ଅଭିନେତ୍ରୀ Janklin କାହିଁକି ଏତେ ପତଳା? ଉତ୍ତରରେ ସ୍ଵାମୀ Arabind ଯାହା କହିଲେ ଶୁଣିଲେ ଆପଣ ହସି ହସି ଗଡିବେ, ଦେଖନ୍ତୁ Video

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରୀ ରେ ନାନା ପ୍ରକାରର ଚଳଚ୍ଚିତ୍ର ତଥା ଧାରାବାହିକ ମାନ ପ୍ରଦର୍ଶଣ ହେଉଅଛି । ଆପଣ ମାନେ ନିଜ ମନ ପସନ୍ଦ ର ଅଭିନେତା ତଥା ଅଭିନେତ୍ରୀ ମାନଙ୍କୁ ଦେଖିବାକୁ ବହୁତ ଭଲ ପାଇଥାନ୍ତି ।

ମୁଖ୍ୟତ ଓଡିଆ କଳାକାର ମାନେ ନିଜ ଅଭିନୟ ଜରିଆରେ କିଛି ଏଭଳି ଛାପ ଛାଡି ଯାଇଥାନ୍ତି ଯାହା କି ସବୁବେଳେ ଚର୍ଚ୍ଚାର ବିଷୟ ପାଲଟି ଥାଏ । ଆଜି ଆମ୍ଭେ ଆପଣ ମାନଙ୍କୁ ଧାରାବାହିକ ରେ ଅଭିନୟ କରି ଆସୁଥିବା ଅଭିନେତ୍ରୀ ଜାଙ୍କଲିନ ଙ୍କ ସମ୍ବନ୍ଧରେ କିଛି କହିବାକୁ ଯାଉଅଛୁ । ରଜ କ୍ଵିନ ର ବିଜେତା ଜାଙ୍କଲିନ ବର୍ତ୍ତମାନ ବେଶ ଚର୍ଚ୍ଚାରେ । ରଜ କ୍ଵିନ ଜିତି ସାରିବା ପରେ ସେ ଓଡିଆ ସିରିୟଲ ଜଗତରେ ପାଦ ଦେଲେ । ଏହାପରେ ସେ ନିଜ ଅଭିନୟ ଜରିଆରେ ପ୍ରସିଦ୍ଧ ହୋଇ ଚାଲିଲେ ।

ସିରିୟଲ ମାଧ୍ୟମରୁ ଜାଙ୍କଲିନ ଦର୍ଶକ ମାନଙ୍କ ହୃଦୟରେ ସ୍ଥାନ ପାଇଲେ । ଅଭିନୟ କରୁଥିବା ସମୟରେ ଅରବିନ୍ଦ ସହିତ ବନ୍ଧୁତା ହେଲା । ଏହାପରେ ଏହି ବନ୍ଧୁତା କ୍ରମଶଃ ପ୍ରେମ ରେ ପରିଣତ ହେଲା । ଉଭୟ ବିବାହ ବନ୍ଧନରେ ବାନ୍ଧି ହେଲେ । ଗତବର୍ଷ କୋରୋନା ମହାମାରୀ ଯୋଗୁଁ ବହୁତ ଲୋକ ହଇରାଣ ହେବା ସହିତ ନିଜର ଜୀବନ ହରାଇଛନ୍ତି ।

ମାତ୍ର ଚଳିତ ବର୍ଷ ମଧ୍ୟ ଏହି ଭୟାନକ ସଂକ୍ରମଣ ର ଆତଙ୍କ ସଂପୂର୍ଣ୍ଣ ଭାବେ ଯାଇନାହିଁ । ଏହି ସଂକ୍ରମଣ କୁ ଆଖି ଆଗରେ ରଖି ରାଜ୍ୟ ସରକାର ରାଜ୍ୟ ରେ ଲକଡାଉନ ତଥା ସଟ ଡାଉନ ର ପ୍ରକ୍ରିୟା ଚଳାଇଛନ୍ତି । ମାତ୍ର ବର୍ତ୍ତମାନ ପରିସ୍ଥିତି ଟିକିଏ କୋହଳ ହେବାରୁ ବର୍ତ୍ତମାନ ସମସ୍ତ କାର୍ଯ୍ୟ କୁ ଅଳ୍ପ ମାତ୍ରାରେ ପୁନ୍ନର୍ବାର ଆରମ୍ଭ କରାଯାଇଅଛି । ବର୍ତ୍ତମାନ ଓଡିଆ ଧାରାବାହିକ ର ସୁ-ଟି-ଙ୍ଗ କାର୍ଯ୍ୟ ଆରମ୍ଭ ହୋଇ ଯାଇଅଛି ।

ଜାଙ୍କଲିନ ବର୍ତ୍ତମାନ ଧାରାବାହିକ ର ସୁ-ଟି-ଙ୍ଗ ରେ ବ୍ୟସ୍ତ ଥିବା ବେଳେ ଅରବିନ୍ଦ ଘରେ ରହି ନିଜ ସ୍ତ୍ରୀ ର ଫେରିବା ବାଟକୁ ଚାହିଁ ବାସିଥାନ୍ତି । ଉଭୟ ଦିନେ ଲା-ଇ-ଭ ଆସିଥିଲେ, ନିଜ ଫ୍ୟାନ୍ସ ମାନଙ୍କ ସମୁଖରେ ଅରବିନ୍ଦ କହିଲେ ଯେ,

ଜାଙ୍କଲିନ ଆଦୌ ପାଣି ପିଅନ୍ତି ନାହିଁ ଏଥି ନିମନ୍ତେ ତାଙ୍କ ଶରୀର ଏତେ ପତଳା । ମାତ୍ର ମୁଁ ପ୍ରଚୁର ପାଣି ପିଉଛି ବୋଲି ମୁଁ ଦେଖିବାକୁ ସୁସ୍ଥ ଅଟେ । ଏବଂ ଜାଙ୍କଲିନଏହାପରେ ଜାଙ୍କଲିନ କହିଲେ ତୁମକୁ ଲା-ଇ-ଭ ଦେଖିକି ଆସିଲି ।

ଅରବିନ୍ଦ ଫ୍ୟାନ୍ସ ମାନଙ୍କୁ କହିଲେ, ମୋ ସ୍ତ୍ରୀ ଖରାରେ ଯାଇ କାମ କରୁଛି ମୁଁ ଏଠି ଘରେ ଏସି ରେ ବସିଛି । ଫ୍ୟାନ୍ସ ମାନଙ୍କୁ କହିଥିଲେ, ଜାଙ୍କଲିନ ସୁ-ଟି-ଙ୍ଗ ପାଇଁ ଯାଉଛନ୍ତି ଏବଂ ଆସିଲା ବେଳକୁ ବହୁତ ଲେଟ ହେଇଯାଉଛି । ଜାଙ୍କଲିନ କହିଥିଲେ କାମ କରିବାକୁ ପଡିବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *