ରଖେ ହରି ତ ମାରେ କିଏ ! ଦେଖନ୍ତୁ ମୃତ୍ୟୁ ମୁଖରୁ କିପରି ଫେରିଲେ କାର ରେ ଥିବା ଯାତ୍ରୀ, ଥରେ ଦେଖନ୍ତୁ ଏହି Video ଆପଣଙ୍କ ଛାତି ବି ଥରି ଉଠିବ

କହିଦେଉଛୁ କି ଉତ୍ତରାଖଣ୍ଡରେ ଲଗାଣ ବର୍ଷା କାରଣରୁ ବଦ୍ରିନାଥର ରାଜରାସ୍ତାରେ ଭୂସଖଲନ ହୋଇଥିଲା । ଏହା ମଧ୍ୟରେ ଗୋଟିଏ କାର ସମୋବାର ଦିନ ବଦ୍ରୀନାଥ ରାଜମାର୍ଗର ଲଂବାଗଢ଼ରେ ଫ-ସି ଗଲା । ଯାହାକୁ କିଛି ସମୟ ପରେ ଏକ ବୋଲ୍ଡେଜର ମାଧ୍ୟମରେ ଉ-ଦ୍ଧା-ର କରାଯାଇଛି । ସୀମା ସଡକ ସଂଗଠନ ବି-ଆ-ର-ଓ ଦ୍ଵାରା ଗାଡିକୁ ଓ ଗାଡିରେ ଥିବା ଯାତ୍ରୀମାନଙ୍କୁ ସୁରକ୍ଷା ଉ-ଦ୍ଧା-ର କରିବା ପାଇଁ ପ୍ରୟାସ କରାଯାଇ ଥିଲା । ଯେଉଁ ଥିରେ ସେମାନେ ସଫଳ ମଧ୍ୟ ହେଲେ । ଉତ୍ତରାଖଣ୍ଡର ଋଷିକେଶ – ବଦ୍ରୀନାଥ ରାଜରାସ୍ତାରେ ବହୁତ ପଥର ଜମି ଯାଇଛି ଓ ସିରୋବଗଡରେ ବହୁତ ଗାଡି କ୍ଷ-ତି-ଗ୍ର-ସ୍ତ ବି ହୋଇଛି ।

ଭୂସଖଳନ ଯୋଗୁ ଖାନଖରା – ଖେଡ଼ାଖାଲ – ଖିରସୂକୁ ସଂଯୋଗ କରୁଥିବା ମା-ର୍ଗ ଗୁଡିକ ବି ବ-ନ୍ଦ ହୋଇ ଯାଇଛି । ଯେଉଁ କାରଣରୁ ଯାତାୟାତରେ ବହୁତ ଅସୁବିଧା ହେଉଛି । ଗତ ଚାରି ଦିନ ହେବ ଏହି ଅଞ୍ଚଳରେ ଲଗାତାର ବର୍ଷା ହେଉଛି ଯେଉଁ କାରଣରୁ ଏହି ସ୍ଥାନରେ ଭୂସଖଳନ ହେଉଛି । ଭାରତୀୟ ମୌସମ ବିଭାଗ IMD ଉତ୍ତରାଖଣ୍ଡ ପାଇଁ ରେଡ ଅଲର୍ଟ ଜାରି କରିଛନ୍ତି ।

ଆ-ଇ-ଏ-ମ-ଡ଼ି ସୋମବାର ଦିନ ସକାଳେ ଜାରି ନିଜର ଦୈନିକ ମୌସମ ସୂଚନାରେ କହିଥିଲା କି ଉତ୍ତରାଖଣ୍ଡ ଓ ପଶ୍ଚିମ ଉତ୍ତର ପ୍ରଦେଶରେ ଅଲଗା ଅଲଗା ସ୍ଥାନରେ ପ୍ରବଳ ବର୍ଷା ହେବା ସହିତ ଭୂସଖଳନ ହେବାର ସମ୍ଭାବନା ଅଛି । ସେଥିପାଇଁ ସମସ୍ତେ ସୁରକ୍ଷିତ ସ୍ଥାନକୁ ଚାଲି ଯାଆନ୍ତୁ । ସୁରକ୍ଷା ଦ୍ରୁଷ୍ଟିରେ ବର୍ତ୍ତମାନ ବଦ୍ରିନାଥର ଯାତ୍ରାକୁ ଅଟକାଇ ଦିଆ ଯାଇଛି ଓ ବଦ୍ରିନାଥ ଯାଉଥିବା ଯାତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖା ଯାଇଛି ।

କହିଦେଉଛୁ କି ବର୍ତ୍ତମାନ ସମୟରେ ଲୋକମାନେ ବଦ୍ରିନାଥ ମନ୍ଦିର ଦର୍ଶନ କରିବା ପାଇଁ ଯାଇଥାନ୍ତି । କିନ୍ତୁ ସବୁ ବର୍ଷ ଭଳି ଏହି ବର୍ଷ ବି ଲଗାତାର ବର୍ଷା ଓ ଭୂସଖଳନ ଯାତ୍ରୀମାନଙ୍କ ପାଇଁ ଚିନ୍ତା ବଢାଇଛି । ଆପଣ ଦେଖି ପାରୁଥିବେ କି ଭୂସଖଳନ ଯୋଗୁ ଗୋଟିଏ ଗାଡି ରାଜରାସ୍ତା ମଧ୍ୟରେ ଅଟକି ଯାଇଛି ଓ ଏଥିରେ କିଛି ଯାତ୍ରୀ ବି ଅଛନ୍ତି । ସେହି ଗାଡି ଓ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ଲୋକମାନେ ଚେଷ୍ଟା କରିଥିଲେ ।

ଏକ ବୋଲ୍ଡେଜର ମାଧ୍ୟମରେ କିଛି ପଥରକୁ ସାଇଡ କରି ଗାଡିକୁ ଅଳ୍ପ ଠେଲି ଗାଡି ସେହି ସ୍ଥାନରୁ ଉଦ୍ଧାର କରା ଯାଇଛି । ବର୍ତ୍ତମାନ ସମସ୍ତେ ସୁରକ୍ଷିତ ଅଛନ୍ତି ବୋଲି ସୂଚନା ହସ୍ତଗତ ହୋଇଛି । କହିଦେଉଛୁ କି ଏହିଭଳି ସବୁ ବର୍ଷା ହୋଇଥାଏ ଓ ବେଳେ ବେଳେ କେତେକ ଲୋକମାନ ଏହିଭଳି ସ୍ଥିତିରେ ଫସି ଯାଆନ୍ତି ।

Leave a Reply

Your email address will not be published. Required fields are marked *