ଝିଟିପିଟି ଆପଣଙ୍କୁ କରିଦେବ କୋଟିପତି, କରନ୍ତୁ ଏହି ଉପାୟ

ଝିଟିପିଟି ପ୍ରାୟତଃ ସମସ୍ତଙ୍କ ଘରେ ନଜର ଆସିଥାଏ । ଏମିତିରେ ସମସ୍ତେ ଏହାକୁ ଏକ ସାଧାରଣ ଜୀବ ବୋଲି ମାନିଥାନ୍ତି ।

କିନ୍ତୁ ଏହି ପୃଥିବୀରେ ଥିବା ପ୍ରତ୍ୟକ ଜିନିଷ, ଜୀବଜନ୍ତୁ ଓ ମଣିଷ ମଧ୍ୟରେ କିଛି ନା କିଛି ବିଶେଷ ଗୁଣ ଥାଏ । କହିଦେଉଛୁ କି ଜ୍ୟୋତିଷ ଶାସ୍ତ୍ରରେ ଝିଟିପିଟିକୁ ବହୁତ ଖାସ ବୋଲି ବିବେଚିତ କରାଯାଇଛି । ଜ୍ୟୋତିଷ ଶାସ୍ତ୍ରରେ ଝିଟିପିଟିକୁ ଦେଖିବା ଓ ତାହାର ଗତିବିଧିକୁ ଲକ୍ଷ କରି ବିଭିନ୍ନ କଥା କୁହାଯାଇଛି । ଯାହା ବିଷୟରେ ଜାଣିବା ପରେ ଆପଣଙ୍କ ସହିତ ଯଦି ସେହିଭଳି କିଛି ହେଉଛି ତେବେ ଆପଣ ଉନ୍ନତିର ପଥରେ ଆଗକୁ ବଢିବାରେ ଲାଗିବେ । ଜ୍ୟୋତିଷ ଶାସ୍ତ୍ରରେ ଝିଟିପିଟି ବିଷୟରେ ବହୁତ ଶୁଭ ଓ ଅଶୁଭ ସଂକେତ ବିଷୟରେ କୁହାଯାଇଛି ।

ଆପଣ ନିଶ୍ଚିତ ଶୁଣିଥିବେ କି ଦୀପାବଳି ଦିନ ଯଦି ଝିଟିପିଟି ନଜର ଆସୁଛି ତେବେ ଏହା ସଂକେତ ଦିଏ କି ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ନିଜର କୃପା ଦ୍ରୁଷ୍ଟି ଦେଲେ । କାରଣ ଝିଟିପିଟି ଏକ ପ୍ରକାରର ମାତା ଲକ୍ଷ୍ମୀଙ୍କ ସ୍ୱରୂପ ଅଟେ । କହିଦେଉଛୁ କି ଦୀପାବଳି ଦିନ ଝିଟିପିଟି ଆପଣ ଉପରେ ଖସି ପଡୁଛି ତେବେ ପୁରା ବର୍ଷ ଆପଣଙ୍କୁ ଧନ ମିଳିଥାଏ । ଆଜି ଆମେ ଆପଣଙ୍କୁ କହିବୁ କି ଝିଟିପିଟିକୁ ଦେଖିବା ମାତ୍ରେ କଣ କରିଲେ ଆପଣଙ୍କୁ ବିଭିନ୍ନ ପ୍ରକାର ଲାଭ ମିଳିବାକୁ ଲାଗିବ । ଏହି ଉପାୟକୁ କରିବା ଦ୍ଵାରା ଆପଣ ନିଜର ଭାଗ୍ୟକୁ ବଦାଲାଇ ଦେବେ ।

ଜୀବନରେ ଉନ୍ନତ୍ତି କରିବେ । ଏହି ଉପାୟକୁ ଆପଣ କେବଳ ସନ୍ଧ୍ୟା ସମୟରେ ଠାକୁର ପୂଜା କରିବା ସମୟରେ କରନ୍ତୁ । ଜ୍ୟୋତିଷ ଶାସ୍ତ୍ରରେ ଝିଟିପିଟି ଏକ ପୂଜନୀୟ ପ୍ରାଣୀ ବୋଲି କୁହାଯାଇଛି । ଝିଟିପିଟିକୁ ପୂଜା କରିବା ଦ୍ଵାରା ଆପଣଙ୍କର ଧନଧାନ୍ୟର ସମସ୍ୟା ରହିବ ନାହିଁ । ଆପଣ କିମ୍ବା ଆପଣଙ୍କ ପରିବାର କୌଣସି ବ୍ୟକ୍ତି ସନ୍ଧ୍ୟା ସମୟରେ ଠାକୁର ପୂଜା କରୁଥିବା ସମୟରେ ଭୂମି ଉପରେ ଯଦି ଝିଟିପିଟିକୁ ଦେଖୁଛନ୍ତି ତେବେ ସଙ୍ଗେ ସଙ୍ଗେ ଠାକୁର ଘରୁ କିଛି ସିନ୍ଦୁର ଓ କିଛି ଅରୁଆ ଚାଉଳ ଆଣି ସେହି ଝିଟିପିଟି ଉପରେ ପକାଇ ଦିଅନ୍ତୁ ।

ଏହା ପରେ ନିଜ ମନୋକାମନା ପୂରଣ କରିବା ପାଇଁ ପ୍ରାର୍ଥନା କରନ୍ତୁ । ଏହିଭଳି କରିବା ଦ୍ଵାରା ଜଲ୍ଦି ହିଁ ଆପଣଙ୍କର ମନୋକାମନା ପୂର୍ଣ ହୋଇଯିବ । କହିଦେଉଛୁ କି  ଆପଣ ଖାଦ୍ୟ ସେବନ କରୁଛନ୍ତି ଓ ସେହି ସମୟରେ କୌଣସି ଝିଟିପିଟିର ଶବ୍ଦ ଶୁଣୁଛନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ । ଏହା ଆପଣଙ୍କ ଜୀବନରେ ଧନପ୍ରାପ୍ତିର ଶୁଭ ସଂକେତ ଦେଇଥାଏ । ଯଦି ଆପଣ କୌଣସି ସମୟରେ ଝିଟିପିଟିଙ୍କ ସମାଗମ ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କର ଜଲ୍ଦି କୌଣସି ପୁରୁଣା ମିତ୍ର ସହ ଦେଖାହେବ ।

କୁହାଯାଏ କି ଝିଟିପିଟି କୌଣସି ବ୍ୟକ୍ତିର ହାତ କିମ୍ବା ମୁଣ୍ଡ ଉପରେ ଖସି ପଡି ଯାଉଛି ତେବେ ଏହା ସଂକେତ ଦେଇଥାଏ କି ଭବିଷ୍ୟତରେ ଆପଣଙ୍କୁ ମାନ ସମ୍ମାନ ଲାଭ ସହିତ ଧନ ସମ୍ପତ୍ତି ମଧ୍ୟ ମିଳିବ । ଯଦି ଆପଣ ଘରର ସଫା କରିବା ସମୟରେ ମଲା ଝିଟିପିଟି ଦେଖୁଛନ୍ତି ତେବେ ଏହା ଏକ ଅଶୁଭ ସଂକେତ ଅଟେ । ଆପଣଙ୍କ ସ୍ଵପ୍ନରେ ବି ମ-ଲା ଝିଟିପିଟି ନଜର ଆସୁଛି ତେବେ ଏହା ବି ଏକ ଅଶୁଭ ସଂକେତ ଅଟେ ।

ଆଶା କରୁଛୁ କି ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ ତେବେ ଆମ ସହିତ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ କରି ନିଅନ୍ତୁ ଓ ଏହାକୁ ସେୟାର ମଧ୍ୟ କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *