ରାଜ ଘରର ବହୁ ହୋଇ ମଧ୍ୟ ବିଲକୁଲ ବି ନାହିଁ ଗର୍ବ ! ସାଧାରଣ ମହିଳାଭଳି ହାତରେ ଥଳି ନେଇ ବୁଲୁଛନ୍ତି ବଜାରରେ

ତେବେ ମୋହନା ନିଜେ ମଧ୍ୟ ଋୱା ରାଜକୁମାରୀ ଅଟନ୍ତି, ଏବଂ ତାଙ୍କ ପାଖରେ କୋଟି କୋଟି ସମ୍ପତ୍ତି ମଧ୍ୟ ଅଛି । କିଛି ମାସ ଆଗରୁ ମୋହନାକୁ ଷ୍ଟାର ପ୍ଲସ ଲୋକପ୍ରିୟ ସିରିୟଲ ୟେ ଋସ୍ତା କ୍ଯା କେହଲାତା ହେ ରେ ଆପଣମାନେ ଦେଖିବାକୁ ପାଇଥିବେ । କେବଳ ନିଜ ସୌକ ପାଇଁ ମୋହନା ଇଣ୍ଡଷ୍ଟ୍ରି ରେ କାମ କରୁଛନ୍ତି, ବିବାହ ପରେ ସେ ନିଜ କେରିୟର କୁ ଛାଡି ଦେଇଛନ୍ତି ।

ବର୍ତମାନ ରେ ସୋଶିଅଲ ମିଡିଆ ରେ ତାଙ୍କର ଏମିତି ଗୋଟେ ଫଟୋ ଦେଖିବାକୁ ମିଳିଛି ଯେଉଁଠି ସେ ହାତରେ ସାଧାରଣ ମହିଳା ଭଳି ହାତରେ ବ୍ୟାଗ ଧରି ବଜାର ଯାଇଛନ୍ତି । ସୋଶିଅଲ ମିଡିଆ ରେ ଏହି ଭାଇରାଲ ହୋଇଛି ଯାହା ଦେଖି ଦର୍ଶକମାନେ ଦେଖି ମୋହନାଙ୍କ ତାରିଫ କରିଛନ୍ତି । ମୋହନାଙ୍କ ଶଶୁରଘରେ ୨୦ ଠାରୁ ଅଧିକ ଚାକର ଅଛନ୍ତି, କିନ୍ତୁ ବଜାର କରିବା ପାଇଁ ସେ ନିଜେ ଆସିଥିଲେ । କୋଟି କୋଟି ସମ୍ପତ୍ତି ଥାଇ ମଧ୍ୟ ତାଙ୍କ ଭିତରେ ଗର୍ବ ବୋଲି ଜିନିଷ ନାହିଁ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *