ରବିବାର 04 ଜୁଲାଇ 2021: ସୂର୍ଯ୍ୟ ଦେବଙ୍କ କୃପାରୁ ଆଜି ଏହି 2ଟି ରାଶିଙ୍କୁ ମିଳିବ କିଛି ବଡ ଖବର

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ ।

ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଏହି ଦିନ ବିବାହିତା ଲୋକଙ୍କ ପାଇଁ ବହୁତ ଖାସ ଦିନ ଭିତରୁ ଗୋଟିଏ ଅଟେ । ପିଲା ମାନେ ଖେଳକୁଦରେ ବ୍ୟସ୍ତ ରହିବେ । ନୂଆ ଗାଡି କିଣିବା ପାଇଁ ସମୟ ଶୁଭ ଅଟେ । ଯାତ୍ରା ସମୟରେ ନିଜର ଜିନିଷର ଧ୍ୟାନ ରଖନ୍ତୁ । ଆପଣଙ୍କୁ ଏମିତି ଜାଗାରୁ ମହତ୍ଵ ପୂର୍ଣ ଡାକରା ଆସିବ ଯେଉଁଠୁ ଆପଣ କେବେ କଲ୍ପନା କରିନଥିବେ ।

ବୃଷ :- ବ୍ୟବସାୟରେ ଆଜି ଆପଣଙ୍କ ସାହାର୍ଯ୍ୟ ପାଇଁ ସହଯୋଗୀ ନିଜେ ଆପଣଙ୍କ ପାଖକୁ ଆସିବେ । ଆଜି ଆପଣଙ୍କୁ ଧନ ଲାଭ ହେବାର ଆସରା ରହିଛି । ଆପଣ କୌଣସି ଧାର୍ମିକ ଯାତ୍ରାରେ ଯାଆନ୍ତୁ କାରଣ ଆଧ୍ୟତ୍ମ ଆଡୁକୁ ଆପଣଙ୍କ ରୁଚି ବଢିବ । ବ୍ଯବସାୟିକ କ୍ଷେତ୍ରରେ ପ୍ରଗତି ହେବ । ଏହା ଦ୍ଵାରା ଆପଣଙ୍କୁ ଖୁସି ବା ସନ୍ତୋଷ ମିଳିବ ।

ମିଥୁନ :- ଜୀବନସାଥିର ଖରାପ ସ୍ୱାସ୍ଥ୍ୟ କାରଣରୁ ଆପଣଙ୍କ କାମ କାର୍ଯ୍ୟ ପ୍ରଭାବିତ ହୋଇପାରେ । ଆପଣଙ୍କର ନୂଆ ସାଙ୍ଗ ବନିବ । ବିଜନେସରେ ସ୍ଥିତି ଆପଣଙ୍କ ଅନୁକୂଳ ରହିବ । ଆଜି କୌଣସି ପୁରୁଣା ବିବାଦର ସମାଧାନ ହେବ । ବ୍ୟବସାୟରେ ଆପଣଙ୍କୁ ବହୁତ ଦିନରୁ ରୋକୀ ହୋଇଥିବା କାମ ଆଜି ପୁରା ହେବ । ଚାକିରିରେ ଟିକେ ସାବଧାନତା ଅବଲମ୍ବନ କରିବାକୁ ହେବ ।

କର୍କଟ :- ଆଜି ଆପଣଙ୍କୁ ସମ୍ଭାଳିକି ଚଳିବାକୁ ହେବ । ଅନ୍ଯଥା କୌଣସି ଅସୁବିଧାରେ ପଡ଼ିପାର । ବୁଦ୍ଧିମାନ ଓ ଚତୁରତାର ସହିତ ବିଷୟ ସ୍ଥିତିକୁ ନିଜ ପକ୍ଷରେ କରିପାରିବେ । ଚାକିରି କ୍ଷେତ୍ରରେ ଦିନ ଆପଣଙ୍କ ପାଇଁ ବହୁତ ଭଲ ରହିବ । ଆଜି ଦିନରେ ଜୀବନ ସାଥି ସହିତ ଅଧିକରୁ ଅଧିକ ସମୟ ବିତାନ୍ତୁ । ଘରେ ପରିବାର ଲୋକ ଆପନ୍ନକ ପ୍ରତି ବିରୋଧୀ ହେବେ ।

ସିଂହ :- ଆଜି ଆପଣଙ୍କ ଛପିକି ଥିବା ଶକ୍ତିକୁ ବାହାରକୁ ଆଣିବା ପାଇଁ ଠିକ ସମୟ ଅଟେ । ଆଜି କୌଣସି ପାଖ ଲୋକଠୁ ଧୋଖା ମିଳିପାରେ । ଆଖି ବନ୍ଦ କରି କାହା ଉପରେ ବିଶ୍ଵାସ କରନ୍ତୁ ନହିଁ । ଏହି ରାଶିର ମହିଳାଙ୍କୁ ସୁନ୍ଦର ଉପହାର ମିଳିପାରେ । ଆପଣ ସାଙ୍ଗ ମାନଙ୍କ କଥା ବା ମାମଲାରେ ପଡନ୍ତୁ ନହିଁ । ଚାକିରି କରିଥିବା ଲୋକଙ୍କୁ ଆଜି କୌଣସି ଭଲ ଖବର ମିଳିପାରେ ।

କନ୍ୟା :- ଆଜି ଧନ ଲାଭର ଅବସର ପ୍ରାପ୍ତ ହୋଇବ । ଆପଣଙ୍କ ମନ ପୂଜା ପାଠରେ ଅଧିକ ଲାଗିବ । ଦାମ୍ପତ୍ୟ ଜୀବନରେ ଟିକେ ଅସୁବିଧା ଆସିପାରେ । ବଡ ନିସ୍ପତି ଆଜି ନିଅନ୍ତୁ ନହିଁ, ମନ ଅଶାନ୍ତି ରହିପାରେ । ଛୋଟ ଜାଗାକୁ ଯାତ୍ରା କରିପାରନ୍ତି । ଜୀବନ ସାଥିର କଡା କଥା ଆଜି ଆପଣଙ୍କୁ ଦୁଖୀ କରିପାରେ । ନୂଆ କାମରେ ପ୍ରତିବନ୍ଧକ ଆସିପାରେ । ସନ୍ଧ୍ଯା ମଧ୍ୟରେ କାମ ହୋଇପାରିବ ।

ତୁଳା :- ଆଜି ବଡ ଲୋକଙ୍କ ଆଶୀର୍ବାଦ ଏବଂ ସ୍ନେହ ଆପଣଙ୍କୁ ମିଳିବ । ପ୍ରେମୀଙ୍କ ସହିତ ସମ୍ପର୍କରେ ମିଠାଶ ଆସିବ । ଦୂର ସ୍ଥାନରୁ କୌଣସି ଭଲ ଖବର ମିଳିପାରେ । ନୂଆ ଘର କିଣିପାରନ୍ତି । ଦୂର ସ୍ଥାନରୁ କୌଣସି ଭଲ ଖବର ମିଳିପାରେ । ଘରେ ଖୁଶିର ମହୋଲ ରହିବ । ଆପଣଙ୍କ ମନରେ କିଛି ନୂଆ ବିଚାର ଆସିବ । ଚାକିରିରେ ମଧ୍ୟ ସଫଳତା ମିଳିପାରେ ।

ବିଛା :- ଆଜି ଆପଣ ସମୟ ସହିତ ନିଜକୁ ପକେଇବାକୁ ଚେଷ୍ଟା କରିବେ । କାର୍ଯ୍ୟ କ୍ଷେତ୍ରରେ କିଛି ଚେଞ୍ଜେସ ହୋଇବ । ଧର୍ମ କର୍ମ କାମରେ ରୁଚି ବଢିବ । ପୁରୁଣା କଥାକୁ ମନେପକାଇ ଆପଣ ହସିବେ । ପିତା ଆଉ ବରିଷ୍ଠ ଜନଙ୍କ ସହଯୋଗ ପ୍ରାପ୍ତ କରିବେ । କିଛି ନୂଆ କାମ କରିବାକୁ ଭବିବେ । କାର୍ଯ୍ୟରେ ଉଶ୍ଚାହ ଓ ଊର୍ଜରା ଅନୁଭବ କରିବେ ।

ଧନୁ :- ଆର୍ଥିକ ଯୋଜନା ସଫଳତା ପୂର୍ବକ ସିଦ୍ଧ ହେବ । ବ୍ୟାକିଙ୍ଗ ଓ ମାର୍କେଟିଂଗ ଫୀଲ୍ଡର ଲୋକ ବହୁତ ପରିଶ୍ରମ ପରେ ସଫଳତାର ପ୍ରାପ୍ତି ହେବ । ପରିବାରରେ ଖୁସି ରହିବ । ପିଲା ମାନଙ୍କ କୌଣସି କଥାକୁ ନେଇ ଜୀବନ ସାଥି ସହିତ କିଛି ଝଗଡା ହୋଇପାରେ । ତାହାକୁ ନଜର ଅନ୍ଦାଜ କରନ୍ତୁ ।

ମକର :- ଆଜି ବ୍ୟସ୍ତ ଭିତରେ କୌଣସି ଭୁଲ ହୋଇପାରେ । ସମ୍ଭାଳିକି କାମ କରନ୍ତୁ । ବୁଦ୍ଧି ଆଉ ଅନୁଭବ ଦ୍ଵାରା ଆପଣ କାର୍ଯ୍ୟ କ୍ଷେତ୍ରରେ ପ୍ରଗତି କରିବେ । ଦୁଇପ୍ରହର ପରେ ବ୍ୟସ୍ତ ରହିବେ । ପାରିବାରିକ ଓ ସାମାଜିକ ଜୀବନରେ କିଛି କାର୍ଯ୍ୟ ଆଜି ବନିପାରେ । ଉଚ ଅଧିକାରୀଙ୍କ ସହିତ ମହତ୍ଵ ଥିବା କଥା ଉପରେ ଚର୍ଚା ହୋଇପାରେ । ପରିବାର ଲୋକଙ୍କ ସହିତ ବହୁତ କଥା ହେବେ ।

କୁମ୍ଭ :- ଆଜି ଆପଣଙ୍କୁ ଅଚଳାଚଳ ସମ୍ପତି ଦିଗରେ ସଫଳତା ମିଳିବ । କାର୍ଯ୍ୟ ସଫଳତା ଦ୍ଵାରା ପ୍ରସନତା ରହିବ । ବୟସ୍କ ଲୋକଙ୍କୁ ନୀହା ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦେବାକୁ ହେବ । ଖାଇବା ପିବାର ସମୟ ଠିକ ରଖନ୍ତୁ । ଏହି ରାଶିର ଝିଅ ମାନେ ଆଜି ରୋମାଣ୍ଟିକ ମୁଡରେ ରହିବେ । ଉଚ ଅଧିକାରୀଙ୍କ ଦ୍ଵାରା ସମ୍ପର୍କ ବଢିବ । ଆତ୍ମବିଶ୍ଵାସ ଦ୍ଵାରା କାର୍ଯ୍ୟ ସିଦ୍ଧ ହେବ ।

ମୀନ :- ମିତ୍ର ଆଉ ସ୍ନେହ ଜନଙ୍କ ସହିତ ଆନନ୍ଦ ଦାୟୀ ପ୍ରୟାସର ଯୋଗ ରହିଛି । ଘରେ କୌଣସି ଆୟୋଜନର କରି ପାରିବେ । ଭାଗ୍ଯର ଅନୁକୂଳତାରେ ଚାକିରି ବ୍ୟବସାୟରେ ଖୁସି ଆଉ ପ୍ରଗତି ମିଳିବ । କିଛି କିଛି ପୁରା ହେବ । କୌଣସି ଜରୁରୀ କାମରେ ଯାତ୍ରା କରିବାକୁ ପଡିପାରେ ।

Leave a Reply

Your email address will not be published. Required fields are marked *