ମଙ୍ଗଳବାର 02 ଫେବୃୟାରି ୨୦୨୧ ବଜରଙ୍ଗବଲିଙ୍କ କୃପାରୁ ଆଜି ଏହି 4ଟି ରାଶିଙ୍କୁ ମିଳିବ କିଛି ବଡ ଖୁସି ଖବର

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- କାରଣ ଆପଣଙ୍କୁ ଅନ୍ୟଲୋକଙ୍କୁ ସାହାର୍ଯ୍ୟ କରିବାରେ ଶାନ୍ତି ମିଳେ ସେଥି ପାଇଁ ଆଜିର ଦିନ ପରୋଉପକାରରେ ବ୍ଯତୀତ ହେବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ପକ୍ଷରେ କିଛି ପରିବର୍ତନ ହୋଇପାରେ ଏଥିରେ ବ୍ୟସ୍ତ ହୋଇ ସାଥିର ମନ ଖରାପ ହୋଇପାରେ । କିନ୍ତୁ ଆପଣ ନିଜର ଭଲ ବ୍ୟବହାର ଦ୍ଵାରା ମହୋଲକୁ ଭଲ ବନାଇବାରେ ସହାୟକ ହେବେ । ରାତ୍ରିରେ ପତ୍ନୀର ଶରୀର ଖରାପ ହେବା କାରଣରୁ କିଛି ଅସୁବିଧାର ସମୁଖୀନ ହେବାକୁ ପଡିପାରେ । ଭାଗ୍ୟ ୬୧ ପ୍ରତିଶତ ହାହାୟକ ହେବ ।

ବୃଷ :- ଆଜିର ଦିନ ପରିବାର ଲୋକଙ୍କ ସହିତ ସୁଖରେ ବିତିବ । ଭାଗ୍ୟ ବସ ଦୁଇ ପ୍ରହରରେ ହର୍ଷ ବର୍ଦ୍ଧକ ଶୁଭ ସମାଚାର ମିଳିବ । ସ୍ୱାସ୍ଥ୍ୟ ପ୍ରତି ସଚେତ ରହିବାର ଆବଶ୍ୟକତା ରହିଛି । ରାତିରେ କୌଣସି କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବା ଦ୍ଵାରା ଆପଣଙ୍କ ସନମାନ ବଢିବ । ଆଜି ଭାଗ୍ୟ ୬୩ ପ୍ରତିଶତ ସହଯୋଗ କରିବ ।

ମିଥୁନ :- ପିତାଙ୍କ ଆଶୀର୍ବାଦ ତଥା ଉଚ ଅଧିକାରୀଙ୍କ କୃପାରୁ କୌଣସି ବହୁ ମୂଲ୍ୟ ବସ୍ତୁ ଅଥବା ସମ୍ପତିର ପ୍ରାପ୍ତିର ଅଭିଳାଷ ଆଜି ପୁରା ହେବ । ବ୍ୟସ୍ତତା ଅଧିକ ରହିବ, ବ୍ୟର୍ଥ ବ୍ୟୟରୁ ବଞ୍ଚାନ୍ତୁ । ସନ୍ଧ୍ଯା କାଳରୁ ନେଇ ରାତ୍ରି ପର୍ଯ୍ୟନ୍ତ ଶୀଘ୍ର ଗାମୀ ବାହାନର ପ୍ରୟୋଗ ଧୀରେ କରନ୍ତୁ । ପ୍ରିୟା ଓ ମହାନ ପୁରୁଷଙ୍କ ଦର୍ଶନ ଦ୍ଵାରା ମନୋବଳ ବଢିବ । ପତ୍ନୀ ତରଫରୁ ବାଞ୍ଛିତ ସିଧି ହେବ । ଭାଗ୍ୟ ୬୯ ପ୍ରତିଶତ ସହଯୋଗ କରିବ ।

କର୍କଟ :- ରାଶି ସ୍ଵାମୀର ଉତ୍ତମ ସ୍ଥିତି ଏବଂ ରାଶିରେ ବୃହସ୍ପତି ସପ୍ତମ ହୋଇକି ପରିଭ୍ରମଣ ହଠାତ ବଡ ମାତ୍ରାରେ ଧନର ବୃଦ୍ଧି ହୋଇ କୋଷର ସ୍ଥିତି ସୁଦୃଢ ରହିବ । ବ୍ୟବସାୟ ଯୋଜନାର ଗତି ମିଳିବ । ରାଜ୍ୟ ମାନ ପ୍ରତିଷ୍ଠାର ବୃଦ୍ଧି ହେବ । ଶୀଘ୍ରତା ବା ଭାବୁକତାରେ ନିଆଯାଇଥିବା ନିର୍ନୟ ଆଗକୁ ଯାଇ ପଶ୍ଚାତପର କାରଣ ହୋଇପାରେ । ଭାଗ୍ୟ ୫୯ ପ୍ରତିଶତ ସହଯୋଗ କରିବ ।

ସିଂହ :- ରାଜନୈତିକ କ୍ଷେତ୍ରରେ ଆଶାତୀତ ସଫଳତା ମିଳିବ । ସନ୍ତାନ ପ୍ରତି ଦାୟିତ୍ଵ ପୁର୍ତି ହେବ । ପ୍ରତି ସ୍ପର୍ଦ୍ଧା କ୍ଷେତ୍ରରେ ଆଗକୁ ବଢିବେ । ରହିଥିବା କାର୍ଯ୍ୟ ମଧ୍ୟ ସମ୍ପର୍ଣ ହେବ । ପାଚନ କ୍ରିୟା ଭଲ ରହିବା ନହିଁ ଓ ନେତ୍ର ବିକାରର ସମ୍ଭାବନା ରହିଛି । ସନଧ୍ୟରୁ ନେଇ ରାତି ସମୟ ପ୍ରିୟା ଜନଙ୍କ ଦର୍ଶନ ବା ହାଶ୍ୟ ପରିହାସରେ ବ୍ଯତୀତ ହେବ । ଭାଗ୍ୟ ୬୦ ପ୍ରତିଶତ ସହଯୋଗ କରିବ ।

କନ୍ୟା :- ଆଜି କାମରେ ତତ୍ପରତା ଲାଗି ଲାଭ ହେବ । ସ୍ଵାଜନଙ୍କ ଖୁସି, ପାରିବାରିକ ମଙ୍ଗଳ କାର୍ଯ୍ୟରେ ଖୁସି ହେବେ । ରଚନାତ୍ମକ କାର୍ଯ୍ୟରେ ମନ ଲାଗିବ । ବିପରୀତ ପରିସ୍ଥିତି ଉତ୍ପନ ହେବ ଦ୍ଵାରା ରାଗରେ ସଂଯମତା ରକ୍ଷା କରନ୍ତୁ । ରାଜକୀୟ ସାହାର୍ଯ୍ୟ ମଧ୍ୟ ମିଳିବ । ସୂର୍ଯ୍ୟ ଅସ୍ତ ସମୟରେ ଅଚାନକ ଧନର ଲାଭ ହୋଇପାରେ । ଭାଗ୍ୟ ୬୫ ପ୍ରତିଶତ ସହଯୋଗ କରିବ ।

ତୁଳା :- ଆଜି ଶିକ୍ଷା ବା ପ୍ରତିଯୋଗୀତା କ୍ଷେତ୍ରରେ ବିଶେଷ ଉପଲବ୍ଧିର ଯୋଗ ରହିଛି । ଆୟର ନୂଆ ସ୍ରୋତ ଖୋଲିବ, ବାକ ପଟୁତା ଆପଣଙ୍କୁ ସନମାନ ଦେବ । ବାହାରକୁ ଯାଇ ଅଧିକ କାମ କରିବା ଦ୍ଵାରା ମୌଷମ ପ୍ରଭାବ ଅଧିକ ପଡିପାରେ, ସେଥିପ୍ରତି ସାବଧାନ ରୁହନ୍ତୁ । ଜୀବନ ସାଥିର ସହଯୋଗ ଓ ସାନିଧ୍ୟ ପର୍ଯ୍ୟାପ୍ତ ମାତ୍ରାରେ ମିଳିବ । ଯାତ୍ରା, ଦେଶାଟନର ସ୍ଥିତି ସୁଖଦ ବା ଲାଭ ପ୍ରଦ ରହିବ । ଭାଗ୍ୟ ୭୦ ସହଯୋଗ କରିବ ।

ବିଛା :- ଆଜି ଆପଣଙ୍କ ଆର୍ଥିକ ପକ୍ଷ ମଜଭୁତ ହୋଇ ଧନ, ସନମାନ, ଯଶ, କୀର୍ତିର ବୃଦ୍ଧି ହେବ । ରହିଯାଇଥିବା କାର୍ଯ୍ୟରେ ସିଧି ହେବ । ପ୍ରିୟଜନଙ୍କ ସହିତ ଦେଖ ହୋଇପାରେ । ବାଣୀରେ ସଂଯମତା ନରଖିବା ଦ୍ଵାରା ବିପରୀତ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ । ସନ୍ଧ୍ଯା ସମୟରେ ପ୍ରିୟା ଜନଙ୍କ ସହିତ ଦେଖା ହେବ ଦ୍ଵାରା ମନ ଖୁସି ରହିବ । ଆଜି ଭାଗ୍ୟ ୬୬ ପ୍ରତିଶତ ସହଯୋଗ କରିବ ।

ଧନୁ :- ଆଜି ଗୃହ ଉପଯୋଗୀ ବସ୍ତୁ ଉପରେ ଧାନ ଖର୍ଚ ହେବ । ସାଂସାରିକ ସୁଖ ଭୋଗ କରିବାର ସାଧନାରେ ବୃଦ୍ଧି ହେବ । ଅଧିନସ୍ଥ କର୍ମଚାରୀ ବା କୌଣସି ସମ୍ପର୍କ କାରଣରୁ ଚିନ୍ତା ବଢିପାରେ । ଦେବା ନେବାରେ ସାବଧାନ ରୁହନ୍ତୁ, ଧନ ଫଶୀ ପାରେ । ଦିନରେ ରାଜ୍ୟ, କୋର୍ଟ କଚେରୀ ଚକ୍କର କାଟିବାକୁ ପଡି ପରେ । ଆପଣଙ୍କୁ ଏଥିରେ ସଫଳତା ମିଳିବ । ଲୋକ ଆପଣଙ୍କୁ ହଇରାଣ କରିବାର ପ୍ରୟାସ କରିବେ କିନ୍ତୁ ଆଜି ଆପଣଙ୍କ ବିରୁଦ୍ଧରେ ଷଡଯନ୍ତ୍ର ବିଫଳ ହୋଇବ । ଭାଗ୍ୟ 58 ପ୍ରତିଶତ ସହଯୋଗ କରିବ ।

ମକର :- ଆଜି ବ୍ଯବସାୟିକ କ୍ଷେତ୍ରରେ ମନର ଅନୁକୂଳ ଲାଭ ହେବା ଦ୍ଵାରା ମନରେ ଖୁସି ରହିବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ସୁଦୃଢ ହେବ । ବ୍ୟବସାୟରେ ପରିବର୍ତନ ଯୋଜନା ବନୁଛି । ପ୍ରତିଯୋଗୀ ପରୀକ୍ଷାରେ ସଫଳତା ଓ ପାରିବାରିକ ଉତ୍ତର ଦାୟିତ୍ଵ ପୂର୍ଣ ହେବ । ସନ୍ଧ୍ଯା କାଳରେ ଧାର୍ମିକ ସ୍ଥାନର ଯାତ୍ରାର ପ୍ରସଙ୍ଗ ପ୍ରବଳ ହୋଇକି ସ୍ଥଗିତ ରହିବ । ବାହନ ପ୍ରଯୋଗରେ ସାବଧାନ ରୁହନ୍ତୁ । ଆଜି ଭାଗ୍ୟ 73 ପ୍ରତିଶତ ସହଯୋଗ କରିବ ।

କୁମ୍ଭ :- ରାସୀ ସ୍ଵାମୀର ଦ୍ଵାଦଶ ସ୍ଥିତିର କାରଣରୁ ପତ୍ନୀକୁ  ହଠାତ ଶରୀର କଷ୍ଟ ହେବ ଦ୍ଵାରା ଦୌଡା ଦୌଡି ବା ଅଧିକ ଖରଚ ହେବାର ସ୍ଥିତି ଆସିପାରେ । କୌଣସି ସମପତିର କ୍ରୟ ବିକ୍ରୟ ସମୟରେ ତାର ପୂର୍ବ ସମ୍ପତିର ସବୁ ବୈଧାନିକ ନିୟମ ଅନୁସାରେ ଗଂଭିରତାର ସହିତ ବିଚାର କରନ୍ତୁ । ସନ୍ଧ୍ଯା କାଳରେ ପତ୍ନୀଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ । ଆଜି ଭାଗ୍ୟ 56 ପ୍ରତିଶତ ସହଯୋଗ କରିବ ।

ମୀନ :- ବୈବାହିକ ଜୀବନ ଆନନ୍ଦ ଦାୟକ ବିତିବ । ଆଜି ପାଖ କି ଦୂର ଯାତ୍ରା ହୋଇପାରେ । ବ୍ୟବସାୟରେ ବଢୁଥିବା କାରଣରୁ ବହୁତ ଖୁସି ହେବେ । ବିଦ୍ୟାର୍ଥୀଙ୍କୁ ମାନସିକ ବୌଦ୍ଧିକ ଭାରରୁ ମୁକ୍ତି ମିଳିବ । ସନ୍ଧ୍ଯାରେ ବୁଲିବା ସମୟରେ କୌଣସି ମହତ୍ଵପୂର୍ଣ ସୂଚନା ମିଳିବ । ଆପଣଙ୍କ ମନ ଟିକେ ଭଲ ରହିବ । ମାତା ପିତା ସଜେସନ ଓ ଆଶୀର୍ବାଦ ଉପଯୋଗୀ ସିଧ ହେବ ।

Leave a Reply

Your email address will not be published. Required fields are marked *