ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତ୍ରୀ ‘ଆହାନା’, ଦେଖନ୍ତୁ କାହା ସହ କଲେ ବିବାହ

ବନ୍ଧୁଗଣ ବିବାହ ବନ୍ଧନରେ ବାନ୍ଧିହେଲେ, ଓଡିଆ ଫିଲ୍ମ ଜଗତର ହିରୋଇନ “ଆହାନା ବରାଳ” । ବନ୍ଧୁଗଣ ଓଡିଆ ସିନେମା ଜଗତରେ ଆପଣ ମାନେ ଅଧିକାଂଶ ଚଳଚ୍ଚିତ୍ର ଦେଖିଛନ୍ତି, ପ୍ରାଏ ଦର୍ଶକ ମାନଙ୍କୁ ଓଡିଆ ଚଳଚ୍ଚିତ୍ର ପସନ୍ଦ ଆସିଥାଏ । କେତେକ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଜିଏକି ଦର୍ଶକ ମାନଙ୍କ ହୃଦୟରେ ନିଜର ସ୍ଵୋତନ୍ତ୍ର ଜାଗା ବନାଇ ନେଇଛନ୍ତି । ଆଜି ଆମେ ଆପଣଙ୍କୁ ଅଭିନେତ୍ରୀ ଆହାନାଙ୍କ ବିବାହ ସମ୍ବନ୍ଧରେ କିଛି ତତ୍ଵ ପ୍ରଦାନ କରିବାକୁ ଯାଉଛୁ ।

ଏହି ଅଭିନେତ୍ରୀ ଜଣକ ଅନେକ ଚଳଚ୍ଚିତ୍ର କରି ଦର୍ଶକଙ୍କ ନଜରକୁ ଆସିଛନ୍ତି । ତାଙ୍କର ଅଭିନୟକୁ ବହୁତ ଦର୍ଶକ ପସନ୍ଦ କରିଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଅନେକ ପ୍ୟାନ୍ସ ମଧ୍ୟ ରହିଛନ୍ତି । ବନ୍ଧୁଗଣ ଆହାନା ଗତକାଲି ରାକେଶ ଙ୍କୁ ବିବାହ କରିଛନ୍ତି । ରାକେଶ ହେଉଛନ୍ତି ତାଙ୍କ ପ୍ରେମିକ, ବନ୍ଧୁଗଣ ଅନେକ ସମୟ ଧରି ଦୁହିଜଣ ପ୍ରେମ ସମ୍ପର୍କରେ ଥିଲେ । ଆହାନା ଙ୍କର ହିଟ ଚଳଚ୍ଚିତ୍ର ହେଉଛି, ବ୍ଲାକମେଲ, ଭୈରଭ ।

ଏହି ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକ ଙ୍କ ହୃଦୟକୁ ଜିତି ପାରିଛନ୍ତି । ଏହି ଦୁଇଟି ଚଳଚ୍ଚିତ୍ରରେ ସେ ସାଇଡ ହିରୋଇନ ଭାବେ ଅଭିନୟ କରିଥିଲେ । ବନ୍ଧୁଗଣ ଗତକାଲି ରାତିରେ ସେ ତାଙ୍କ ବୟଫ୍ରେଣ୍ଡ ରାକେଶ ଙ୍କୁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଅଳ୍ପ କିଛି ଦିନ ହେବ ଦୁହିଜଣଙ୍କ ନିର୍ବନ୍ଧ ମଧ୍ୟ ସଂପୂର୍ଣ୍ଣ ହୋଇଥିଲା, ଏହାର ଖବର ସୋସିଆଲ ମିଡିଆରେ ପ୍ରସାରିତ ହୋଇଥିଲା । ଆହାନ ଅନେକ ସମୟ ଡହରି ରାକେଶଙ୍କୁ ଭଲ ପାଇ ଆସୁଥିବାର ଖବର ନିଜେ ସୋସିଆଲ ମିଡିଆରେ ଫୋଟ ଅପଲୋଡ କରି ଜଣାଇଥିଲେ ।

ବନ୍ଧୁଗଣ ଦୁହିଜଣଙ୍କର ବିବାହ ଗତକାଲି ବହୁତ ଧୂମଧାମରେ ସଂପୂର୍ଣ୍ଣ ହୋଇସାରିଛି । ଏଥିରେ ଉଭୟଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲ । ଏହା ସହିତ ପରିବାର ଲୋକେ ଆହନାଙ୍କର ବିବାହ ରାକେଶ ସାଙ୍ଗରେ ହେବା ରୁ ଖୁସି ମଧ୍ୟ ଅଛନ୍ତି । ଆହାନା କହିଛନ୍ତି ଯେ, ସେ ଆଗକୁ ମଧ୍ୟ ଚଳଚ୍ଚିତ୍ର କରିବେ, ସେ ନୂତନ କରି ଚଳଚ୍ଚିତ୍ରରେ ପାଦ ଦେଇଥିବାରୁ ବେସ ଖୁସି ଅଛନ୍ତି ବୋଲି କହିଛନ୍ତି । ଏହା ମଧ୍ୟ କହିଛନ୍ତି ଯେ ସେ ଓଡିଆ ଫିଲ୍ମ ଇଣ୍ଡଷ୍ତ୍ରୀରେ କିଛି କରି ଦେଖାଇବେ ଅର୍ଥାତ ସେ ଅଧିକ ଉନ୍ନତ ମାନର ପ୍ରଦର୍ଶନ ଦେଇ ଜଣେ ସଫଳ ଅଭିନେତ୍ରୀ ଭାବେ ବିଖ୍ୟାତ ଲାଭ କରିବେ ।

ବନ୍ଧୁଗଣ ସେ ଦେଖିବାକୁ ଯେମିତି ସୁନ୍ଦର ଅଭିନୟ ମଧ୍ୟ ସେତିକି ସୁନ୍ଦରତାର ସହିତ କରି ଆସିଛନ୍ତି, ଏହା ଫଳରେ ସେ ଦର୍ଶକ ମାନଙ୍କ ହୃଦୟରେ ଖୁବ ସମୟ ମଧ୍ୟରେ ନିଜର ଏକ ସ୍ଵୋତନ୍ତ୍ର ସ୍ଥାନ ବନାଇ ସାରିଛନ୍ତି । ବନ୍ଧୁଗଣ ଆମ ସମସ୍ତଙ୍କର ଶୁଭ ମନୋକାମାନା ଆହାନ ଏବଂ ରାକେଶ ଙ୍କ ବୈବାହିକ ଜୀବନ ଅତ୍ୟଧିକ ସୁଖମୟ ଏବଂ ଆନନ୍ଦମୟ ସାବ୍ୟସ୍ଥ ହେଉ । ସାରା ଓଡିଶାବାସୀ ମଧ୍ୟ ଆହାନା ଏବଂ ରାକେଶଙ୍କୁ ଆଶୀର୍ବାଦ ସହିତ ଶୁଭ କାମନା ର ବାର୍ତ୍ତା ପହଞ୍ଚାଇଛନ୍ତି । ବନ୍ଧୁଗଣ ଆପଣଙ୍କୁ ଆହାନାଙ୍କ ବିବାହ ସମ୍ବନ୍ଧରେ ସୂଚନା ଜାଣି କିଭଳି ଲାଗିଲା ଦୟାକରି ଜଣାଇବେ, ଆପଣଙ୍କୁ ଏହି ଟିପ୍ପଣୀ ଟି ଭଲ ଲାଗୁଥିଲେ ଗୋଟିଏ ଲାଇକ କରିଦିଅନ୍ତୁ ।

Leave a Reply

Your email address will not be published. Required fields are marked *