ରବିବାର 03 ଜାନୁୟାରୀ 2021- ଆଜି ଶନିଦେବଙ୍କ କୃପାରୁ ଏହି 4 ରାଶିଙ୍କ ଜୀବନରେ ଆସିବ ବଡ ପରିବର୍ତ୍ତନ

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଅପାନ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ:

ଆଜିର ଦିନ ସେହି ଲୋକଙ୍କ ପାଇଁ ଖାସ ଅଟେ ଯେଉଁମାନେ ବହୁତ ମହତ୍ଵକାଙ୍ଖି ହୋଇଥାନ୍ତି । ଯାତ୍ରାରେ ଲାଭ ହେବ । ମଧ୍ୟାନରେ କୌଣସି ଉଚ ଅଧିକାରୀଙ୍କ ସହିତ ବାଦ ବିବାଦ ହେବାର ଆଶଙ୍କା ରହିଛି । ଆପଣଙ୍କୁ କିଛି ନୂଆ ଅନୁଭବ କିଛି ପ୍ରାପ୍ତ ହୋଇପାରେ । ସନ୍ଧ୍ଯା ସମୟରେ ଯୋଜନା ପୁର୍ତି ହେବାର ଲାଭ ମିଳିପାରେ । ହଠାତ ସନ୍ଧ୍ଯା ସନ୍ଧ୍ଯା ସମୟରେ କୁଣିଆ ଆସିପାରନ୍ତି । କିନ୍ତୁ ଆଜି ପୁରା ମନରେ ତାଙ୍କର ସ୍ଵାଗତ କରିବେ ।

ବୃଷ :

ଆଜି କୌଣସି ପ୍ରକାରର ପ୍ରପଟିକୁ ନେଇ ଆପଣଙ୍କ ଘରେ ବିବାଦ ହୋଇପାରେ । ଭୌତିକ ସୁଖ ସାଧନାରେ ମଧ୍ୟ ବୃଦ୍ଧି ହୋଇପାରେ । ଦିନରେ ଶୁଭ ପରିମାଣ ପ୍ରାପ୍ତ ହେବ । ଆପଣ ଆପଣଙ୍କ କଥାକୁ ଦୃଢତାର ସହିତ ଲୋକଙ୍କ ଆଗରେ ରଖିପାରିବେ । ରାତି ସମୟରେ ବହୁତ ମଜା ମସ୍ତିରେ କଟିବ । ପାଖ ଜାଗାକୁ ଯାତ୍ରା ସାବଧାନିକ ପୂର୍ବ କରିବେତ ଲାଭ ହେବ ।

ମିଥୁନ :

ଆଜି ଦିନ ବ୍ୟାପାରୀଙ୍କ ନୂଆ ନୂଆ ପ୍ଲାନିଂ କରିବାରେ ବିତିବ । ରୁଣ ଭାର କେବେ ଆସିପାରେ, ସନ୍ତାନ ସୁଖର ପୂର୍ଣ ସୁଖ  ବା ସାହଯୋଗ ପ୍ରାପ୍ତ ହେବ । ଭୌତିକ ସାଧନାରେ ବ୍ୟୟ ହେବାର ଯୋଗ ବନୁଛି । ଆପଣ ଆଜିର ଦିନ କିଛି କିଣିପାରନ୍ତି । ବିପରୀତ ଲୀଙ୍ଗଙ୍କ ସହିତ ମିତ୍ରତା ହୋଇପାରେ । ସାବଧାନ ରୁହନ୍ତୁ । ନୂଆ ଜିନିଷ ଶିଖିବାର ଅବସର ମିଳିବ । ବ୍ୟର୍ଥ ବ୍ୟୟରୁ ବଞ୍ଚନ୍ତୁ । ଆଜି ଭାଗ୍ୟ ୭୮ ପ୍ରତିଶତ ସହଯୋଗ କରିବ ।

କର୍କଟ :

ଆଜି ଗ୍ରହର ସ୍ଥିତି ଆପଣଙ୍କ ପାଇଁ ଶୁଭ ଅଟେ । ଆଜି ଭୌତିକ ସୁଖ ସମୃଦ୍ଧିରେ କାଫି ବୃଦ୍ଧି ହେବ । କୁଟୁମ୍ବ ଲୋକ ଓ ସହକର୍ମୀୟଙ୍କ ସହିତ ପ୍ରଘାଡଟ ବଢିବ । ସନ୍ଧ୍ଯାରୁ ନେଇକି ରାତି ସମୟ ଆଧ୍ୟାତ୍ମିକ ବା ଧାର୍ମିକ କାର୍ଯ୍ୟରେ ବ୍ଯତୀତ ହେବ । ଶୁଭ ବ୍ୟୟ ମଧ୍ୟ ହୋଇପାରେ । ଯେଉଁଥିରେ ଆପଣଙ୍କ ସାନରେ ବୃଦ୍ଧି ହେବ ।

ସିଂହ :

ଆଜିର ଦିନରେ ଚାଲି ଆସୁଥିବା ବହୁତ ଦିନର ସମସ୍ଯା ଦୂର ହେବ । କାର୍ଯ୍ୟ କ୍ଷେତ୍ରରେ ମହୋଲ ମଧ୍ୟ ଅନୁକୂଳ ରହିବ । ବୁଦ୍ଧି ବିବେକରେ ନିଆଯାଇଥିବା ନିର୍ନୟ ଲାଭ ଦେଇପାରେ । ଆପଣଙ୍କ ପୁରୁଷାର୍ଥ ପାଇଁ ଆପଣଙ୍କ ଆତ୍ମା ବିଶ୍ବାସରେ ବୃଦ୍ଧି ହେବ । ଆପଣଙ୍କ ଭାଗ୍ୟ ଚମକି ପରେ । ସନ୍ଧ୍ଯାରୁ ରାତି ପର୍ଯ୍ୟନ୍ତ କୌଣସି ରାଜନୈତିକ କାର୍ଯ୍ୟରେ ସମୟ ବିତିବ । ଆଉ ଆପଣଙ୍କୁ ଶାନ୍ତି ମିଳିବ । ଆଜି ଭାଗ୍ୟ ୭୦ ପ୍ରତିଶତ ସାହଯୋଗ କରିବ ।

କନ୍ୟା :

ଆଜିର ଦିନ ବହୁତ ଲମ୍ବା ସମଯରୁ ଚାଲିଆସୁଥିବା ସମସ୍ୟାର ଅନ୍ତ ହେବ । ଆଉ ଆଉ ଶତ୍ରୁତା ସହିତ ବିବାଦର ମଧ୍ୟ ଅନ୍ତ ହୋଇପାରିବ । ଆପଣଙ୍କ ଖର୍ଚ କମ ହେବା ଦ୍ଵାରା ଆପଣଙ୍କ ଅର୍ଥ ବ୍ୟବସ୍ଥାରେ  ସୁଧାର ହେବ । ଭଲ ବାହାନର ସୁଖ ମଧ୍ୟ ଆପଣଙ୍କୁ ମିଳିବ । ପରିବାରରେ କୌଣସି କଥାକୁ ନେଇ ନିଜ ନିଜ ଭିତରେ କିଛି ଯୁକ୍ତି ତର୍କ ହୋଇପାରେ । ଆପଣଙ୍କ ସବୁ କାମ ହୋଇଯିବା ଦ୍ଵାରା କୁଟୁମ୍ବ ଲୋକ ଈର୍ଷା କରିପାରନ୍ତି ।

ତୁଳା :

ଆଜିର ଗ୍ରହର ଯୋଗ ଓ ସଂଯୋଗ ଆପଣଙ୍କ ବହୁତ କାମ ସହଜ କରିପାରେ । ଧନ ପ୍ରାପ୍ତି ଦ୍ଵାରା କୋଷ ବୃଦ୍ଧି ହେବ । ସନ୍ଧ୍ଯା ସମୟ କୌଣସି ମାଙ୍ଗଳିକ କାର୍ଯ୍ୟରେ ବ୍ଯତୀତ ହେବ । ସମ୍ପର୍କୀୟ ଠାରୁ ଆପଣଙ୍କ ପାଇଁ କୌଣସି ଶୁଭ ଖବର ପ୍ରାପ୍ତି ହେବ । ସେଥିରେ ମନ ପ୍ରସନ୍ନ ହେବ । ଭାଗ୍ୟ ୮୯ ପ୍ରତିଶତ ସହଯୋଗ କରିବ ।

ବିଛା :

ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଅଟେ ଓ ଆପଣାଙ୍କ ଦେଖା ଏମିତି ଲୋକ ସହିତ ହୋଇପାରେ ଯାହାକୁ ଆପଣ ବହୁତ ସମୟରୁ ଦେଖା କରିବାକୁ ଭାବୁଥିଲେ । ଖାଇବା ପାଇ ଉତ୍ତମ ପ୍ରକାର ବ୍ୟଞ୍ଜନ ମିଳିବ ଓ ଆଉ କାମ ମଧ୍ୟ ସହଜରେ ବନିଯିବ । ଖାଇବା ପିଇବାରେ ଧ୍ୟାନ ରଖନ୍ତୁ ନହେଲେ ପେଟ ଖରାପ ହୋଇପାରେ । ପାଖ କିମ୍ବା ଦୂରକୁ ଯିବାର ଯୋଗ ବନିବ । କାମ ମଧ୍ୟ ସହଜରେ ହୋଇବ । ଆଜି ଭାଗ୍ୟ ୭୨ ପ୍ରତିଶତ ସହଯୋଗ କରିବ ।

ଧନୁ :

ଆଜିର ଦିନ ବହୁତ ଆଧ୍ୟାତ୍ମିକ ଜ୍ଞାନ ପ୍ରାପ୍ତ କରିବାରେ ବିତେଇବେ । ପୂଜା ପାଠ ସତ୍ସଙ୍ଗରେ ରୁଚି ବଢିବ । ନୂଆ ବ୍ୟାପାର ପାଇଁ ନୂଆ ଯୋଜନା ବନିବ ଯାହା ଆଗକୁ ଯାଇ ଧନ ଲାଭ କରାଇବା । ଆଜି ଆପଣଙ୍କୁ ଭାଇ ଭଉଣୀର ସୁଖ ଓ ସହଯୋଗ ପ୍ରାପ୍ତ ହେବ । ଆତ୍ମ ବିଶ୍ବାସରେ ବୃଦ୍ଧିହେବ, ସନ୍ଧ୍ଯାରୁ ନେଇ ରାତି ପର୍ଯ୍ୟନ୍ତ କାହା ସହିତ ବିଶେଷ ଚର୍ଚାରେ ବିତିବ । ଆଜି ଭାଗ୍ୟ ୮୯ ପ୍ରତିଶତ ସହଯୋଗ କରିବ ।

ମକର :

ଆଜିର ଦିନ ପରାକ୍ରମରେ ବୃଦ୍ଧି ହେବ ଓ ଶତ୍ରୁ ମାନଙ୍କର ନାସ ହେବ । ମାନସିକ ଚିନ୍ତା ଆପଣଙ୍କୁ ଚିନ୍ତାରେ ପକାଇ ପାରେ । ଆଉ ଆପଣ କୌଣସି ପ୍ରକାର ରୋଗରେ ପୀଡିତ ହୋଇପାରନ୍ତି । ପଣି ପାଗ ମଧ୍ୟ ଆପଣଙ୍କୁ ବହୁତ କ୍ଷତିରେ ପକାଇ ପାରେ । ଆପଣଏନକେ କଥା ଓ କଳା କୌଶଳ ଦ୍ଵାରା ସତୃଙ୍କ ଷଡଯନ୍ତ୍ର କରିବାର ପ୍ରୟାସ କରନ୍ତୁ । ଦେବା ନେବାରେ ସାବଧାନ ହୁଅନ୍ତୁ । ଆଜି ଭାଗ୍ୟ ୭୯ ପ୍ରତିଶତ ସାହଯୋଗ କରିବ ।

କୁମ୍ଭ :

ଆଜି ଆପଣଙ୍କ ପୁରୁଣା କାମ କିଛି ସମସ୍ଯା ପରେ ସମାଧାନ ହୋଇପାରେ । ସାମାଜିକ ଶସ୍ତ୍ର ପଢିବାରେ ମନ ଲଗାନ୍ତୁ । ଆଜି ନିଜର କଥାକୁ ଆଉ କାହା ଉପରେ ପୂର୍ଣ ରୂପରେ ରଖୀ ପାରିବେ । ଶତ୍ରୁ ପକ୍ଷ ଲଜିତ ହୋଇପାରନ୍ତି । ସନ୍ଧ୍ଯା ସମୟରେ କୌଣସି ଧାର୍ମିକ କାର୍ଯ୍ୟରେ ଯିବାକୁ ସୁଯୋଗ ମିଳିପାରେ । ଆଜି ଭାଗ୍ୟ ୭୨ ପ୍ରତିଶତ ସହଯୋଗ କରିପାରିବ ।

ମୀନ :

ଆଜି ଆପଣଙ୍କୁ ରୋକୀ ହୋଥିବା ଧନ ମିଳବା ଦ୍ଵାରା ଉନ୍ନତିର ମାର୍ଗ ମିଳିବ । ନୂଆ ବର୍ଷ ରଜତ ପାଦ ଦ୍ଵାରା ପ୍ରବେଶ କରିବ । ସନ୍ତାନ ପକ୍ଷରୁ ଆପଣଙ୍କୁ ହର୍ଷଦାୟକ ସମାଚାର ପ୍ରାପ୍ତି ହେବ । ଧାର୍ମିକ କାର୍ଯ୍ୟରେ ଅଧିକ ରୁଚି ବଢିବ ଓ ଘରେ ମଧ୍ୟ କିଛି ପୂଜା କରିପାରନ୍ତି । ଆଜିର ଦିନ ଅନୁକୂଳ ରହିବ । ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଆଜି ଭାଗ୍ୟ ୬୫ ପ୍ରତିଶତ ସହଯୋଗ କରିବ ।

Leave a Reply

Your email address will not be published. Required fields are marked *