ଭାରତରେ ପ୍ରାଚୀନ ସମୟରୁ କଞ୍ଚା ଲଙ୍କା ନଚେତ ଲବଙ୍ଗ ବ୍ୟବହାର କରା ଯାଉଥିଲା କିନ୍ତୁ ଗତ ୧୦୦ ବର୍ଷ ଭିତରେ ନାଲି ଶୁଖିଲା ଲଙ୍କା ବ୍ୟବହାର କରିବା ଆରମ୍ଭ ହେଲା ଯାହା ପରେ ରୋଗ ଆମ ଦେଶକୁ ମାଡି ଆସିଥିଲା କିନ୍ତୁ କଣ ଆପଣ ଜାଣିଛନ୍ତି ଆଗ କାଳରେ ଲୋକ ଲବଙ୍ଗ ଖାଇବାରେ ବ୍ୟବହାର କରୁଥିଲେ କାହିଁକିନା ଲବଙ୍ଗ ଆଣ୍ଟି ବ୍ୟାକଟେରିଅଲ ହୋଇଥାଏ ଆଉ ଏହାକୁ ମନ୍ଦିର ଭୋଗରେ ମଧ୍ୟ ବ୍ୟବହାର କରା ଯାଇଥାଏ ।

ଲବଙ୍ଗରେ ବହୁତ ପ୍ରକାର ପୋଷକ ତତ୍ଵ ହୋଇଥାଏ ଯାହା ବହୁତ ଲାଭକାରୀ ହୋଇଥାଏ । ଲବଙ୍ଗ ରାତିରେ ପାଟିରେ ରଖି ଶୋଇବା ଦ୍ଵାରା ମଣିଷକୁ ଭଲ ନିଦ ଆସିଥାଏ ଆଉ ଦାନ୍ତ ଜୀବାଣୁ ମାନଙ୍କୁ ମଧ୍ୟ ମାରିଥାଏ । ଏହା ଛଡା ଦାନ୍ତ ଅସୁବିଧା ସବୁ ପ୍ରକାର ଅସୁବିଧା ଲବଙ୍ଗ ଦାନ୍ତ ତଳେ ରଖି ଶୋଇବା ଦ୍ଵାରା ଦୂର ହୋଇଥାଏ । କଣ ଆପଣ ମାନେ ଜାଣିଛନ୍ତି ଯେ ଛୁଆଙ୍କ ବେକରେ ଲବଙ୍ଗ ମାଳ ପିନ୍ଧା ଯାଇଥାଏ ଯାହା ଦ୍ଵାରା ତାଙ୍କ ପାଖକୁ ଜୀବାଣୁ ଯିବେ ନାହିଁ ଆଉ ଛୁଆ ସୁରକ୍ଷିତ ରହିବେ ନଚେତ ଛୁଆଙ୍କ ଦେହ ଖରାପ ହୋଇଥାଏ ।

ଲବଙ୍ଗ ଭିତରେ ଆଇରନ ପୋଟାସିମ ଭର୍ତି ହୋଇ ରହିଥାଏ ଯାହା ଦ୍ଵାରା ଲବଙ୍ଗ ସେବନ କରୁଥିବା ବ୍ୟକ୍ତି କେବେ ଦୁର୍ବଳ ଅନୁଭବ କରନ୍ତି ନାହିଁ ଏହା ଛଡା ସକାଳେ ବିନା ଦାନ୍ତ ଘଷି ଯଦି ଆପଣ ଗୋଟେ ଲବଙ୍ଗ ସେବନ କରନ୍ତି ତେବେ ଆପଣଙ୍କ ଚୁଟି ଝଡିବା ବନ୍ଦ ହୋଇଥାଏ ଆଉ ସୁନ୍ଦର ଗହବା ଚୁଟି ହୋଇଥାଏ ଏହା ଛଡା ଲବଙ୍ଗ ଖାଇବା ଦ୍ଵାରା ଆପଣଙ୍କ ଧଳା ଚୁଟି କମିଠାଏ ଆଉ କଳା ଚୁଟି ଅଧିକ ହୋଇଥାଏ ।

ଆଶା କରୁଛୁ ଆପଣଙ୍କୁ ଏହି ସ୍ୱାସ୍ଥ୍ୟ ଟିପ୍ସ ନିଶ୍ଚୟ ସାହାଯ୍ୟ କରିବ। ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ ଏବଂ କମେନ୍ଟ କରି ଆପଣଙ୍କ ମତାମତ ନିଶ୍ଚୟ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *