ଗାଈ ପାଦର ମାଟି ଦ୍ୱାରା କରନ୍ତୁ ଏହି ଉପାୟ, ଭିକାରୀ ବି ହୋଇବ ଧନୀ 

ସନାତନ ଧର୍ମରେ ଗାଈକୁ ବହୁତ ପବିତ୍ର କୁହା ଯାଇଛି, ଶାସ୍ତ୍ର ଅନୁଯାଇ ଆପଣଙ୍କୁ ଗାଇର କେବେ ଅପମାନ କରିବା ଉଚିତ୍ ନୁହଁ । ଗାଈକୁ ଗୌ ମାତା କୁହା ଯାଏ କାହିଁକି ନା ହିନ୍ଦୁ ଧର୍ମରେ ଗାଈକୁ ମାତା ଲକ୍ଷ୍ମୀଙ୍କ ସ୍ୱରୂପ କୁହା ଯାଏ ଯେଉଁ ମଣିଷ ପ୍ରତିଦିନ ଗାଈକୁ ରୁଟି ଖୁଆଇଥାଏ ତା ଜୀବନରେ କେବେ କଷ୍ଟ ଆସିଥାଏ । ତେବେ ଯେଉଁ ମହିଳାଙ୍କ ଗର୍ଭ ରହୁ ନାହିଁ ବା ଗର୍ଭ ରହିଲେ ମଧ୍ୟ ଗର୍ଭ ପାତ ହୋଇଯାଇଛି ବା ମୃତ ଛୁଆ ଜନ୍ମ ହେଉଛନ୍ତି ତାଙ୍କ ପାଇଁ ଗାଈ ପାଦ ମାଟି ବହୁତ ଚମତ୍କାର ଉପାୟ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ବହୁତ ଲାଭକାରୀ ହୋଇଥାଏ ।

ଗାଈ ବହୁତ ଲାଭକାରୀ ପଶୁ ଟିଏ, ଗାଈ ଆମ ଆଖ ପାଖ ରହିଲେ ଆପଣଙ୍କୁ ଅଲଗା ପ୍ରକାର ଶାନ୍ତି ପ୍ରାପ୍ତ ହୋଇଥାଏ, ଯେଉଁ ଘରେ ଗାଈ ରହିଥାଏ ସେହି ଘର ଲୋକଙ୍କ ପାଖରେ ଧନ ଥାଉ ବା ନଥାଉ ଶାନ୍ତି ବହୁତ ରହିଥାଏ ଆଉ ଜୀବନରେ ଶାନ୍ତି ବହୁତ ଆବଶ୍ୟକ ହୋଇଥାଏ ।

ଗାଈ ଆମ ଜୀବନରେ ବହୁତ ଆବଶ୍ୟକ କାହିଁକି ନା ଗାଈ ଏକମାତ୍ର ଏମିତିକା ପ୍ରାଣୀ ଯିଏ ଅମଳ ଯାନ ଗ୍ରହଣ କରିଥାଏ ଆଉ ଅମଳ ଯାନ ହିଁ ପ୍ରକୃତିକୁ ଦେଇଥାଏ । ଏହା ଛଡ଼ା ଗାଈ ମୂତ୍ର ବିଷୟରେ ଆପଣ ମାନେ ବେସ ଭଲ ଭାବରେ ଜାଣିଥିବେ । ଗାଈ ବହୁତ ସୁଭକାରୀ ପଶୁ ଟିଏ ଯଦି ଆପଣ ଗାଇର ଭଲ ଭାବରେ ଦେଖା ଚାହାଁ କରନ୍ତି ତେବେ ଦେବୀ ଦେବତା ମାନେ ମଧ୍ୟ ଆପଣଙ୍କ ଉପରେ ନିଜ ଆଶୀର୍ବାଦ କରିଥାନ୍ତି ।

ତେବେ ଆସନ୍ତୁ ଉପାୟ ବିଷୟରେ ଜାଣିବା ଆପଣଙ୍କୁ ଏହି ଉପାୟ ପାଇଁ ସେହି ସ୍ଥାନ ଚୟନ କରିବାକୁ ହବ ଯେଉଁ ଜାଗାରେ ଗାଈ ମାନଙ୍କୁ ବନ୍ଧା ହୋଇଥାଏ ଆପଣଙ୍କୁ ସେହି ସ୍ଥାନରୁ ଗାଈ ପାଦ ମାଟି ଆଣିବାକୁ ହବ ତା ପରେ ତାକୁ ଘରେ ଆଣି ସେହି ମାଟିରେ ଗଙ୍ଗା ଜଳ ମିଶାଇ ଆପଣଙ୍କୁ ଛୋଟ ଛୋଟ ଗୁଳା କରିବାକୁ ହବ ।

ରାତିରେ ଆପଣଙ୍କୁ ଏହି ଗୁଳା ଗୁଡ଼ିକ ତକିଆ ତଳେ ରଖି ଶୋଇବାକୁ ହବ ମନେ ରଖନ୍ତୁ ଗୋଟେ ଥରେ ଆପଣଙ୍କୁ ୫ରୁ ୭ଟି ଗୁଳା କରିବାକୁ ହବ ତା ଠାରୁ ଅଧିକ ନୁହଁ। ସକାଳେ ଉଠି ଏହି ଗୁଳା ମଧ୍ୟରୁ ଗୋଟେ ଆପଣ ଓସ୍ତ୍ ଗଛ ମୂଳରେ ଅର୍ପଣ କରନ୍ତୁ ।

ଏହି ଭଳି କାମ ଆପଣଙ୍କୁ ୧୫ ଦିନ କରିବାକୁ ହବ ତା ପାରେ ଦେଖିବେ ଆପଣଙ୍କ ଜିବନ ସବୁ ସମସ୍ୟା ଆପେ ଆପେ ଦୂର ହବ ଗର୍ଭ ମଧ୍ୟ ଧାରଣ କରି ପାରିବେ ଧନ ସମସ୍ୟା ଦୁର ହବ ଆଉ ଆପଣଙ୍କ ଘରେ ଉନ୍ନତି ଆଉ ସୁଖ ବାସ କରିବେ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *