ସୋମବାର 6 ଏପ୍ରିଲ 2020 – ଆଜି ମହାଦେବଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ କିଛି ଖୁସି ଖବର

ଆଜି ଆମେ ଆପଣଙ୍କୁ ୬ ଏପ୍ରିଲ ସୋମବାର ଦିନ ରାଶିଫଳ କହିବାକୁ ଯାଉଛୁ । ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ :

ନିଜ ଉପରେ ଭରସା କରନ୍ତୁ ଏବଂ ବର୍ତମାନ ସମୟ ର ମଜା ନିଅନ୍ତୁ । ଆଜି ଆପଣଙ୍କୁ ଆପଣଙ୍କ ଜୀବନସାଥି ଦ୍ଵାରା ସାହାଜ୍ଯ ପ୍ରାପ୍ତ ହବ, ଆଜି ଆପଣଙ୍କ ମନ ଧାର୍ମିକ ବହି ପଢିବା ପାଇଁ ହବ । କିଛି ଅଲଗା ଓ ୟୁନିକ କରିବା ଅଭ୍ୟାସ ଆଜି ଆପଣଙ୍କୁ ସଫଳତା ଦେଇ ପାରେ, ଭାଗ୍ୟ ର ପୁରା ସାହାଜ୍ଯ ପ୍ରାପ୍ତ କରିବେ, ଆମଦନୀ ଅଧିକ ରହିବ କିନ୍ତୁ ଖରଚ ମଧ୍ୟ ଅଧିକ ହବ ।

ବୃଷ :

ଆଜି ହଟାତ ଆପଣଙ୍କୁ ନିଜ ଜୀବନ ର ବହୁତ ବଡ ନିଷ୍ପତ୍ତି କରିବାକୁ ପଡି ପାରେ ଯାହା ଦ୍ଵାରା ଆପଣଙ୍କ ଜୀବନ ବଦଳି ଜୀବ, ଆଜି ଏକୁଟିଆ ଲୋକଙ୍କୁ କୌଣସି ପ୍ରକାର ସାହାଜ୍ଯ ପ୍ରାପ୍ତ ହବାର ଆସା ଅଛି, ଆଜି ହଟାତ କୌଣସି କାମ ପାଇଁ ଆପଣଙ୍କୁ ରାଗ ଲାଗିବ କିନ୍ତୁ ବହୁତ ଶୀଘ୍ର ସାନ୍ତ ମଧ୍ୟ ହୋଇ ଯିବେ, ଆଜି ଆପଣଙ୍କୁ କିଛି ଭଲ ଅବସର ପ୍ରାପ୍ତ ହୋଇ ପାରେ ଯାହା ଦ୍ଵାରା ଆପଣଙ୍କ ଭବିଷ୍ୟ ଭଲ ହୋଇବ ।

ମିଥୁନ :

ଆଜି ଆପଣଙ୍କୁ ଆପଣଙ୍କ ସତ ପ୍ରେମ ପ୍ରାପ୍ତ ହବାର ପୂର୍ଣ ସମ୍ଭାବନା ଦେଖା ଯାଉଛି, ଆଜି ଆପଣଙ୍କ ଜୀବନ ରେ ଆସୁଥିବା ସବୁ ପ୍ରକାର ଅସୁବିଧା ସମାପ୍ତ ହୋଇ ଜୀବ । ବ୍ୟବସାୟ ପାଇଁ ଆପଣଙ୍କୁ ହଟାତ ଦୂର ଯାତ୍ରା କରିବାକୁ ପଡି ପାରେ, ଆଜି ଆପଣଙ୍କୁ ଆପଣଙ୍କ ପାର୍ଟନର ଦ୍ଵାରା ଉପହାର ପ୍ରାପ୍ତ ହୋଇ ପାରେ ।

କର୍କଟ :

ଆଜି ଆପଣଙ୍କ ମନ ଧାର୍ମିକ କାର୍ଯ୍ୟ ପାଇଁ ଅଗ୍ରସର ରହିବ, ଏହା ସହ ଘର ପରିବାର ରେ ଭୁଲ ବୁଝା ମଣା ପାଇଁ ଜୀବନ ଚିନ୍ତାମୟ ରହିବ । ଆଜି ଆପଣଙ୍କ ରୋମାନଟିକ ଭାବ ଦୂର କରି ରଖିବାକୁ ପଡିବ । ଭଲ କଥା ବାରତା ଏବଂ ସ୍ଵଭାବ ଆପଣଙ୍କ ଲାଭ ପାଇଁ ବହୁତ ଗୁଡେ ରାସ୍ତା ଦେଖେଇବ, ସମସ୍ଯା ସମୟରେ ବୁଦ୍ଧି ଖର୍ଚ କରନ୍ତୁ ନିଜ ଜୀବନ ବଞ୍ଚେଇବା ପାଇଁ ଚେଷ୍ଟା କରନ୍ତୁ ।

ସିଂହ :

ଆଜି ଆପଣଙ୍କ ପ୍ରେମ ସମ୍ପର୍କ ରେ ଭଲ ପାଇବା ବହୁତ ରହିବ ଆଜି ଆପଣ ବହୁତ ଖୁସି ମନେ କରିବେ । ଆଜି ଆପଣ ଘର କାମ ରେ ବହୁତ ବ୍ୟସ୍ତ ରହିବେ, ପ୍ରେମୀ ସ୍ୱାସ୍ଥ୍ୟ ପାଇଁ ଆପଣଙ୍କୁ ଚିନ୍ତା ରହିବ, ସବୁ କାର୍ଯ୍ୟ ଆପଣଙ୍କ ପାଇଁ ସମ୍ଭବ ଅଟେ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ, ବିବାହିତ ଜୀବନ ପାଇଁ ସମୟ ବହୁତ ସଠିକ ଚାଲୁଛି । ଜୀବନ ରେ ଲୋକଙ୍କ ସାହାଜ୍ଯ ପ୍ରାପ୍ତ ହଉଥିବ ।

କନ୍ୟା :

ନୂଆ କାର୍ଯ୍ୟ ପାଇଁ ବହୁତ ଶୁଭ ସମୟ ଅଟେ, ଆଜି ଆପଣଙ୍କ ଆତ୍ମବିଶ୍ଵାସ ଆକାଶ ଛୁଇଁବ । ଆପଣଙ୍କୁ ଆଜି କୌଣସି ପ୍ରକାର ନିଷ୍ପତ୍ତି କରିବାରୁ ବଞ୍ଚିବା ଉଚିତ ଅଟେ, ଆଜି ଦିନ ଆପଣଙ୍କ ପାଇଁ ବହୁତ ସଫଳ ରହିବ । ଆଜି ଆପଣଙ୍କ ମନ ଧାର୍ମିକ ରହିବ ଏବଂ ଧାର୍ମିକ କାର୍ଯ୍ୟ କଲେ ଆପଣଙ୍କ ମନ ଶାନ୍ତି ପ୍ରାପ୍ତ କରିବ । ପ୍ରତିଦ୍ବନ୍ଦୀ ଏବଂ ପ୍ରତିଯୋଗୀତା ହାନିକାରକ ହୋଇ ପାରେ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ ।

ତୁଳା :

ଆଜି ଆପଣଙ୍କ ଜୀବନସାଥି ସାହାଜ୍ଯ ଦ୍ଵାରା ଆପଣଙ୍କୁ ବହୁତ ଲାଭ ପ୍ରାପ୍ତ ହବ ଓ ତାଙ୍କ ଦ୍ଵାରା ଅଧା କାମ ମଧ୍ୟ ପୂର୍ଣ ହବ ଯାହା ପାଇଁ ଆପ ନିଶ୍ଚିନ୍ତ ରହିବେ । ଆଜି ଆପଣଙ୍କୁ ଅଳସ ଅବନୁଭବ ହବ, ଖର୍ଚ ବଢି ପାରେ, ବିଭିନ୍ନ କାମରେ ଆପଣଙ୍କୁ ଅସୁବିଧାର ସମୁଖୀନ ହବାକୁ ପଡି ପାରେ । ଆଜି ଆପଣଙ୍କ ଶତ୍ରୁମାନେ ଆପଣଙ୍କ ପାଇଁ ଷଡୟନ୍ତ୍ର କରି ପାରନ୍ତି ଏବଂ ଆପଣଙ୍କୁ ଚିନ୍ତା ଦେଇ ପାରନ୍ତି ।

ବିଛା :

ଆଜି କ୍ରୋଧିତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଯଦି ଆପଣ ଚାକିରି ବା ବ୍ୟବସାୟ ବଦଳିବା ପାଇଁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସଫଳତା ଆଣିବ । ଘରେ ମାଁ ବା ଅନ୍ୟ ବୁଜୁର୍ଗ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଆପଣ ଚିନ୍ତା ରେ ରହିବେଲୋକଙ୍କୁ ଆଜି ନିବେଶ କରିବାରୁ ବଞ୍ଚିବା ଉଚିତ ।ଯାତ୍ରା ଆପଣଙ୍କ ପାଇଁ ବ୍ୟର୍ଥ ରହିବ କୌଣସି କାର୍ଯ୍ୟ ପୂର୍ଣ ହବ ନାହିଁ ।

ଧନୁ :

ଆଜି ଆପଣଙ୍କ ଧାର୍ଯ୍ୟ ଭାଙ୍ଗିବ, ଆଜି ଆପଣଙ୍କ ଆର୍ଥିକ ଯୋଜନା ସଫଳ ହୋଇବ, ଆପଣ ଘର ଓ କାର୍ଯ୍ୟ ମଧ୍ୟରେ ସଠିକ ସନ୍ତୁଳନ ବନେଇ ରଖିବେ । ଲୋକ ସରକାରୀ ଲାଭ ପ୍ରାପ୍ତି କରିବେ, ନୂଆ କାର୍ଯ୍ୟ ଆରମ୍ଭ କଲେ ଆପଣଙ୍କୁ ଲାଭ ପ୍ରାପ୍ତ ହୋଇବ । ଆଜି ଆପଣଙ୍କୁ ଆରାମ କରିବା ଆବଶ୍ୟକ ଅଟେ, ପୁରୁଣା ଟଙ୍କା ଫେରି ପାଇବେ ।

ମକର :

ଆଜି ବହୁତ ଘନିଷ୍ଠ ଲୋକଙ୍କ ସହ ଭୁଲ ବୁଝା ମଣା ହୋଇ ପାରେ, ସରକାରୀ କାର୍ଯ୍ୟ ରେ କିଛି ଭଲ ଉପାୟ ଦେଖିବାକୁ ମିଳି ପାରେ, ବିବାହ ପ୍ରବଳ ଯୋଗ ହେଉଛି, ଅଧିକାରୀ ଠାରୁ ଅଧିକ ସାହାଜ୍ଯ ଆଜି ଆପଣଙ୍କୁ ମିଳି ପାରେ । ଆଜି ଅନ୍ୟ କାହା କଥା ମାନି ଏମିତି କିଛି କାର୍ଯ୍ୟ କରନ୍ତୁ ନାହିଁ ଯାହା ଫଳରେ ଆପଣଙ୍କୁ ଜୀବନ ସାରା କାନ୍ଦିବାକୁ ପଡି ପାରେ ।

କୁମ୍ଭ :

ଆଜି ଆପଣଙ୍କୁ ନିଜ ସାଙ୍ଗମାନଙ୍କ ମଧ୍ୟରେ ଭଲ ହବା ପାଇଁ ଶାନ୍ତ ହୋଇ ରହିବା ଉଚିତ ଅଟେ, ଆସନ୍ତା ସମୟରେ ଆପଣଙ୍କ ଜୀବନ ରେ ଆସୁଥିବା ସବୁ ପ୍ରକାର କଷ୍ଟ ନିବାରଣ ହବ । ଆପଣ ନିଜ ଜୀବନ ରେ ନୂଆ ନା ରେ ପରିଚିତ ହେବେ, ଆଜି ଆପଣଙ୍କୁ ଶୁଭ ସମାଚାର ପ୍ରାପ୍ତ ହବ, ବ୍ୟବସାଇକ ଲୋକଙ୍କୁ ବ୍ୟବସାୟ ରେ ଧାନ ଲାଭ ହବ ।

ମୀନ :

ଆଜି ସମାଜ ରେ ଆପଣଙ୍କ ମାନ ସମ୍ମାନ ବଢିବାକୁ ଲାଗିବ, ଆପଣଙ୍କ ଦ୍ଵାରା କରା ଯାଇ ଥିବା କାମ ପାଇଁ ଆଜି ଆପଣ ସୁଖ ଅନୁଭବ କରିବେ । ଆଜି ଆପଣ ନିଜ ପରିବାର ଲୋକଙ୍କ ପାଇଁ କିଛି ନୂଆ ଓ ମହଙ୍ଗା ଜିନିଷ କିଣି ପାରନ୍ତି, ପରିବାର ରେ ଅଶାନ୍ତି ବାତାବରଣ ଆପଣଙ୍କୁ ମାନସିକ ଚିନ୍ତା ଦେଇ ପାରନ୍ତି । ଆପଣଙ୍କ କୌଣସି କାର୍ଯ୍ୟ ପାଇଁ ଭବିଷ୍ୟତ ରେ ଲାଭ ପ୍ରାପ୍ତ ହବ ।

Leave a Reply

Your email address will not be published. Required fields are marked *