ରବିବାର 27 ଡିସେମ୍ବର 2020- ଆଜି ଏହି 4ଟି ରାଶିର ବ୍ୟକ୍ତି ହେବେ ମାଲାମାଲ, ଏହି ୨ଟି ରାଶିଙ୍କୁ ହୋଇପାରେ କିଛି ସମସ୍ୟା

ଆମେ ଆପଣଙ୍କୁ ରବିବାର ଦିନ 27 ଡିସେମ୍ବର ରାଶିଫଳ କହୁ ଅଛୁ । ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ :

ବ୍ୟବସାୟ କରୁଥିବା ଜାତକଙ୍କ ପାଇଁ ଶୁଭ ସମୟ ଅଟେ, ଖରାପ ଖାଦ୍ଯ ପଦାର୍ଥ ଖାଇ ଆପଣ ନିଜ ସ୍ୱାସ୍ଥ୍ୟ ଖରାପ କରି ପାରନ୍ତି, ଆପଣଙ୍କ ପାଖରେ ନିଜ ଆୟ ଦ୍ଵାରା କିଛି ନୂଆ ଏବଂ ଲାଭକାରୀ କାର୍ଯ୍ୟ କରିବା ପାଇଁ ବୁଢୀ ଏବଂ ଶକ୍ତି ରହିବ । ବ୍ୟବସାୟ ରେ ହୋଇଥିବା ଅନ୍ୟ ଭୁଲ ଠାରୁ କିଛି ଶିଖିବା ପାଇଁ ଚେଷ୍ଟା କରନ୍ତୁ, ଆପଣଙ୍କ ଜୀବନ ବହୁତ ସୁଖମୟ ହବାକୁ ଯାଉଛି ।

ବୃଷ :

ଆଜି କେତେ ଦିନର ଅଟକି ଥିବା କାର୍ଯ୍ୟ ଆଜି ପୂର୍ଣ ହବ, ଯଦି ଆପଣ ମନ ଦେଇ ପ୍ରୟାସ କରନ୍ତି ତେବେ । ଭୁଲ ବୁଝା ମଣା ପାଇଁ ସମ୍ପର୍କ ଖରାପ ହୋଇ ପାରେ । ଆଜି ଆପଣଙ୍କ ପରିଶ୍ରମ ଫଳ ପ୍ରାପ୍ତି ହୋଇବ, ଆପଣ ନିଜ ସମ୍ପର୍କୀୟ ବା ଅନ୍ୟ ଲୋକଙ୍କ ଅସୁବିଧା ସମାଧାନ କରିବା ପାଇଁ ସକ୍ଷମ ରହିବେ ।

ମିଥୁନ :

ଆଜି ଆପଣଙ୍କୁ ଆବଶ୍ୟକ କାର୍ଯ୍ୟ ରେ ସମର୍ଥନ ପ୍ରାପ୍ତ ହବାର ଅଛି, ଭଲ ପାଇବା ଆପଣଙ୍କ ଜୀବନ ବାନ୍ଧି ରହିବା ପାଇଁ ଆବଶ୍ୟକ ଅଟେ । ଅଲଗା କାହା କଥା ଶୁଣି ନିଜ ପ୍ରେମୀ ଉପରେ ସନ୍ଦେହ କରନ୍ତୁ ନାହିଁ ନଚେତ ସୁଖ ଜୀବନ ନଷ୍ଟ ହୋଇ ଜୀବ, ସ୍ୱାସ୍ଥ୍ୟ ପାଇଁ ସମୟ ଭଲ ଅଟେ । ଘରେ ମାଁ ବା ଅନ୍ୟ ବୁଜୁର୍ଗ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଆପଣ ଚିନ୍ତା ରେ ରହିବେ ।

କର୍କଟ :

ଆଜି ଆପଣଙ୍କ ପ୍ରେମ ସମ୍ପର୍କ ରେ ଭଲ ପାଇବା ବହୁତ ରହିବ ଆଜି ଆପଣ ବହୁତ ଖୁସି ମନେ କରିବେ ।କଥା ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ ଅଟେ, ଆଜି ଆପଣ ସ୍ଥିତି ସମ୍ଭାଳିବାରେ ସଫଳତା ପ୍ରାପ୍ତ କରିବେ । ଆଜି ଆପଣ ନିଜ କାର୍ଯ୍ୟ ସ୍ଥଳ ରେ ସମ୍ମାନିତ ହୋଇ ପାରନ୍ତି, ମାନସିକ ଶାନ୍ତି ପ୍ରାପ୍ତ କରିବେ । କାରୋବାର ବଢେଇବା ପାଇଁ ଯାତ୍ରା କରି ପାରନ୍ତି, ସମ୍ପର୍କ ଭଲ ହୋଇବ, ଜୀବନସାଥୀ ଆଜି ଆପଣଙ୍କୁ କିଛି ଉପହାର ଦେଇ ପାରନ୍ତି ।

ସିଂହ :

ସାମାଜିକ କାର୍ଯ୍ୟ ପାଇଁ ମନ ବହୁତ ଭଲ ରହିବ, ଅତ୍ୟଧିକ ସମୟ ଅତିଥିଙ୍କ ସହ ବିତେଇବେ । ଆର୍ଥିକ ପକ୍ଷ ମଜବୁତ ହୋଇବ, କିନ୍ତୁ ସ୍ୱାସ୍ଥ୍ୟ ପାଇଁ କିଛି ଚିନ୍ତା ହୋଇ ପାରେ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ, ବିବାହିତ ଜୀବନ ପାଇଁ ସମୟ ବହୁତ ସଠିକ ଚାଲୁଛି ।ଆଜି ଆପଣଙ୍କ ମନ ଧାର୍ମିକ ରହିବ ଏବଂ ଧାର୍ମିକ କାର୍ଯ୍ୟ କଲେ ଆପଣଙ୍କ ମନ ଶାନ୍ତି ପ୍ରାପ୍ତ କରିବ ।

କନ୍ୟା :

ଆଜି ଘରେ ଦୁଖ ପାଇଁ ଘର ବାତାବରଣ ଦୂଷିତ ଅଟେ, ଧର୍ଜ୍ୟ ରଖୀ କାର୍ଯ୍ୟ କରନ୍ତୁ । ଚାକିରି ରେ ଅଫସର ଲୋକଙ୍କ ସହ ଭୁଲ ବୁଝା ମଣା ହୋଇ ପାରେ । ଚାକିରି ପାଇଁ ଭଲ ଖବର ପାଇ ପାରନ୍ତି, ଏହି ରାଶି ଲେଖଙ୍କ ପାଇଁ ଦିନ ବହୁଇଟ ଶୁଭ ଅଟେ । ଆଜି ମନ କୌଣସି ପ୍ରକାର ଭୟ ପାଇଁ ଚିନ୍ତା ରେ ରହିବ, କୌଣସି ନୂଆ ଜାଗା ଟ୍ରାନ୍ସଫର ହୋଇ ପାରନ୍ତି ବା ଚାକିରି ମଧ୍ୟ ଛାଡ଼ିବା ସମୟ ଆସି ପାରେ ।

ତୁଳା :

ଆଜି ଆପଣଙ୍କ ମନ ଧାର୍ମିକ କାର୍ଯ୍ୟ ପାଇଁ ଅଗ୍ରସର ରହିବ, ଏହା ସହ ଘର ପରିବାର ରେ ଭୁଲ ବୁଝା ମଣା ପାଇଁ ଜୀବନ ଚିନ୍ତାମୟ ରହିବ । ବହୁତ ସମୟ ଧରି ଭାରି ଲାଭ ପ୍ରାପ୍ତ କରି ପାରିବେ, ନୂଆ କାର୍ଯ୍ୟ ପାଇଁ ନିବେଶ କରି ପାରନ୍ତି ସମୟ ଶୁଭ ଅଟେ । ସମୟ ଆପଣଙ୍କ ପାଇଁ ବହୁତ ଭଲ ଚାଲିଛି, ଆପଣ ଏହାର ଲାଭ ପରେ ପାଇବେ ଏବେ ଯେମିତି ସବୁ ଚାଲିଛି ସେମିତି ଚାଲିବାକୁ ଦିଅନ୍ତୁ ।

ବିଛା :

ଆଜି କ୍ରୋଧିତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଯଦି ଆପଣ ଚାକିରି ବା ବ୍ୟବସାୟ ବଦଳିବା ପାଇଁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସଫଳତା ଆଣିବ । ସମସ୍ଯା ସମୟରେ ବୁଦ୍ଧି ଖର୍ଚ କରନ୍ତୁ ନିଜ ଜୀବନ ବଞ୍ଚେଇବା ପାଇଁ ଚେଷ୍ଟା କରନ୍ତୁ । ଆପଣଙ୍କ ଛାଇକିରି ବା ବ୍ୟବସାୟ କ୍ଷେତ୍ର ରେ ସ୍ପର୍ଦ୍ଧା ଯୁକ୍ତ ରହିବ, ଲୋକଙ୍କୁ ଆଜି ନିବେଶ କରିବାରୁ ବଞ୍ଚିବା ଉଚିତ, ଅଳସୁଆ ଅନୁଭବ କରିବେ ।

ଧନୁ :

ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ, ବିବାହିତ ଜୀବନ ପାଇଁ ସମୟ ବହୁତ ସଠିକ ଚାଲୁଛି ।ଆଜି ଆପଣଙ୍କ ମନ ଧାର୍ମିକ ରହିବ ଏବଂ ଧାର୍ମିକ କାର୍ଯ୍ୟ କଲେ ଆପଣଙ୍କ ମନ ଶାନ୍ତି ପ୍ରାପ୍ତ କରିବ । ଅଟକି ଥିବା ଟଙ୍କା ଆଜି ଫେରିକି ପାଇ ପାରନ୍ତି, ଧନ ପ୍ରାପ୍ତି ପାଇଁ ବହୁତ ଭଲ ଅବସର ଅଟେ । ଆଜି ଆପଣଙ୍କ ପରିଶ୍ରମ ପ୍ରଶଂସା ଲୋକ କରିବେ, ପରିଶ୍ରମ ପାଇଁ ସଫଳତା ପ୍ରାପ୍ତି ହୋଇ ପାରେ ।

ମକର :

ଆଜି ଆପଣଙ୍କୁ ମହିଳା ସମ୍ପର୍କୀୟ ପାଇଁ ଚିନ୍ତା ହୋଇ ପାରେ, ହନୁମାନ ଚାଳିଶା ପାଠ କଲେ ଆପଣଙ୍କ କଷ୍ଟ ଦୂର ହୋଇବ, ଏବଂ ପରିବାର ରେ ଖୁସି ଆସିବ । ଆଜି ଆପଣଙ୍କ ଉନ୍ନତି ମାର୍ଗ ପ୍ରଶସ୍ତ ହୋଇବେ, ସମ୍ପତ୍ତି କାର୍ଯ୍ୟ ଆଜି ଆପଣଙ୍କୁ ବହୁତ ଲାଭ ପ୍ରଦାନ କରିବେ । କାର୍ଯ୍ୟ ପାଇଁ ଆଜି ଆପଣଙ୍କୁ ଅତ୍ୟଧିକ କଷ୍ଟ କରିବାକୁ ପଡିବ, ଆସା ନିରାଶା କଥା ମନ ଭିତରେ ଚିନ୍ତା ଉତପନ କରି ପାରନ୍ତି ।

କୁମ୍ଭ :

ଆଜି କୌଣସି ପ୍ରକାର ନିବେଶ କରିବା ପାଇଁ ସମୟ ଭଲ ନାହିଁ, ଆଜି ଆପଣ ବହୁତ ପରିଶ୍ରମ କରିବେ, ଆଜି ଆପଣ କାର୍ଯ୍ୟ ମନ ଧ୍ୟାନ ଦେଇ କରିବେ ।ଚାକିରି କରୁଥିବା ଲୋକ ନିଜ ଉଚ୍ଚଅଧିକାରୀ କୁ ପ୍ରଶନ କରିବାରେ ସଫଳ ହୋଇବେ । ଧର୍ମ କ୍ଷେତ୍ର ରେ ପରିଶ୍ରମ ଅଧିକ କରିବା ଦରକାର ଅଟେ, ଭାଇ ଭଉଣୀ ମଧ୍ୟ ରେ ଭୁଲ ବୁଝା ମଣା ହୋଇ ପାରେ ।

ମୀନ :

ଆଜି ସନ୍ତାନ ଦେହ ଖରାପ ପାଇଁ ଆପଣଙ୍କ ଦିନ ବ୍ୟସ୍ତ ଏବଂ ଚିନ୍ତା ପୂର୍ଣ ରହିବ, ଆଜି ଆପଣଙ୍କୁ ଯାହା ହେଲଲେ ମଧ୍ୟ କାମ କରିବାକୁ ପଡିବ । ଆଜି ପୁରା ଦିନ ଆପଣ ଖୁସି ରହିବେ, ଆଜି ନୂଆ କାମ ଆରମ୍ଭ ହବ । ବିଦ୍ୟାର୍ଥୀମାନଙ୍କ ପାଇଁ ବହୁତ ଭଲ ଦିନ ଅଟେ । ଆର୍ଥିକ ସ୍ଥିତି ପାଇଁ ଦିନ ଉତ୍ତମ ଅଟେ, ବିବାହିତ ଲୋକ ଆଜି ବିବାହିତ ଜୀବନ ସୁଖ ପ୍ରାପ୍ତ କରିବେ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *