ଶୁକ୍ରବାର 09 ଜୁଲାଇ 2021- ମା ସନ୍ତୋଷୀଙ୍କ କୃପାରୁ ଆଜି ଏହି ୩ ଟି ରାଶିଙ୍କ ଉପରେ ହେବ ଧନବର୍ଷା

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ ।

ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି ପ୍ରପର୍ଟୀ ସହିତ ଜଡିତ ଲେନଦେନ ପୁରା ହେବ । ଧନର କମି ରହିବ ଓ ଅପର ପାଖରେ ଖର୍ଚ ମଧ୍ୟ ବଢିବ । ବିଶେଷ ପ୍ରୟାସ କରିବାକୁ ପଡିବ । ସମ୍ପର୍କ ମାମଲାରେ ପ୍ରଗତି ହେବ । ଆପଣଙ୍କ ସମ୍ବନ୍ଧ ମଜଭୁତ ହୋଇପାରେ । କିଛି କହିବା ପୂର୍ବରୁ ବିଚାର କରନ୍ତୁ । ପଇସା ମାମଲାର ସମସ୍ୟାକୁ ସମାଧନା କରିବାରେ ସଫଳ ରହିବେ ।

ବୃଷ :- ଆଜି ଆପଣଙ୍କୁ ସନ୍ତାନଙ୍କ ଚିନ୍ତା ହୋଇପାରେ । ଆପଣଙ୍କୁ ଯେଉଁ ଅବସର ଆପଣଙ୍କୁ ମିଳିଛି ତାକୁ ଯିବାକୁ ଦିଅନ୍ତୁ ନହିଁ ଓ ତାର ଲାଭ ଉଠାନ୍ତୁ । କିଛି ଦାୟିତ୍ଵ ଓ ଜରୁରୀ କାମ ଆପଣଙ୍କୁ ସାରିବାକୁ ପଡିବ । ନିବେଶ କରିବା ବା କାହାକୁ ଆର୍ଥିକ ସାହାର୍ଯ୍ୟ କରିବା ପୂର୍ବରୁ ସଜେସନ ନିଅନ୍ତୁ । ଧ୍ୟାନ ସର୍ବଶ୍ରେଷ୍ଠ ମାନସିକ ଔଷଧୀ ଅଟେ ଯାହା ଆପଣଙ୍କ କାର୍ଯ୍ୟ କ୍ଷମତାକୁ ଆଶ୍ଚର୍ଯ୍ୟ ଜନଙ୍କ ଭାବେ ବୃଦ୍ଧି କରାଇବା ।

ମିଥୁନ :- ଆଜି କୌଣସି ଅପରିଚିଆ ବ୍ୟକ୍ତିଙ୍କ ସହିତ ବାଦ ବିବାଦ ବିଲକୁଲ କରନ୍ତୁ ନହିଁ । ଦିନକୁ ବହୁତ ଖାସ ବନାଇବା ପାଇଁ ସନ୍ଧ୍ୟାରେ ପରିବାର ଲୋକଙ୍କ ସହିତ କୌଣସି ଭଲ ଜାଗାକୁ ଖାଇବାକୁ ଯାଆନ୍ତୁ । ଆଜି ସାମ୍ନାକୁ ଆସୁଥିବା ସୁଯୋଗ ଉପରେ ଧ୍ୟାନ ରଖନ୍ତୁ । ଏହା ଦ୍ଵାରା ଆପଣଙ୍କ ପଇସା ସ୍ଥିତିରେ ସୁଧାର ଆସିପାରେ । ଆପଣଙ୍କ ପ୍ରିୟଙ୍କୁ ଆପଣଙ୍କ ଠାରେ ଭରସା ଓ କଥା ଦେବାର ଆବଶ୍ୟକ ରହିଛି ।

କର୍କଟ :- ଆଜି ବ୍ୟକ୍ତିଗତ କାର୍ଯ୍ୟରେ ମନ ଲାଗିବା ନହିଁ । ଆଜି ଆପଣଙ୍କୁ ସ୍ଥିର ହୋଇକି କାମ କରିବାର ଆବଶ୍ୟକତା ରହିଛି । ସେମିନାର ଓ ପ୍ରଦର୍ଶନୀ ଆଦି ଆପଣଙ୍କ ବ୍ୟକ୍ତିତ୍ବକୁ ନୂଆ ସୂଚନା ଏବଂ ତଥ୍ୟ ମିଳିବ । ସନମାନ ଓ ପ୍ରଶଂସା ସହିତ ପଇସା ପତ୍ରର ମଧ୍ୟ ଫାଇଦା ହେବ । କୀର୍ତିର ବୃଦ୍ଧି ହେବ ଓ ସତୃଙ୍କ ନାସ ହେବ । ସଫଳତା ପ୍ରାପ୍ତି ଦ୍ଵାରା ଖୁସି ହେବେ ।

ସିଂହ :- ସାଙ୍ଗ ମାନଙ୍କ ସହିତ ସମୟ ବିତାଇବାର ସୁଯୋଗ ମିଳିବ । ଆପଣ ସବୁ ପ୍ରକାର ବିବାଦ ମିଟାଇବାରେ ସଫଳ ହେବେ । ପରିବାର ସହିତ ବହୁତ ଭଲରେ ସମୟ ବିତାଇବେ । ଆଜି ଯାହାକୁ ନିଜର ସମସ୍ଯା ଭାବୁଛନ୍ତି ସେ ଅଳ୍ପ ସମୟ ପରେ ଆପଣଙ୍କ ପାଇଁ ଜୀବନରେ ପଜିଟିଭ ଚେଞ୍ଜେସ ଆଣିବ । ଦାଂପତ୍ଯ ଜୀବନରେ ମଧୁରତା ବଢିବ ।

କନ୍ୟା :- ଆଜି ଆପଣଙ୍କ ମନୋବଳ ବଢିବ । ଆଜି କେଉଁ କାରଣରୁ ଆପଣଙ୍କୁ ଅସୁବିଧା ହୋଇପାରେ ଆଉ ମନରେ କୌଣସି କଥାକୁ ନେଇ ଅସନ୍ତୋଷ ହୋଇପାରେ । କୌଣସି ଐତିହାସିକ ଯାହାକୁ ବିଲିବାର ଯିବାକୁ ଯୋଜନା ବନାନ୍ତୁ । ଏହା ଦ୍ଵାରା ପିଲା ଓ ପରିବାର ସଦସ୍ଯଙ୍କୁ ଜରୁରୀ ଖୁସି ମିଳିବ । ଏହି କଥା ପାଇଁ ସଜେସନ ଦେଇଥିବା ଲୋକଙ୍କୁ ଅବଶ୍ୟ ଧନ୍ୟବାଦ କରନ୍ତୁ ।

ତୁଳା :- ଆଜି ଭୌତିକତା ଆଧାରରେ ଟିକେ ଅସନ୍ତୋଷ ହୋଇପାରେ । ଯେଉଁ ସ୍ଥିତିର ସାମନା କରୁଛନ୍ତି, ତା ଦ୍ଵାରା ଆପଣଙ୍କୁ ଫାଇଦା ହେବ । ଯେଉଁ ଖାସ କଥା ରହିଛି ତାକୁ ଗମ୍ଭୀରତାର ସହିତ ନିଅନ୍ତୁ । ଆଜି ନିଜ ଭାବନାକୁ ପଜିଟିଭ ରଖନ୍ତୁ । ବ୍ୟବସାୟ ପାଇଁ ଭଲ ସୁଯୋଗ ରହିଛି ।

ବିଛା :- ଜୀବନ ପ୍ରତି ଆପଣଙ୍କ ସକାରାତ୍ମକ ଭାବନା କୌଣସି ନୂଆ ଉପଲବ୍ଧି ଦେବ । ଆପଣଙ୍କ ପ୍ରତି ଘର ବଡଲୋକଙ୍କ ଭଲପାଇବା ରହିବ । ଆପଣ କୌଣସି ଅନଲାଇନ ବିଜନେସ କରିବାକୁ ବିଚାର କରିବେ । କାହା ସହିତ ପ୍ରଥମ ଥର ଦେଖା ଲାଭଦାୟକ ହେବ । ନିଜ ବ୍ୟବହାର ଦ୍ଵାରା ସବୁ ଅଧିକାରୀଙ୍କ ହୃଦୟ ଜିତିବ । ବ୍ୟବସାୟକ ଯାତ୍ରା ସଫଳ ହେବ ।

ଧନୁ :- ଆଜି ସାଙ୍ଗ ମାନଙ୍କ ସହିତ ବହୁତ ବଡ କାର୍ଯ୍ୟ କରିପାରିବେ । ଘର କାର୍ଯ୍ୟ ଆପଣଙ୍କୁ ବହୁତ ବ୍ୟସ୍ତ ରଖିବେ । ପରିବାର ଲୋକଙ୍କ ପୁରା ସମର୍ଥନ ଓ ସହଯୋଗ ମିଳିବ । ଆଜି ଚାକିରିରେ ଆପଣଙ୍କୁ ଏମିତି କାମ କରିବାକୁ ପଡିପାରେ ଯାହା ଆପଣ ବହୁତ ଦିନରୁ ବଞ୍ଚିବାକୁ ଚେଷ୍ଟା କରନ୍ତୁ ।

ମକର :- ମକର ରାଶିର ଲୋକ ନିଜକୁ ପ୍ରେସରରେ ଆଣନ୍ତୁ ନହିଁ ନହେଲେ ଆପଣ ସ୍ଵୟଂ ସାଙ୍ଗଙ୍କ ସହିତ ସମ୍ପର୍କ ଖରାପ କରିପାରନ୍ତି । ସନ୍ତାନଙ୍କ ତରଫରୁ ସୁଖ ସମାଚାର ମିଳିବ । ରହିବା ଖାଇବା ସ୍ତରର ବୃଦ୍ଧି ବଢିବ । ନୂଆ ସୁନ୍ଦର ବସ୍ତୁ ପ୍ରତି ଆପଣଙ୍କ ରୁଚି ବଢିବ ।

କୁମ୍ଭ :- ଆଜି ବହୁତ ଦିନ ପରେ ଆପଣ ଭରପୁର ନିଦର ଆନନ୍ଦ ନେବେ । ଏହା ପରେ ଆପଣ ବହୁତ ଶାନ୍ତି ଆଉ ଖୁସି ଅନୁଭବ କରିବେ । ବହୁତ ମାମଲାରେ ଆପଣ କ୍ଷତିରୁ ବଞ୍ଚି ଯିବେ । ନିଜ ସାଥି ବା ଆଖପାଖ କିଛି ଲୋକଙ୍କ ସହିତ ସମ୍ପର୍କରେ ସୁଧାର ଆସିବ । ସାଙ୍ଗ ମାନଙ୍କ ଠାରୁ ସାହାର୍ଯ୍ୟ ମିଳିବ । ଘର ପରିବାରରେ ବହୁତ ଭଲ ମହୋଲ ରହିବ ।

ମୀନ :- ଆଜି ବୁଝି ସୁଝି ପାଦ ବଢାଇବାର ଆବଶ୍ୟକତା ରହିଛି ଯାହା ହୃଦୟ ଠାରୁ ଦିମାଗ ବହୁତ ବ୍ୟାହାର କରିବା ଉଚିତ । ଆଜି ଆର୍ଥିକ ମାମଲା ଆପଣଙ୍କୁ ବହୁତ ସମସ୍ୟାରେ ପକାଇ ପାରେ । କରାଯାଇଥିବା କିଛି ନିବେଶ ବା ଭଲ କାମର ପରିଣାମ ଆପଣଙ୍କୁ ମିଳିପାରେ । ଚାକିରିରେ ସ୍ଥାନ ପରିବର୍ତନ ଉନ୍ନତିର ସହିତ ସାଥ ଦେବ ।

Leave a Reply

Your email address will not be published. Required fields are marked *