ମାଳିକାର ଭବିଷ୍ୟ: କେବଳ କରୋନା ନୁହେଁ ଆଗକୁ ଆସିବ ଆହୁରି ୬୪ ପ୍ରକାରର ରୋଗ

ବର୍ତ୍ତମାନ ଯେଉଁ ସ୍ଥିତି ଚାଲିଛି ତାହାକୁ ନେଇ ସମସ୍ତ ଚିନ୍ତିତ ଅଛନ୍ତି । କିନ୍ତୁ ଆମେ ଆପଣଙ୍କୁ କହିଦେଉଛୁ କି ଏହି ପରିସ୍ଥିତି ବିଷୟରେ ଆମର କିଛି ମହା ପୁରୁଷମାନେ ପୂର୍ବରୁ ହିଁ କହି ଦେଇଥିଲେ ।

କହିବାକୁ ଗଲେ ଆମ ଓଡିଶାର ମହାପୁରୁଷମାନେ ଅର୍ଥାତ ପଞ୍ଚସଖା ଅଚ୍ୟୁତାନନ୍ଦ, ଅନନ୍ତ, ଜସବନ୍ତ, ଜଗନ୍ନାଥ ଓ ବଳରାମ ଏମାନେ ଭବିଷ୍ୟତରେ କଣ ହେବ ଏହା ବିଷୟରେ କହିସାରିଛନ୍ତି । ଯାହାକି ଭବିଷ୍ୟତ ବାଣୀ ମାଳିକା ନାଁରେ ନାମିତ ହୋଇଛି । କହିଦେଉଛୁ କି ଏହିଭଳି ମ-ହା-ମା-ରୀ ଆମ ପୃଥିବୀକୁ ପୂର୍ବରୁ ମଧ୍ୟ ଆସିସାରିଛି । ଅଚ୍ୟୁତା ନନ୍ଦ କହିଲେ କି, ଉତ୍ତରୁ ସାଜିବ ଦକ୍ଷିଣେ ଗାଜୀବ ପୂର୍ବେ ନ ରହିବେ କେହି । ଝାଡ ବାଡ ଧରି ଯେ କେହି ରହିବ କୂଳକୁ ବି ନିଅଣ୍ଟ ସେହି ॥

ମହାପୁରୁଷ କାହାକୁ ଭୟଭୀତ କରିବା ପାଇଁ ଏହି କଥା କହି ନାହାନ୍ତି । ଏହାର ଅର୍ଥ ଉତ୍ତରୁ କ-ରୋ-ନା ସାଜିବ ଦକ୍ଷିଣେ ଗାଜୀବ ଓ ପୂର୍ବରେ କେହି ବି ରହିବେ ନାହିଁ । ଏହା ଗୋଟିଏ ନୁହେଁ ଅଚ୍ୟୁତାନନ୍ଦ ଏହିଭଳି ବହୁତ ଭବିଷ୍ୟତ ବାଣୀ ବିଷୟରେ କହିଛନ୍ତି । ଅଚ୍ୟୁତା ନନ୍ଦ ଭାରତ ବର୍ଷ ସହ ପୃଥିବୀର ଅନ୍ୟ କେତେକ ଦେଶ ଗୁଡିକ ବିଷୟରେ ବି ଭବିଷ୍ୟବାଣୀ କରିଛନ୍ତି । ସେ ପୁରୀ ଜଗନ୍ନାଥଙ୍କ ଠାରୁ ଆରମ୍ଭ କରି ମା ବିରଜାଙ୍କ ବିଷୟରେ ବି କହିଛନ୍ତି ।

ଓଡିଶାର ଭୂ ମଣ୍ଡଲ ସହ ଭାରତର ଅଯୋଧ୍ୟା ବିଷୟରେ ବି ସେ କହିଛନ୍ତି । ଭାରତର କିଛି ମହାନ ମହାନ ପୁରୁଷଙ୍କ ବିଷୟରେ ବି ସେ ମାଳିକାରେ ବର୍ଣିତ କରିଛନ୍ତି । ଏହା ଛଡା ବର୍ତ୍ତମାନର କିଛି ପ୍ରମୁଖ ନେତାଙ୍କ ବିଷୟରେ ବି ସେ ଉଲ୍ଲେଖ କରିଛନ୍ତି । ମାଳିକା ଅନୁସାରେ ଆଗକୁ ଏହି ରୋ-ଗ ଦୂର ହୋଇଯିବ ଓ ଏହି ଦୁଃଖ ବି ଦୂରେଇ ଯିବ । କିନ୍ତୁ ଏହିଭଳି ବହୁତ କିଛି ସମସ୍ୟା ସାମ୍ନାକୁ ଆସିବ । ମାଳିକା ଅନୁସାରେ ଭଗବାନ ସ୍ଵୟଂ ଭଗବାନ କଲକି ଅବତାର ନେବେ ଓ ନୂତନ ଯୁଗ ପ୍ରତିଷ୍ଠା କରିବେ ।

ମହାପୁରୁଷ କହିଲେ କି ବୈଜ୍ଞାନିକମାନଙ୍କ ଦ୍ଵାରା ତିଆରି ସମସ୍ତ ଯନ୍ତ୍ରପାତି ଅଚଳ ହୋଇଯିବ । ସମସ୍ତେ ତାଙ୍କର କଥାକୁ ଭୁଲ ବୋଲି କହିଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ଦେଖନ୍ତୁ ଏହା ସତ ହୋଇଛି । ଅର୍ଥାତ କ-ରୋ-ନା ସମୟରେ ସମସ୍ତ କାରଖାନା, ଯନ୍ତ୍ରପାତି, ରେଳଗାଡି ଓ ପ୍ଳେନ ଇତ୍ୟାଦି ଚାଲିଛି ତଥାପି ଲ-କ-ଡା-ଉ-ନ କାରଣରୁ ବନ୍ଦ ହୋଇ ଯାଇଛି । ମହାପୁରୁଷ କହିଲେ କି ଏମିତି ସମୟ ଆସିବ ଯେତେବେଳେ ସବୁ ଥାଇ ମଧ୍ୟ ଅଚଳ ହୋଇଯିବ ।

କହିଦେଉଛୁ କି ଯଦି ଆପଣ ବର୍ତ୍ତମାନ ବି ସଚେତନ ନ ହେବେ ଜାଗ୍ରତ ହେବେ ନାହିଁ ତେବେ ଆପଣ ଭବିଷ୍ୟତରେ ବହୁତ ଅସୁବିଧାର ସମ୍ମୁଖୀନ କରି ପାରନ୍ତି । ମହାପୁରୁଷ ଆଗକୁ ଲେଖିଲେ କି ଅକାଳ ମୃ-ତ୍ୟୁ ବ୍ୟାପିବ ଏହା ସହିତ ୬୪ ପ୍ରକାରର ରୋ-ଗ ମଧ୍ୟ ଆସିବ ଓ ତାହା ମଧ୍ୟରୁ କ-ରୋ-ନା ଏକ ପ୍ରକାରର ରୋ-ଗ । କିନ୍ତୁ ସମସ୍ତ ରୋ-ଗର ପ୍ରତିକାର ବି ଅଛି । ସେଥିପାଇଁ ଭ-ୟ-ଭୀ-ୟ ହୁଅନ୍ତୁ ନାହିଁ ସଚେତନ ରୁହନ୍ତୁ ।

Leave a Reply

Your email address will not be published. Required fields are marked *