ରାକ୍ଷୀରେ Bollywood ଷ୍ଟାର ମାନଙ୍କ ଦାମୀ ଗିଫ୍ଟ, Akshay Kumar ନିଜ ଭଉଣୀ ଙ୍କୁ ଦେଲେ ସବୁଠୁ ଅଧିକ ମହଙ୍ଗା ଗିଫ୍ଟ, ଯାହାର ଦାମ ଶୁଣିଲେ ଆପଣ ଚମକି ପଡିବେ

ସବୁ ଆଡେ ବହୁତ ଧୂମଧାମର ସାହିର ରାକ୍ଷୀର ପାଳନ କରାଯାଇଥାଏ । ବଲିଉଡର କେତେକ ସେଲିବ୍ରେଟ କରିଛନ୍ତି ଭଉଣୀ ମାନଙ୍କୁ ବହୁତ ଦାମୀ ଉପହାର ମଧ୍ୟ ଦେଇଛନ୍ତି । ଉପହାର ଓ ତାର ମୂଲ୍ୟ ଦେଖିକି ଆଶ୍ଚର୍ଯ୍ୟ ହୋଇଯିବେ ।

ଅର୍ଜୁନ କପୁର ଯାନଭି କପୁର :- ଅର୍ଜୁନ ରାକ୍ଷୀରେ ତାଙ୍କ ଭଉଣୀ ଯାନଭି ସହିତ ମୁମ୍ବାଇରେ ପାଳନ କରିଛନ୍ତି । ଏହି ଅବସରରେ ସେ ଯାନଭିଙ୍କୁ ଡାଇମଣ୍ଡର ସେଟ ଉପହାର ଦେଇଛନ୍ତି । ଆଉ ତାର ମୂଲ୍ୟ ହେଉଛି ୧ କୋଟି ଟଙ୍କା ।


ଇବ୍ରାହିମ ଖାନ ସାରା ଅଲ୍ଲୀ ଖାନ :- ଇବ୍ରାହିମ ତାଙ୍କ ବଡ ଭଉଣୀ ସାରା ଅଲ୍ଲୀଙ୍କୁ ଗୋଟିଏ ଡାଇମଣ୍ଡ ଋଂ ଉପହାର ଦେଇଛନ୍ତି ଯାହାର ମୂଲ୍ୟ ୧ କୋଟି ଟଙ୍କା ଅଟେ ।

ସିଦ୍ଧାର୍ଥ ଓ ଶ୍ରଦ୍ଧା କପୁର :- ଶ୍ରଦ୍ଧା କପୁରଙ୍କ ଛୋଟ ଭାଇ ସିଦ୍ଧାର୍ଥ ରାକ୍ଷୀରେ ନିଜ ଭଉଣୀଙ୍କୁ ଉପହାର ଦେଇଛନ୍ତି ଗୋଟେ ବଡ କାର ଯାହାର ମୂଲ୍ୟ ୫ କୋଟି ଟଙ୍କା ।


ସେଫ ଅଲ୍ଲୀ ଓ ଶୋହା ଅଲ୍ଲୀ :- ସେମାନେ ଧର୍ମରେ ମୁସ୍ଲିମ କିନ୍ତୁ ସେ ହିନ୍ଦୁ ଧର୍ମକୁ ବହୁତ ଭଲ ଭାବରେ ପାଳନ କରିଥାନ୍ତି । ରାକ୍ଷୀରେ ସେ ତାଙ୍କ ଛୋଟ ଭଉଣୀ ସୋହାଙ୍କୁ ଗୋଟିଏ ଡାଇମଣ୍ଡର କାନ ଫୁଲ ଉପହାର ଦେଇଛନ୍ତି ଯାହାର ମୂଲ୍ୟ ଅଟେ ୩୦ ଲକ୍ଷ ଟଙ୍କା ।


ସିଦ୍ଧାର୍ଥ ଚୋପଡା ଓ ପ୍ରିୟଙ୍କା ଚୋପଡା :- ବଲ୍ଲୀଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପଡା ରାକ୍ଷୀରେ ତାଙ୍କ ଭାଇଙ୍କ ସହିତ ପାଳନ କରିଛନ୍ତି । ସେହି ଅବସଶରେ ସେ ତାଙ୍କ ଭଉଣୀଙ୍କୁ ଗୋଟିଏ ଘର ଉପହାର ଦେଇଇଛନ୍ତି । ଯାହାର ମୂଲ୍ୟ ଅଟେ ଦଶ କୋଟି ଟଙ୍କା ।

ଅକ୍ଷୟ ଓ ଅଲକା ଭାଟିଆ :- ଅକ୍ଷୟ ରାକ୍ଷୀରେ ତାଙ୍କ ଛୋଟ ଭଉଣୀ ଅଲକା ଭାଟିଆଙ୍କ ସହିତ ପାଳନ କରିଛନ୍ତି । ରାକ୍ଷୀରେ ସେ ତାଙ୍କ ଭଉଣୀଙ୍କୁ ଗୋଟିଏ ପ୍ରାଇଭେଟ ୟାଚ ଉପହାର ଦେଇଛନ୍ତି । ଯେଉଁ ଥିରେ ସବୁ ପ୍ରକାର ସୁଖ ସୁବିଧା ରହିଛି । ଏହି ୟାଟ ମୂଲ୍ୟ ଅଟେ ୫୦ କୋଟି ଟଙ୍କା ।


କାର୍ତିକ ଆରିୟାନ ଓ କୃତିକା ଆରିୟାନ :- କାର୍ତିକ ରାକ୍ଷୀରେ ତାଙ୍କ ଭଉଣୀକୁ ଗୋଟିଏ ଡାଇମଣ୍ଡ ରିଙ୍ଗ ଉପହାର ଦେଇଛନ୍ତି । ଯାହାର ମୂଲ୍ୟ ଥିଲା ଗୋଟିଏ କୋଟି ଟଙ୍କା ।

ରୀତିକ ଓ ସୁନୟନା ରୋଷନ :- ରୀତିକ ରାଖୀରେ ତାଙ୍କ ଭଉଣୀ ସୁନୟନାଙ୍କୁ ରାକ୍ଷୀରେ ହମ୍ସ ବ୍ରାଣ୍ଡର ହ୍ଯାଣ୍ଡ ବ୍ୟାଗ ଉପହାର ଦେଇଥିଲେ ଯାହାର ମୂଲ୍ୟ ୪ ଲକ୍ଷ ଟଙ୍କା ।

ସଲମାନ ଓ ଅର୍ପିତା ଖାନ :- ରାକ୍ଷୀରେ ସଲମାନ ନିଜ ଭଉଣୀ ଅର୍ପିତାଙ୍କୁ ମନୀଷ ମାଲ୍ହୋତ୍ରା ର ଲେହେଙ୍ଗା ଉପହାର ଦେଇଥିଲେ । ଯାହାର ମୂଲ୍ୟ ଥିଲା ୯୦ ଲକ୍ଷ ।

Leave a Reply

Your email address will not be published. Required fields are marked *