ରବିବାର 14 ମାର୍ଚ୍ଚ 202- ସୂର୍ଯ୍ୟଦେବଙ୍କ କୃପାରୁ ଆଜି ଏହି ୩ ଟି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :-

ମେଷ ରାଶିର ଲୋକ ସ୍ଵାସ୍ଥ୍ୟକୁ ନେଇ କିଛି ଚିନ୍ତିତ ରହିବେ । ଆପଣଙ୍କୁ ଆପଣଙ୍କ ଅନୁକୂଳ ପରିଣାମ ମିଳିବ ନହିଁ । ଯେଉଁଠି ପାଇଁ ଆପଣ ବିଚଳିତ ଓ ଚିଡଚିଡା ରହିବେ । ବ୍ୟବସାୟରେ ଅନ୍ୟ ଉପରେ ବିଶ୍ବାସ କରନ୍ତୁ ନହିଁ । ମିତ୍ର ମାନଙ୍କ ଠାରୁ ସହଯୋଗ ମିଳିବ । ଆପଣଙ୍କୁ ଧର୍ଜ୍ୟ ରଖିବାର ଆବଶ୍ୟକ ରହିଛି । ବହୁତ ଜଲ୍ଦି ଆପଣଙ୍କୁ କିଛି ସୂଚନା ମିଳିପାରେ । ଜଲ୍ଦିରେ କାମ ବିଗିଡିବ ।

ବୃଷ :-

ଆଜି କିଛି ଏକ୍ସଟ୍ରା ଆମଦାନୀ ହେବାର ଯୋଗ ବନୁଛି । ଆପଣଙ୍କ ଆୟରେ ବୃଦ୍ଧି ହେବ । କେଉଁଠୁ ହଠାତ କୌଣସି ଖୁସି ଖବର ମିଳିପାରେ, ଯେଉଁଥିରେ ମନ ଖୁସି ରହିବ । ବ୍ୟବହାର କୁଶଳତା ଏବଂ ସହନ ଶକ୍ତି ବଳ ଦ୍ଵାରା ସମସ୍ଯା ସମାଧାନ ହୋଇବ । କାମ ମାମଲାରେ ଆପଣଙ୍କୁ ପ୍ରୟାସ କରିବା ପରେ ସଫଳତା ମିଳିବ ।

ମିଥୁନ :-

ଭାଇ ମାନଙ୍କ ସହିତ ବିଚାରରେ ମତ ଭେଦ ହୋଇପାରେ । ଆପଣଙ୍କ ବ୍ଯାଙ୍କ ସହିତ ଜଡିତ କାମରେ ବୃଦ୍ଧି ହୋଇବ । ଆପଣଙ୍କୁ ଧର୍ଜ୍ୟ ଓ ଶାନ୍ତିର ସହିତ କାମ କରିବାର ଅଛି । ଅନ୍ୟ ଲୋକର ଭରସାରେ ଆପଣ ନିଜର ଖ୍ଯାତି କରିବେ । ଆର୍ଥିକ ମାମଲାରେ ଆଜି ଲାଭ ହେବ । କିଛି ମାମଲାରେ ଆପଣଙ୍କୁ ଭୁଲ ସୂଚନା ମିଳିବ, କି କୌଣସି କଥାକୁ ନେଇ ବୁଝିବାରେ ଆପଣଙ୍କ ସହିତ ବା ଆପଣଙ୍କ ସହିତ ଜଡିତ ଲୋକଙ୍କୁ ଭୁଲ ବୁଝାମଣା ହୋଇପାରେ ।

କର୍କଟ :-

କର୍କଟ ରାଶିର ଲୋକ ଆଜି ଆପଣଙ୍କ ସମୟ ସକାରାତ୍ମକ କାମ କରିବାରେ ଲଗାନ୍ତୁ । ସଫଳତା ନିଶ୍ଚିତ ରୂପରେ ମିଳିବ । ଭବିଷ୍ୟତର ବଡ ଯୋଜନା ବିଷୟରେ ବିଚାର ବିମର୍ଶ କରିବେ ଓ କେଉଁଠିକୁ ଯିବାର ପ୍ଲାନିଂ କରିବେ । ବ୍ଲଡ ପ୍ରେସର ରୋଗୀ ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । କାର୍ଯ୍ୟ ସ୍ଥଳରେ ପ୍ରଲୋଭନରୁ ବଞ୍ଚାନ୍ତୁ । ଆଯ କମ ହେବ କିନ୍ତୁ ଖର୍ଚ ବହୁତ ଅଧିକ ହୋଇବ ।

ସିଂହ :-

ସ୍ଵଭାବ ଚିଡି ଚିଡା ହୋଇବ । ଆଜି ଆପଣ କୌଣସି ବିଜନେସ କରିବାର ମନ କରିବେ । ଏହି ରାଶିର ମହିଳା ମାନଙ୍କ ପାଇଁ ଆଜି ଦିନ ବହୁତ ଭଲ ରହିବ । ଆପଣ ବିଜନେସ ପାଇଁ କୌଣସି ମିତ୍ରଙ୍କ ସହିତ  ଫୋନରେ କଥା ହେବେ । ସମାଜରେ ଆପଣଙ୍କ ଦାୟରା ବଢିବ ଯେତେ ସମ୍ଭବ ହେବ ନିଜ ଲୋକଙ୍କ ପାଖା ପାଖି ଆସିବାକୁ ହେବ ଯାହାକି ସମ୍ପର୍କ ଭଲ ରହିବ ।କାର୍ଯ୍ୟ କ୍ଷେତ୍ରରେ ବ୍ୟବଧାନ ଆସିପାରେ ।

କନ୍ୟା :-

ଆଜି ହଠାତ ଫାଇଦା ହୋଇପାରେ । ସ୍ଵାସ୍ଥ୍ୟରେ ସୁଧାର ଆପଣଙ୍କ ପାଇଁ ଭାଗ୍ୟ ନେଇକରୀ ଆସିବ । ବିବାହିତା ଜାତକଙ୍କ ଦାଂପତ୍ଯ ଜୀବନରେ କିଛି ଚ୍ୟାଲେଞ୍ଜ ଆସିପାରେ । ଆଜି ଆପଣଙ୍କୁ ପରିବାରର ଇଷ୍ଟ ମିତ୍ରଙ୍କ ସହିତ ଭେଟ, ଉପହାର ମିଳିବ । ବାଣୀ ଉପରେ ସଂଯମତା ରଖନ୍ତୁ, ଅନ୍ଯଥା କାମ ବିଗିଡି ପାରେ ।ପରିବାରରେ କୌଣସି ସାଙ୍ଗର କଥା ଚାଲିବ, ଜିଏକି ଆପଣଙ୍କ କୌଣସି ନୂଆ ସ୍ଥିତି ବିଷୟରେ ଅବଗତ କରାଇବ ।

ତୁଳା :-

ଆଜି ପରିବାରର ମହୋଲ ଟିକେ ଖର ହୋଇପାରେ । ଲୋକ ଆପଣଙ୍କ କ୍ଷମତା ଉପରେ ଭରସା କରିବେ । ଆପଣଙ୍କ ଯୋଗ୍ୟତା ଉପରେ ବିଶ୍ବାସ ଜତାଇବେ । ଆପଣଙ୍କୁ ବହୁତ ଭଲ ପରିଣାମ ମିଳିବା ପାଇଁ ବହୁତ ଭଲ ମୋଟିଭେସନ ମିଳିବ । ଆଜି ସାମାଜିକ ସ୍ତରରେ ଆପଣ ଅଧିକ ବ୍ୟସ୍ତ ରହିବେ । ନିଜ ପାଇଁ ଦିନଟି ଆଜି ବହୁତ ଭଲ ରହିବ ।

ବିଛା :-

ଆଜି ନୂଆ କାମ ମିଳିପାରେ । ବୈବାହିକ ଜୀବନ ବହୁତ ଭଲ ରହିବାର ସମ୍ଭାବନା ରହିଛି । ଦୁଇ ପ୍ରହାର ପରେ କ୍ଷଣିକ ମାନସିକ ପ୍ରେସର ଅଣୁଭା କରିବେ । ଧନ କମାଇବାର ମଉକା ମିଳିବ । ଆପଣଙ୍କ ସଜେସନ ଦ୍ଵାରା ବହୁତ ଲୋକଙ୍କୁ ଲାଭ ମିଳିବ । ପ୍ରତିଷ୍ଠା ବଢିବ । ଘରେ ମନୋରଞ୍ଜନର ଆନନ୍ଦ ନେବେ । ଘରର ମହୋଲ ବହୁତ ବଢିଆ ରହିବ ।

ଧନୁ :-

ଆର୍ଥିକ ଓ ବ୍ୟାପାରିକ ନିଯୋଜନ କରିବା ପାଇଁ ଆଜିର ଦିନ ବହୁତ ଶୁଭ ରହିବ । ଆଜି ଆପଣ ପ୍ରସନ୍ନ ଓ ଆନନ୍ଦିତ ରହିବେ । ମିତ୍ର ତଥା ସମ୍ପର୍କୀୟ ମାନଙ୍କ ସହିତ ବୁଲିବା ପାଇଁ ଯୋଜନା ବନାଇବେ ଓ ଆନନ୍ଦ ଦାୟୀ ପ୍ରବାସ ମଧ୍ୟ ମିଳିବ । ଯେଉଁ ବିଦ୍ୟାର୍ଥୀ ମାନେ ଉଚ ଶିକ୍ଷା ପାଇଁ ପ୍ରୟାସ ରତ ଅଛନ୍ତି ତାଙ୍କୁ ଆସୁଥିବା ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତୁ । ନିଜ ଏକାଗ୍ରତା ଭଙ୍ଗ ହେବାକୁ ଦିଅନ୍ତୁ ନହିଁ ।

ମକର :-

ଆଜି ଆପଣ ଆପଣଙ୍କ ସାଥିର ଭାବନକୁ ବୁଝନ୍ତୁ । ଖର୍ଚର ଯୋଗ ରହିଛି, ବଜେଟର ଧ୍ୟାନ ରଖୀ କାମ କରନ୍ତୁ । ଆପଣଙ୍କୁ ଯିଏ ଈର୍ଷା କରୁଥିଲେ ସେମାନେ ଆପଣଙ୍କୁ ପ୍ରତେକ୍ଷ ଓ ପରୋକ୍ଷ ଭାବରେ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବେ । ଜୀବନସାଥି ସହିତ ବାଦ ବିବାଦ ନକରିବାକୁ ଚେଷ୍ଟା କରନ୍ତୁ ଆଜି ଦିନରେ ରାଗିବା ଅପଣଙ୍କ ପାଇଁ କ୍ଷତି ପ୍ରମାଣିତ ହୋଇପାରେ ଏଥିରେ ଆପଣଙ୍କ କାର୍ଯ୍ୟ ବିଗିଡି ପାରେ । ମାନସିକ ଚିନ୍ତା ଆସିପାରେ ।

କୁମ୍ଭ :-

ରୋମାନ୍ସ ପାଇଁ ସମୟ ବହୁତ ଭଲ ରହିଛି । ପରିବାରରେ ଭଲ ସମୟ ବିତାଇବେ । ଘର ଖର୍ଚ ହୋଇପାରେ । ପରିବାରରେ ଆଜିର ଦିନ ବହୁତ ଭଲ ରହିବ । କାମ ମାମଲାରେ ଆଜିର ଦିନ ଆପଣଙ୍କ ପାଇଁ ଅନୁକୂଳ ରହିବ । ଖରାପ ସମୟର ଶେଷ ହୋଇଛି ଯେଉଁଥିରେ ଆପଣଙ୍କର ସବୁ କାମରେ ସଫଳତା ମିଳିବ । ଆପଣଙ୍କ ଭାଇ ଭଉଣୀଙ୍କୁ କିଛି ଅସୁବିଧା ହୋଇପାରେ । ମାନସିକ ରୂପରେ ଚିନ୍ତିତ  ରହିବେ ।

ମୀନ :-

ଆଜି ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଦିନ ସୁଖ ଶାନ୍ତିରେ ବିତିବ । ନୂଆ ବିଚାର ଦ୍ଵାରା ଆପଣ ଉଶ୍ଚାହିତ ରହିବେ ଆଉ କିଛି ନୂଆ କରିବା ପାଇଁ ଆପଣ ତତ୍ପର ରହିବେ । ବ୍ୟବସାୟ ସାହିତ ଜଡିତ ଲୋକ ଆଜି କିଛି ନୂଆ ହେବାର ସମ୍ଭାବନା ରହିଛି । ଜୀବନସାଥି ସହିତ ଆପଣଙ୍କ ସମ୍ପର୍କ ମଜଭୁତ ହେବ । ଖର୍ଚ କାମ ହେବ ଦ୍ଵାରା ଶାନ୍ତି ମିଳିବ ।

Leave a Reply

Your email address will not be published. Required fields are marked *