ଆପଣଙ୍କ ସବୁ ଦୁଖ କଷ୍ଟର ଅନ୍ତ ଏହି ଗୁପ୍ତ ହନୁମାନ ମନ୍ତ୍ର, ଶୋଇବା ପୂର୍ବରୁ 1 ଥର କହିଦିଅ ଏହି ମନ୍ତ୍ର… 30 ସେକେଣ୍ଡରେ ଦେଖିବେ ଚମତ୍କାର

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେହି ଗୁପ୍ତ ମନ୍ତ୍ରଟିକୁ ଜଣାଇବାକୁ ଯାଉଛୁ ଯାହା ଦ୍ଵାରା ଆପଣ ଶ୍ରୀ ହନୁମାନଙ୍କୁ ନିଜ ପାଖକୁ ନିମନ୍ତ୍ରଣ କରିପାରିବେ । ଏହି ମନ୍ତ୍ରଟିକୁ ଆପଣଙ୍କୁ କେବଳ ଶୋଇବା ପୂର୍ବରୁ ଉଚ୍ଚାରଣ କରିବାକୁ ହେବ । ଏହି ମନ୍ତ୍ରଟିକୁ ଏତେ ଶକ୍ତିଶାଳୀ କୁହାଯାଇଛି ଯେ, ସଠିକ ଉଚ୍ଚାରଣ ଯଦି ଏହି ମନ୍ତ୍ରଟିର ହୁଏ ତେବେ ବ୍ୟକ୍ତି ଜଣକ ଅନ୍ୟ କାହାକୁ ମଧ୍ୟ ନିଜ ବଶୀଭୂତ କରିପାରିବ । ବନ୍ଧୁଗଣ ଏହି ମନ୍ତ୍ରରେ ସେହି ସବୁ ଶକ୍ତି ଅଛି ଯାହା ସ୍ଵୋୟୋଙ୍ଗ ଶ୍ରୀ ହନୁମାନଙ୍କ ପାଖରେ ଥିଲା । ବନ୍ଧୁଗଣ ହନୁମାନଙ୍କ ଶକ୍ତିର ସମସ୍ତେ ଉଦାହରଣ ଆପଣ ଦେଖିଛନ୍ତି ।

ସେ ଅଷ୍ଠସିଦ୍ଧି ନଅ-ନିଧିଙ୍କର ଦାତା ଅଟନ୍ତି । ସେ ନିଜର ଶକ୍ତି ମାଧ୍ୟମରୁ ନିଜକୁ ଏତେ ଛୋଟ ଆକୃତିର ବନାଇଦେଉଥିଲେ ଯେ ଗୋଟିଏ ଅଣୁ ମଧ୍ୟ ତାଙ୍କ ଅପେକ୍ଷା ବଡ ଆକୃତିର ଦେଖାଯାଉଥିଲା ।ସେ ତାଙ୍କ ଶରୀରକୁ ଏତେ ବଡ ମଧ୍ୟ ବନେଇଦେଉଥିଲେ ଯେ ସମସ୍ତ ବଗିଚା ତୁଛ ମନେ ହେଉଥିଲା । ସେ ତାଙ୍କ ଲାଙ୍ଗୁଡରୁ ଲଙ୍କାପତି ରାବଣର ସାମ୍ରାଜ୍ୟକୁ ଜଳେଇ ଧ୍ୱୋଂସ କରିଦେଇଥିଲେ । ଶ୍ରୀ ରାମଙ୍କ କାର୍ଯ୍ୟ ପାଇଁ ସେ ଆସିମୀତ ସମୁଦ୍ରକୁ ପାର କରିଦେଇଥିଲେ ।

ଏପରିକି ସେ ସୂର୍ଯ୍ୟ ଦେବତାଙ୍କୁ ମଧ୍ୟ କେତେ ଦିନ ପର୍ଯ୍ୟନ୍ତ ନିଜ ମୁଖରେ ରଖିଦେଇଥିଲେ । ଯେତେ ଶକ୍ତିଶାଳି ହନୁମାନଙ୍କ ଶକ୍ତି ଅଟେ,ସେତେ ଶକ୍ତିଶାଳୀ ଶାସ୍ତ୍ରରେ ଉଲ୍ଲେଖ ହେଇଥିବା ଏହି ମନ୍ତ୍ରଟି ଅଟେ । କିନ୍ତୁ ଧ୍ୟାନ ରଖନ୍ତୁ ଏହାର ଉଚ୍ଚାରଣ ସମ୍ପୂର୍ଣ ଠିକ ହେବା ଆବଶ୍ୟକ ।ଯଦି ଆପଣ କୌଣସି ପ୍ରକାରର ସମସ୍ୟାରେ ଗଛିତ ଅଛନ୍ତି ଯାହା କାରଣରୁ ଆପଣଙ୍କ ମନ ଆଦୌ କାମରେ ଲାଗୁନାହିଁ । ସେହି ସମସ୍ୟାଟି ଏତେ ବଡ ହୋଇଥାଏ ଯେ ଆପଣ ସାରାଦିନ ସେହି ସମସ୍ୟା ବିଷୟରେ ଚିନ୍ତା କରିଥାନ୍ତି । ଆପଣ ଏହି ମନ୍ତ୍ରଟି ଉଚ୍ଚାରଣ କରନ୍ତୁ ।ଏହା ତୁରନ୍ତ ଆପଣଙ୍କ ସମସ୍ଯା ଦୂର କରିଦେବ ।

ଯଦି ଆପଣ ରୋଗାଗ୍ରସ୍ଥ ଅଛନ୍ତି ଏବଂ ତାହାର ଚିକିସ୍ୟା କରିପାରୁ ନାହାନ୍ତି ତେବେ ଆପଣ ଏହି ମନ୍ତ୍ରଟିକୁ ଉଚ୍ଚାରଣ କରନ୍ତୁ ଦେଖିବେ ଆପଣ ଅତିଶୀଘ୍ର ଠିକ ହେବାକୁ ଯାଉଛନ୍ତି । ଏହା ସହିତ ଯଦି ଆପଣ କୌଣସି କାର୍ଯ୍ୟରେ ସଫଳତା ପାଇବାକୁ ଚାହୁଁଛନ୍ତି ତେବେ ଏହି ମନ୍ତ୍ରଟିକୁ ଉଚ୍ଚାରଣ କରନ୍ତୁ । ଏହିପରି କରିବା ଦ୍ଵାରା ଆପଣଙ୍କ ଘରେ ସୁଖ ସମୃଦ୍ଧି ଲାଗିରହିବା ଧନ-ଧାନ୍ୟରେ ଆପଣଙ୍କ ଘର ପୁରି ଉଠିବ । ଏହି ମନ୍ତ୍ରଟିକୁ ମଙ୍ଗଳବାର ଦିନ ଉଚ୍ଚାରଣ କରନ୍ତୁ । କାରଣ ଏହି ଦିନଟି ହନୁମାନଙ୍କ ପ୍ରିୟ ଦିନ ହୋଇଥାଏ ।

ଶୁଭ ସମୟ ହେଉଛି ରାତ୍ରି ୧୨ଟା ସମୟରୁ ୧ଟା ପର୍ଯ୍ୟନ୍ତ ଆପଣଙ୍କୁ ଏହି ମନ୍ତ୍ରଟିକୁ ଜାପ କରିବାର ଅଛି କାରଣ ଏହି ସମୟରେ ସମସ୍ତେ ନିଦ୍ରାରେ ରହିଥାନ୍ତି । ଆସନ୍ତୁ ଏବେ ସେହି ମନ୍ତ୍ରଟିକୁ ଜାଣିନେବା, ମନ୍ତ୍ରଟି ହେଉଛି-“ହନୁମାନ ଜାଗ,କିଲକାରୀ ମାର”,”ତୁ ହୁଙ୍କାରେ ରାମ କାର୍ଜ ସବାରେ,”ଓଡ ସିନ୍ଦୁର ସିତା ମୟାକା,” “ତୁ ପ୍ରହରୀ ରାମ ଦ୍ଵାରେ ମେ ବୁଲାଉଁ ତୁ ଅବ ଆ”,”ନେହି ଆୟେ ତୋ ହନୁମାନା ଶ୍ରୀ ରାମ ଜି ଓର ସୀତା ମଇୟା କି ଦୁହାଇ”, “ଶବ୍ଦ ସାଞ୍ଚା ପିଣ୍ଡ କାଞ୍ଚା ଫୁରୋ ମନ୍ତ୍ର ଇସ୍ଵୋରବାଚା” । ଏହି ମନ୍ତ୍ରଟିକୁ ଜାପ କରନ୍ତୁ ଦେଖିବେ ଆପଣଙ୍କ ସବୁ କାର୍ଯ୍ୟ ସଠିକ ରୂପେ ହେଇଯିବ । ଭଲ ଲାଗିଲେ ଗୋଟିଏ ଲାଇକ କରିଦିଅନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *