‘ରାହୁଲଙ୍କୁ ଦେଖି ମୁଁ ରହି ପାରିଲିନି’ ମୁଁ ନିଜକୁ…. Rahulଙ୍କ ହଜିଥିବା ସ୍ତ୍ରୀ Harapriya କହିଲେ ଅପହରଣର ପୁରା କାହାଣୀ, ଦେଖନ୍ତୁ Video

ବନ୍ଧୁଗଣ ବହୁ ଚର୍ଚ୍ଚିତ ଘଟଣାରେ ରାହୁଲଙ୍କ ସ୍ତ୍ରୀ କହିଛନ୍ତି କି ସେଦିନ କଲେଜ୍ରୁ ଥିବା ଅବସ୍ଥାରେ ତାଙ୍କୁ କେହି ଡାକି କହିଲେ ତାଙ୍କ ସ୍ଵାମୀ କାର ଧରି ବାହାରେ ଠିଆ ହୋଇଛନ୍ତି ଓ ଡାକୁଛନ୍ତି । ସେତେବେଳେ ସମୟ ହୋଇଥିଲା ୧୧ ତା ରୁ ୧୧ଟା ୧୫ ମିନିଟ ଭିତରେ । କିନ୍ତୁ ରାହୁଲଙ୍କ ସ୍ତ୍ରୀ ଯିବାକୁ ମନା କରି ଦେଇଥିଲେ । ସେ କହିଥିଲେ ରାହୁଲ ଆସିଲେ ତାଙ୍କୁ ଫୋନ କରିବେ । କିନ୍ତୁ ଯେଉଁ ବ୍ୟକ୍ତି ତାଙ୍କୁ ଡାକୁଥିଲେ ସେ କହିଲେ କି ରାହୁଲ ଫୋନ ଆଣି ନାହି ଜଲ୍ଦି ଚାଲ । ଏହା ଶୁଣିବା ପରେ ବ୍ୟକ୍ତିଙ୍କ କଥା କୁ ସତ ଭାବି ରାହୁଲଙ୍କ ସ୍ତ୍ରୀ କାର ପାଖକୁ ଯାଇଥିଲେ ।

ଠିକ ସେହି ସମୟରେ ତାଙ୍କ ମୁହଁ ରେ କେହି ରୁମାଲ ମାଡି ଦେଇଥିଲେ ଓ ସେ ଅଚେତ ହୋଇ ପଡିଲେ । ଏହା ପରେ କଣ ହେଲା ସେ କିଛି ଜାଣି ନାହାନ୍ତି ବୋଲି ରାହୁଲଙ୍କ ସତରେ କହିଛନ୍ତି । ଯେତେବେଳେ ରାହୁଲଙ୍କ ସ୍ତ୍ରୀ ଙ୍କ ହୋସ ଆସିଲା ସେ ନିଜକୁ ବନ୍ଦ ଘରେ ପାଇଲେ । ସେତେବେଳେ ତାଙ୍କ ପାଖରେ କେହି ନ ଥିଲେ ଓ ଖାଇବା ପିଇବାକୁ ଦେଇ ନ ଥିଲେ ।

ଆଜି କିନ୍ତୁ ରାହୁଲଙ୍କ ସ୍ତ୍ରୀ ରାହୁଲଙ୍କ ପାଖକୁ ରଖିଥିବା ଶିକରେଟ ଫୋନ ରେ ମ୍ଯାସେଜ କରିବେ ସମୟ ସ୍ଥାନ ର ସୂଚନା ଦେବା ସାହ ତାଙ୍କୁ ସେଠାରୁ ନେଇ ଯିବା ପାଇଁ କହିଥିଲେ । ରାହୁଲଙ୍କ ସ୍ତ୍ରୀ ଠିକ ଭାବେ ଜାଣି ନ ଥିଲେ କି କେଉଁ ଜାଗାରେ ସେ ଅଛନ୍ତି । ସେ ସନ୍ଦେହ କରି କେବଳ ରାହୁଲଙ୍କୁ ଜାଗର ନାଁ କହିଥିଲେ । ତେବେ ଠିକ ସମୟରେ ରାହୁଲ ସେହି ଜାଗାକୁ ଯାଇ ତାଙ୍କ ସ୍ତ୍ରୀ ଙ୍କୁ ଉଧାର କରିଛନ୍ତି ।

ଆହୁରି ମଧ୍ୟ ହରପ୍ରିୟା କହିଛନ୍ତି କି ତାଙ୍କ ମାମୁଁ ମାଇଁ ତାଙ୍କୁ କିଡନାପ କରି ନେଇ ଆସି ଅନ୍ୟତ୍ର କେଉଁଠି ବାହାଘର କରିବାକୁ ଜୋର ଜବରଦସ୍ତି କରୁଥିଲେ । ରାହୁଲଙ୍କ ସ୍ତ୍ରୀ ଙ୍କୁ ତାଙ୍କ ମାମୁଁ ମାଇଁ କେଉଁଠାକୁ ନେଇ ତାଙ୍କୁ ଜାତି ବଦଳ କରିବା ପାଇଁ ପୂଜା କରୁଥିଲେ ।

କିନ୍ତୁ ହରପ୍ରିୟା ସେଠାରୁ ଆସିବାକୁ ଅନେକ ଥର ଉଦ୍ୟମ କରିବା ପରେ ମଧ୍ୟ ତାଙ୍କୁ ଚାରିପଟୁ ସମସ୍ତେ ଘେରିକି ରହିଥିଲେ । ଯାହା ଫଳରେ ସେ ଖସି କି ଆସିପାରୁ ନ ଥିଲେ । ତା ପରେ ଯେତେବେଳେ ମନ୍ଦିର ବାହାରେ ଅତିରିକ୍ତ ହେଲା ରାହୁଲଙ୍କ ସ୍ତ୍ରୀ ଦଉଡି କି ପଳାଇ ଆସିଲେ ।

ତେବେ ଏତେ ଦିନ ପରେ ନିଜ ସ୍ଵାମୀ ଙ୍କୁ ଫେରି ପାଇ ଥିବାରୁ ବହୁତ ଖୁସି ଅଛନ୍ତି ବୋଲି ମତ ଦେଇଛନ୍ତି । ରାହୁଲଙ୍କ ସହ ତାଙ୍କ ବାପା ମା ଙ୍କୁ ମଧ୍ୟ ହରପ୍ରିୟା ବହୁତ ବହୁତ ଧନ୍ୟବାଦ ଜଣାଇଛନ୍ତି । ଆଜି ଯଦି ସେ ତାଙ୍କ ମାମୁଁ ମାଇଁ ଙ୍କ କବଳରୁ ଖସି ଆସି ପାରିଛନ୍ତି ତାହା ସମ୍ଭବ ହୋଇ ପାରିଛି କେବଳ ରାହୁଲ ଙ୍କ ପାଇଁ । ତେବେ ଏଭଳି ମନ୍ତବ୍ୟ ଦେଇଛନ୍ତି ରାହୁଲଙ୍କ ସ୍ତ୍ରୀ ।

ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏର ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *