ରଜ ସଂକ୍ରାନ୍ତି (15 June) ଏହି 6ଟି ରାଶିର ଭାଗ୍ୟ ବଦଳିବ, ଆପଣଙ୍କର ରାଶି ଅଛି କି ?

ବନ୍ଧୁଗଣ ଜୁନ 15ରେ ପଡୁଅଛି ପବିତ୍ର ରଜ ସଙ୍କ୍ରାନ୍ତି । ଏହି ଦିନ ଠାରୁ ଏହି 5ଟି ରାଶିଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ଏମାନଙ୍କର ଭାଗ୍ଯର କବାଟ ଖୋଲିବାକୁ ଯାଉଛି । ଦୀର୍ଘ 500 ବର୍ଷ ପରେ ରଜ ସଙ୍କ୍ରାନ୍ତି ରେ ହେବାକୁ ଯାଉଛି ଗ୍ରହ ମାନଙ୍କର ସଂଯୋଗ । ରାଶି ଚକ୍ରରେ ଗ୍ରହ ମାନଙ୍କର ସ୍ଥାନ ପରିବର୍ତ୍ତନ କାରଣରୁ ଗ୍ରହ ମାନଙ୍କରେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଜ୍ଯୋତିଷ ଶାସ୍ତ୍ରରେ 12ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି ।

ଦୀର୍ଘ 500 ବର୍ଷ ପରେ ରଜ ସଙ୍କ୍ରାନ୍ତିରେ ଗ୍ରହରେ ଘଟିବାକୁ ଯାଉଛି ଅଦଭୁତ ପରିବର୍ତ୍ତନ । ଯାହା କାରଣରୁ କିଛି ରାଶି ହେବାକୁ ଯାଉଛନ୍ତି ଧନବାନ । ଆସନ୍ତୁ ଜାଣିବା ବିସ୍ତାର ଭାବେ । ତୁଳା ରାଶି ; ଆପଣଙ୍କୁ ଜୀବନରେ ସଫଳତା ମିଳିବାର ନଜର ଆସୁଛି । ଘରେ ସୁଖ ସମୃଦ୍ଧି ଓ ଧନର ଆଗମନ ହେବ । ଆପଣ ଏହି ରଜ ସଙ୍କ୍ରାନ୍ତି ଠାରୁ କିଛି ନୂଆ କରି ଦେଖାଇବେ । ବେରୋଜଗାରଙ୍କୁ ଭଲ ଚାକିରି ମିଳିବାର ଯୋଗ ଅଛି । ନୂଆ କାର୍ଯ୍ୟରେ ଆସୁଥିବା ବାଧା ଦୂର ହେବ ।

ବୃଷ ରାଶି : ଆପଣଙ୍କୁ ଆର୍ଥିକ କ୍ଷେତ୍ରରେ ବହୁତ ଉନ୍ନତି ହାସଲ ହେବ । ଆଗାମୀ ସମୟ ବହୁତ ଶୁଭ ରହିବ । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଧନ ଲାଭ ହେବାର ସମ୍ଭାବନା ଅଛି । ଏହି ସମୟରେ ଆପଣଙ୍କ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ ।  ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ରଜ ସଙ୍କ୍ରାନ୍ତି ଠାରୁ ଦିନ ଅଧିକ ଶୁଭ ରହିବ ।

ସିଂହ ରାଶି : ଏହି ରାଶିର ଲୋକଙ୍କୁ ଆର୍ଥିକ ସଙ୍କଟ ଠାରୁ ମୁକ୍ତି ମିଳିବ । ଆପଣ ଦିନ ରାତି ପରିଶ୍ରମ କରି ଉନ୍ନତି କରିବା ସହ ନୂଆ ପରିଚୟ ସୃଷ୍ଟି କରିବେ । ଆପଣ ଜରୁରୀ କାମରେ ନିସ୍ପତି ନେବାରେ ସଫଳ ହେବେ । ଆପଣଙ୍କର ଆଗାମୀ ସମୟ ଘୋଡା ଠାରୁ ଅଧିକ ଦୌଡିବାରେ ଲାଗିବ । ଧନ ନୂଆ ଧାରାରେ ବୋହିବ ।

କନ୍ୟା ରାଶି : ଆପଣଙ୍କ ଘରେ ସୁଖ ସମୃଦ୍ଧି ଓ ଧନର ଆଗମନ ହେବ । ଯାହା ଫଳରେ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ । ଚାକିରିରେ ଉନ୍ନତିର ବଡ ଖୁସି ଖବର ପ୍ରାପ୍ତ ହେବ । ଧନରେ ଅପାର ବୃଦ୍ଧି ହେବ । ସବୁ ପ୍ରକାରର ଦୁଖ କଷ୍ଟର ଅନ୍ତ ହେବ ।

ମେଷ ରାଶି : ଆପଣଙ୍କ ଜୀବନରେ ସବୁ ପ୍ରକାରର ଖୁସି ଆସିବାକୁ ଆଉଛି । ଆପଣ କଠିନ ରୁ କଠିନ କାମ ସହଜରେ କରି ଆଗକୁ ଆଗକୁ ବଢି ଚାଲିବେ । ପରିଶ୍ରମ ଓ ଶ୍ରମିକ କାମ କରୁଥିବା ବ୍ୟକ୍ତିଙ୍କୁ ଅଧିକ ଧନ ଲାଭ ହେବ । ଯାହା ଫଳରେ ପରିବାରର ସଦସ୍ୟଙ୍କ ପାଇଁ ନୂଆ ନୂଆ ଜିନିଷ କିଣିପାରନ୍ତି ।

କୁମ୍ଭ ରାଶି : ବ୍ୟାପାର ବାଣିଜ୍ୟ କରୁଥିବା ବ୍ୟକ୍ତିଙ୍କୁ ରଜ ସଙ୍କ୍ରାନ୍ତି ଠାରୁ ଅଧିକ ଧନ ଲାଭ ହେବ । ଆପଣଙ୍କ ସଫଳତା ଦେଖି ଶତ୍ରୁ ଉଗ୍ର ହେବେ । କିନ୍ତୁ ଆପଣ ଭୟ କରନ୍ତୁ ନାହିଁ । ଆର୍ଥିକ ଲାଭ ହେବ । ମଙ୍ଗଳ କାର୍ଯ୍ୟ ର ଆୟୋଜନ ହୋଇପାରେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ  ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *