ବୁଧବାର 8 ଏପ୍ରିଲ 202: ଶ୍ରୀ ଗଣେଶଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ କିଛି ବଡ ଖବର

ଆମେ ଆପଣଙ୍କୁ ସୋମବାର ଦିନ ୮ ଏପ୍ରିଲ ରାଶିଫଳ କହୁ ଅଛୁ । ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ :

ଆଜି ମନ କୌଣସି ପ୍ରକାର ଭୟ ପାଇଁ ଚିନ୍ତା ରେ ରହିବ, କୌଣସି ନୂଆ ଜାଗା ଟ୍ରାନ୍ସଫର ହୋଇ ପାରନ୍ତି ବା ଚାକିରି ମଧ୍ୟ ଛାଡ଼ିବା ସମୟ ଆସି ପାରେ । ଏହି ରାଶି ଲେଖଙ୍କ ପାଇଁ ଦିନ ବହୁଇଟ ଶୁଭ ଅଟେ । ଆର୍ଥିକ ପକ୍ଷ ମଜବୁତ ହୋଇବ, କିନ୍ତୁ ସ୍ୱାସ୍ଥ୍ୟ ପାଇଁ କିଛି ଚିନ୍ତା ହୋଇ ପାରେ ।

ବୃଷ :

ଆଜି ଆପଣଙ୍କ ସ୍ୱାସ୍ଥ୍ୟ ବା ଘର ଲୋକଙ୍କ କାହା ଦେହ ଖରାପ ପାଇଁ ଆପଣଙ୍କ ମନ ଚିନ୍ତା ରେ ରହିବେ, ସାଙ୍ଗମାନଙ୍କ ସହ ଟିକେ କଥା ପାଇଁ ରାଗ ରୁସା ହୋଇପାରେ । ଆଜି ଆପଣ ଭଲ କାମ ମଧ୍ୟ ନିଜ ରାଗ ପାଇଁ ଖରାପ କରିପାରନ୍ତି । ଆଜି ଘରେ ଦୁଖ ପାଇଁ ଘର ବାତାବରଣ ଦୂଷିତ ଅଟେ, ଧର୍ଜ୍ୟ ରାଖୀ କାର୍ଯ୍ୟ କରନ୍ତୁ ।

ମିଥୁନ :

ଆଜି ପୁରୁଣା ସାଙ୍ଗମାନଙ୍କ ସହ ଦେଖା ହୋଇପାରେ, ଶାରୀରିକ ଓ ମାନଶୀକ ପରିଶ୍ରମ ପାଇଁ ରେଡି ରୁହନ୍ତୁ । ଆପଣଙ୍କ ଜୀବନସାଥି ଆପଣଙ୍କ ଦରକାର ପୂର୍ଣ କରି ପାରିବେ ନାହିଁ ସେଥିପାଇଁ ଦୁହିଙ୍କ ମଧ୍ୟ ଭୁଲ ବୁଝା ମଣା ହୋଇପାରେ ।

କର୍କଟ :

ଆଜି ଦିନ ଆପଣଙ୍କ ପାଇଁ କଷ୍ଟକର ହୋଇ ପାରେ, ସେଥିପାଇଁ ସାବଧାନ ହୋଇ କାର୍ଯ୍ୟ କରିବା ଉଚିତ ଅଟେ । ଏହି ରାଶି ଲୋକ ଆଜି ନିଜ ଜୀବନସାଥୀ ଦ୍ଵାରା ବହୁତ ସାହାଜ୍ଯ ପ୍ରାପ୍ତ କରିବେଆଜି ପାରିବାରିକ ଦାଇତ୍ବ ବଢିବାକୁ ଲାଗିବ, ଜୀବନସାଥୀ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ ।

ସିଂହ :

ଆପଣଙ୍କୁ ଆର୍ଥିକ ଲାଭ ପ୍ରାପ୍ତ ହୋଇବ, ପ୍ରେମ ସମ୍ବନ୍ଧ ପାଇଁ ଭଲ ସମୟ ଅଟେ । ଆଜି କୌଣସି ନୂଆ କାମ ଆରମ୍ଭ ହବ, ଆଜି ଆପଣଙ୍କ ରୋଜଗାର ଆଜି ବଢିବାର ସମ୍ଭାବନା ଅଛି, ଆଜି ଦିନ ଆପଣଙ୍କ ପାଇଁ ଲାଭକାରୀ ଅଟେ । ଯାତ୍ରା ରେ କିଛି ବିଶେଷ ଲୋକଙ୍କ ସହ ଦେଖା ସାକ୍ଷାତ ହୋଇପାରେ ।

କନ୍ୟା :

ଆଜି କ୍ରୋଧିତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଯଦି ଆପଣ ଚାକିରି ବା ବ୍ୟବସାୟ ବଦଳିବା ପାଇଁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସଫଳତା ଆଣିବ । କଥା ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ ଅଟେ, ଆଜି ଆପଣ ସ୍ଥିତି ସମ୍ଭାଳିବାରେ ସଫଳତା ପ୍ରାପ୍ତ କରିବେ ।

ତୁଳା :

ଆର୍ଥିକ ସ୍ଥିତି ପାଇଁ ଦିନ ଉତ୍ତମ ଅଟେ, ବିବାହିତ ଲୋକ ଆଜି ବିବାହିତ ଜୀବନ ସୁଖ ପ୍ରାପ୍ତ କରିବେ, ଘରେ ମାଁ ବା ଅନ୍ୟ ବୁଜୁର୍ଗ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଆପଣ ଚିନ୍ତା ରେ ରହିବେ । ଆଜି ଆପଣଙ୍କୁ ନିଜ ତରଫରୁ ଆଗକୁ ଯାଇ ଲୋକଙ୍କ ସହ ମିସିବା ପାଇଁ ଚେଷ୍ଟା କରିବା ଉଚିତ ଅଟେ ।

ବିଛା :

ସାମାଜିକ କାର୍ଯ୍ୟ ପାଇଁ ମନ ବହୁତ ଭଲ ରହିବ, ଅତ୍ୟଧିକ ସମୟ ଅତିଥିଙ୍କ ସହ ବିତେଇବେ । ଆଜି ଆପଣଙ୍କ ଉନ୍ନତି ମାର୍ଗ ପ୍ରଶସ୍ତ ହୋଇବେ, ସମ୍ପତ୍ତି କାର୍ଯ୍ୟ ଆଜି ଆପଣଙ୍କୁ ବହୁତ ଲାଭ ପ୍ରଦାନ କରିବେ ।

ଧନୁ :

ଆଜି ଆପଣଙ୍କ ମନ ଧାର୍ମିକ ରହିବ ଏବଂ ଧାର୍ମିକ କାର୍ଯ୍ୟ କଲେ ଆପଣଙ୍କ ମନ ଶାନ୍ତି ପ୍ରାପ୍ତ କରିବ । ଆଜି ଦିନ ବିଦ୍ୟାର୍ଥୀମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ, ଛୁଆଙ୍କୁ ଅଭ୍ୟାଶ ରେ ସଫଳତା ପ୍ରାପ୍ତି ହବ । ଉଚ୍ଚ ପଦ ପ୍ରାପ୍ତ କରି ପାରନ୍ତି, କିନ୍ତୁ କାର୍ଯ୍ୟ କ୍ଷେତ୍ର ରେ ଅସୁବିଧା ହୋଇ ପାରେ ।

ମକର :

ଆଜି ଆପଣଙ୍କ ଦିନ ବହୁତ ଭଲ ରହିବ, ପରିବାର ଓ ସମାଜ ରେ ମାନ ସମ୍ମାନ ବଢିବାକୁ ଲାଗିବ, ଲୋକ ଆପଣଙ୍କ କଥା ମାନିବେ । କପଡା ବେପାରୀମାନଙ୍କୁ ହାନି ସହିବାକୁ ପଡିପାରେ, କିଛି ବଡ କାମ ସଠିକ ସମୟରେ ସମ୍ପୂର୍ଣ ହୋଇଯିବେ ।

କୁମ୍ଭ :

ଆଜି ସନ୍ତାନ ଆରୋଗ୍ୟ ଚିନ୍ତା ଆପଣଙ୍କୁ ବ୍ଯାକୁଳ ରହିବ, ବ୍ୟବସାୟ ରେ କିଛି ବଡ ଉନ୍ନତି ଲାବ ପ୍ରାପ୍ତ କରି ପାରିବେ । ସ୍ୱାସ୍ଥ୍ୟ ବିଷୟରେ ଆପଣ କିଛି ଚିନ୍ତା ରେ ରହିବେ, ଆଜି ସାହିତ୍ଯ ଏବଂ କଳାକାରମାନଙ୍କ ପାଇଁ ଦିନ ବହୁତ ଭଲ ରହିବ ।

ମୀନ :

କାର୍ଯ୍ୟ ରେ ଯାହା ଫଳ ପ୍ରାପ୍ତ ହେଉଛି ତାକୁ ମାନିକି ଚାଲନ୍ତୁ, ବିଦେଶ ଯାତ୍ରା କରି ପାରନ୍ତି । ଶନିଦେବଙ୍କ କୃପାରୁ ଆଜି ଆପଣଙ୍କ ଜୀବନରୁ ସବୁ ବିନାଶକାରୀ ଶକ୍ତି ଦୂର ହୋଇଯିବେ । ଆଜି ବହୁତ ଲୋକଙ୍କର ଆପଣଙ୍କ ଉପରେ ଆସା ରହିବା ଏବଂ ଆପଣ ନିଜ ଡାଇତ୍ଵ ଭଲ ଭାବରେ ପୂର୍ଣ କରି ପାରିବେ, ଚାକିରିଆ ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ଅଟେ ।

Leave a Reply

Your email address will not be published. Required fields are marked *