ମଙ୍ଗଳବାର 5 ମଇ 2020- ଶ୍ରୀ ହନୁମାନଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଆକସ୍ମିକ ଧନ ଲାଭ

ଆମେ ଆପଣଙ୍କୁ ମଙ୍ଗଳବାର ଦିନ ୫ ମଇ ରାଶିଫଳ କହୁ ଅଛୁ । ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ :

ଆଜି ସବୁ ପ୍ରକାର ପରିସ୍ଥିତି ଆପଣଙ୍କ ପକ୍ଷ ରେ ହବ ଚିନ୍ତା କରନ୍ତୁ ନାହିଁ, ପ୍ରସିଦ୍ଧ ଲୋକଙ୍କ ସହ ମିଳା ମିଶା ଆପଣଙ୍କୁ ନୂଆ ରାସ୍ତା ଏବଂ ଯୋଜନା ଦେଖା ଜୀବ । ଶିକ୍ଷା କ୍ଷେତ୍ର ରେ ଆଜି ଆପଣଙ୍କୁ ସଫଳତା ପ୍ରାପ୍ତ ହବ, ଯଦି ଆପଣ ବିଦ୍ୟାର୍ଥୀ ଅଟନ୍ତି ତେବେ ଆପଣ ନିଜକୁ ପାଠରେ ଆଗକୁ ଦେଖିବାକୁ ପାଇବେ । ଦାମ୍ପତ୍ୟ ଜୀବନ ସୁଖମୟ ହବ, ଆପଣଙ୍କ ଭଲ ବ୍ୟବହାର ଦ୍ଵାରା ଅନ୍ୟ ଲୋକ ଆପଣଙ୍କ ପ୍ରତି ଆକର୍ଷିତ ହୋଇବେ ।

ବୃଷ :

ସାହିତ୍ୟିକ ଜଗତ ଲୋକଙ୍କୁ ଆଜି ସଫଳତା ପ୍ରାପ୍ତ ହୋଇବ, ବହୁତ ଦିନ ଧରି ହଉଥିବା ଅସୁବିଧା ଆଜି ସମାପ୍ତ ହୋଇବ । ଆଜି ଶେୟର ବଜାର ରେ ନିବେଶ କରିବା ଆପଣଙ୍କ ପାଇଁ ଲାଭକାରୀ ଅଟେ, କାର୍ଯ୍ୟ ପାଇଁ ଆଜି ଆପଣଙ୍କୁ ଅତ୍ୟଧିକ କଷ୍ଟ କରିବାକୁ ପଡିବ । ଆଜି ଆପଣ ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ, ଏହା ଦ୍ଵାରା ବହୁତ ପ୍ରକାର ସଫଳତା ପ୍ରାପ୍ତ କରି ପାରିବେ ।

ମିଥୁନ :

ବଡ ଲାଭ ହବାର ସମ୍ଭାବନା ଅଛି, ଆଜି ଆପଣ ଯୋଗ୍ୟ ଲୋକଙ୍କ ସହ ସମ୍ପର୍କ ଗଢି ପାରିବେ । ଆପଣଙ୍କୁ ନିଜ କାମ ପାଇଁ ଟାଇମ ତେବଲ ବନେଇକି ଚଳିବା ଆବଶ୍ୟକ ଅଟେ ତେବେ ଯାଇ ଆପଣଙ୍କ କାର୍ଯ୍ୟ ପୂର୍ଣ ହବ ନଚେତ କାମ ଅପୂର୍ଣ ରହିବ । ଆଜି ଆପଣଙ୍କ ମନ ଧାର୍ମିକ କାର୍ଯ୍ୟ ପାଇଁ ଉତେଜିତ ହୋଇବ, କୌଣସି ବୁଦ୍ଧିମାନ ଲୋକ କଥା ପାଇଁ ଆପଣଙ୍କୁ ବହୁତ ଭଲ ଲାଭ ପ୍ରାପ୍ତ ହବ ।

କର୍କଟ :

ଆଜି ଆପଣଙ୍କ ଘରେ କିଛି ବିଶେଷ ସମ୍ପର୍କୀୟ ଲୋକ ଆସି ପାରନ୍ତି, ଗରିବ ଲୋକଙ୍କୁ ଖାଇବା ବାଣ୍ଟିଲେ ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ରହିବ । ନୂଆ କାର୍ଯ୍ୟ ପାଇଁ ସ୍ତ୍ରୀ ଏବଂ ସନ୍ତାନ ସାହାଜ୍ଯ ଏବଂ ଭଲ ପାଇବା ପ୍ରାପ୍ତ ହବ, ବିଦ୍ୟାର୍ଥୀମାନଙ୍କ ପାଠ ଉପରେ ମନ ରହିବ । ଆଜି ଆପଣ କାହା କଥା ମାନି କୌଣସି ନିଷ୍ପତ୍ତି କରନ୍ତୁ ନାହିଁ, ନଚେତ ଆପଣଙ୍କୁ କାନ୍ଦିବାକୁ ପଡି ପାରେ ସେଥିପାଇଁ ସଚେଟ ରୁହନ୍ତୁ ।

ସିଂହ :

ପାଠ କ୍ଷେତ୍ର ରେ ମାନ ସମ୍ମାନ ବଢିବ ଏବଂ ସବୁ କାର୍ଯ୍ୟ ରେ ସଫଳତା ପ୍ରାପ୍ତ କରିବେ, ଆପଣ ନିଜ ମୁଣ୍ଡ ଥଣ୍ଡା କରି କାମ କରନ୍ତୁ ଆପଣଙ୍କ ପାଇଁ ଲାଭକାରୀ ହବ । ଆଜି ଦିନ ଦ୍ୟାର୍ଥୀମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ, ଛୁଆଙ୍କୁ ଅଭ୍ୟାଶ ରେ ସଫଳତା ପ୍ରାପ୍ତି ହବ । ଆଜି ଆପଣ ପରିବାର ସହ କେଉଁ ଜାଗା ବୁଲିବାକୁ ଯାଇ ପାରନ୍ତି, ବ୍ୟବସାୟ ବା ଚାକିରି ରେ କିଛି ଚିନ୍ତାପୂର୍ଣ ସ୍ଥିତି ହୋଇ ପାରେ ।

କନ୍ୟା :

ପ୍ରେମ ସମ୍ପର୍କ ପାଇଁ ଏହି ସମୟ ବହୁତ ଭଲ ଅଟେ, ଆର୍ଥିକ ଲାଭ ପାଇଁ ସମୟ ବହୁତ ଶୁଭ ଅଟେ । ଆଜି ଆପଣ ନିଜ ପରିଶ୍ରମ ଏବଂ ସମ୍ପୂର୍ଣ କାମ ପାଇଁ ଅନ୍ୟ ଲୋକଙ୍କ ଠାରୁ ଆଗେଇ ରହିବେ । କିଛି ଲୋକ ପାରିବାରିକ ସୁଖ ଶାନ୍ତି ପାଇଁ ବୁଲିବାକୁ ଯାଇ ପାରନ୍ତି, କିଛି ଦିନ ଆଗରୁ ହୋଇ ଥିବା କାର୍ଯ୍ୟ ଫଳ ଆଜି ପ୍ରାପ୍ତ ହୋଇବ । ଆଜି ଆପଣ ଛୋଟ ଯାତ୍ରା ପାଇଁ ଯାଇ ପାରନ୍ତି, ଖର୍ଚ ବଢିବାକୁ ଲାଗିବ ।

ତୁଳା :

ଆଜି ବହୁତ ପ୍ରକାର କାମ ପାଇଁ ଆପଣଙ୍କ ମୁଣ୍ଡ ବୁଲିବ, ମନେ ରଖନ୍ତୁ ଖରାପ ଜିନିଷ ଅଧିକ ଆକର୍ଷିତ ହୋଇ ଥାଏ କିନ୍ତୁ ଏହାର ପରିଣାମ ମଧ୍ୟ ଖରାପ ହୋଇ ଥାଏ । ଭଲ ଲୋକଙ୍କ କଥା ଶୁଣନ୍ତୁ ଏବଂ ବଡ କଥା ମାନି ଚଳନ୍ତୁ ଆପଣଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ । ଆପଣଙ୍କ ଗତ କିଛି ସମସ୍ଯା ସମାପ୍ତ ହୋଇ ଯିବାର ସମ୍ଭାବନା ଅଛି ।

ବିଛା :

ଆଜି ଆପଣ ନିଜ ସାଙ୍ଗମାନଙ୍କ ସହ ଦେଖା କରି ପାରିବେ । ଆପଣଙ୍କ ଦ୍ଵାରା କରା ଯାଇ ଥିବା କାର୍ଯ୍ୟ ସମାଜ ଏବଂ ଆପଣଙ୍କ ପରିବାର ପାଇଁ ଲାଭ ପ୍ରଦ ରହିବ । ଆଜି ଆପଣଙ୍କୁ ନୂଆ ଏବଂ ତୀର୍ଥ ସ୍ଥାନ ବୁଲିବା ପାଇଁ ଯୋଗ ହେଉଛି, ନିଜ କାମ ଏବଂ ଶବ୍ଦ ଉପରେ ନିୟନ୍ତ୍ରଣ ରଖିବା ଉଚିତ । ଆପଣ ପାଠ ପାଇଁ କିଛି ଚିନ୍ତିତ ରହି ପାରନ୍ତି ଏହା ଆପଣଙ୍କ ପାଇଁ ମଧ୍ୟ ହୋଇ ପାରେ ନଚେତ ଯଦି ସନ୍ତାନ ଅଛି ତେବେ ସନ୍ତାନ ପାଠ ଚିନ୍ତା ମଧ୍ୟ ହୋଇ ପାରେ ।

ଧନୁ :

ଆଜି ଆପଣଙ୍କ ଘରେ ସୁଖ ଶାନ୍ତି ରହିବ, ପ୍ରେମିକା ଦ୍ଵାରା କିଛି ବିଶେଷ ଉପହାର ପ୍ରାପ୍ତ ହୋଇ ପାରେ । ଆସନ୍ତା ସମସ୍ୟା ପାଇଁ ସତର୍କ ରୁହନ୍ତୁ ଏବଂ ଯୋଜନା ତିଆରି ରଖନ୍ତୁ । ଆଜି କୌଣସି ନିଷ୍ପତ୍ତି ଜଲ୍ଦି ଜଲ୍ଦି କରନ୍ତୁ ନାହିଁ ସବୁ ଖରାପ ହୋଇ ପାରେ ଭଲ କାମ ମଧ୍ୟ ଖରାପ ହୋଇ ପାରେ ଧ୍ୟାନ ରଖନ୍ତୁ । ଆଜି ଆପଣଙ୍କୁ ସେହି ଭଳି ଚାକିରି ମିଳିବ ଯାହା ଅପେକ୍ଷା ଆପଣ କେତେ ଦିନ ଧରି କରୁଥିଲେ ।

ମକର :

ଆଜି ଆପଣଙ୍କ ପରିବାଋକ ଜୀବନ ଶାନ୍ତିପୂର୍ଣ ରହିବ, ଆପଣଙ୍କ ଉପରେ ଆସୁଥିବା ସବୁ ପ୍ରକାର ସମସ୍ଯା ଆଜି ଦୂର ହୋଇବ । ଆପଣଙ୍କ ଆତ୍ମବିଶ୍ବାସ ଏବଂ ମନୋବଳ ଆପଣଙ୍କୁ ପ୍ରତେକ ଅସୁବିଧା ରେ ସାହାଜ୍ଯ କରିବ, ଆଜି ଆପଣ ମନ୍ଦିର ଦର୍ଶନ ପାଇଁ ଯାଇ ପାରନ୍ତି । ଆଜି ଆପଣଙ୍କୁ ସମସ୍ତେ ଭଲ ପାଇବେ ଆଜି କେତେକ ଲୋକଙ୍କ ସହ ହୋଇ ଥିବା ଶତ୍ରୁତା ମଧ୍ୟ ସମାପ୍ତ ହୋଇ ଜୀବ ।

କୁମ୍ଭ :

ଆଜି ଆପଣଙ୍କ କାର୍ଯ୍ୟ ବହୁତ ଶୀଘ୍ର ହବ ପ୍ରୟାଶ କରନ୍ତୁ, ଆର୍ଥିକ ଲାଭ ପାଇଁ ବହୁତ ଅଧିକ ପରିଶ୍ରମ କରିବାକୁ ପଡି ପାରେ । ଆଜି ଆପଣ କାହାକୁ ବି ଧନ ଉଧାର ଦିଅନ୍ତୁ ନାହିଁ ଆପଣଙ୍କ ରାଶି ଅନୁଯାଇ ଧନ ଆଜି ଗଲେ ଫେରିବ ନାହିଁ । ଧନ ସମ୍ବନ୍ଧିତ ଲାଭ ହବାର ସମ୍ଭାବନା ଅଛି । ଆଜି ଆପଣଙ୍କ ଉନ୍ନତି ମାର୍ଗ ପ୍ରଶସ୍ତ ହୋଇବେ, ସମ୍ପତ୍ତି କାର୍ଯ୍ୟ ଆଜି ଆପଣଙ୍କୁ ବହୁତ ଲାଭ ପ୍ରଦାନ କରିବେ ।

ମୀନ :

ଆଜି ଆପଣଙ୍କୁ ନିଜ ଜୀବନରେ ବହୁତ ସଫଳତା ପ୍ରାପ୍ତ ଯୋଗ ହେଉଛି, ଖର୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣ ନିଜ ମନ ଇଛା କ୍ଷେତ୍ର ରେ ବୃଦ୍ଧି ପାଇବେ, ଆଜି ସଫଳତା ପାଇଁ ଆପଣଙ୍କୁ ଠାକୁରଙ୍କୁ ଧନ୍ୟବାଦ କରିବା ଉଚିତ ଏବଂ ନୂତନ ବର୍ଷରେ ସାରା ବର୍ଷ ପାଇଁ ଆଶୀର୍ବାଦ ମାଗିବା ଉଚିତ ଅଟେ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ, ବ୍ୟକ୍ତିଗତ ଖରଚ ବଢିକରି ରହିବ ।

Leave a Reply

Your email address will not be published. Required fields are marked *