ଶନିବାର 10 ଜୁଲାଇ 2021- ଶନିଦେବଙ୍କ କୃପାରୁ ଆଜି ଏହି ୩ ଟି ରାଶିଙ୍କୁ ମିଳିବ କିଛି ଖୁସି ଖବର

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ ।

ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି ଆପଣଙ୍କ ପାରିବାରିକ ବାତାବରଣ ଆନନ୍ଦ ବା ଉଲାସରେ ଭରା ରହିବ । ଯଦି କୌଣସି ସମସ୍ଯା ରହିଛି ତାକୁ ଟାଳି ଦିଅନ୍ତୁ । ଜଲ୍ଦି ତାର ସମାଧାନ କରିବା ପାଇଁ ବାଟ ବାହାର କରନ୍ତୁ । ମନରେ ଚେତନା ଏବଂ ଫୁର୍ତିର ଚେତନା ସଂଚାର ହେବ । କୌଣସି ପାଖ ସମ୍ପର୍କୀୟଙ୍କ ସହିତ ଦେଖା ହେବାର ଆଶା ରହିଛି । ଆପଣ ନିଜ ବୈବାହିକ ଜୀବନରେ ସବୁ ଖରାପ ଭାବନା ଭୁଲି ଯିବେ ଓ ଦାଂପତ୍ଯ ଜୀବନ ସୁଖମୟ ରହିବ ।

ବୃଷ :- ଆଜି ପରିବାର ଲୋକ ଆପଣଙ୍କ ଉପରେ ଖୁସି ରହିବେ ଓ ଶାନ୍ତି ବନିବ । ଭବିଷ୍ୟକୁ ବହୁତ ଭଲ ବନାଇବା ପାଇଁ ଆପଣ ନୂଆ ପଦକ୍ଷେପ ନେବେ । ଘର କାର୍ଯ୍ୟରେ ପିଲା ମାଏ ଆପଣନଲ୍କା ସହଯୋଗ କରିବେ । ଜୀବନସାଥି ସହିତ ଆପଣଙ୍କ ସମ୍ପର୍କ ବହୁତ ଭଲ ରହିବ । ଛାତ୍ରଙ୍କୁ କିଛି ନୂଆ କରିବାର ସୁଯୋଗ ମିଳିବ । ଆପଣଙ୍କ ଆତ୍ମବିଶ୍ଵାସ ବଢିପାରେ ।

ମିଥୁନ :- ଆଜି ବିତୀୟ ମୋର୍ଚରେ ସବୁ ଠିକ ରହିବ ଓ ଆପଣ କୌଣସି ଆବଶ୍ୟକ କରୁଥିବା ଲୋକଙ୍କ ସାହାର୍ଯ୍ୟ କରିବେ । ଆଜି ଆପଣ କୌଣସି ହୃଦୟ ଭାଙ୍ଗିବାରୁ ବଞ୍ଚାଇବେ । କୌଣସି ନୂଆ ପରିଯୋଜନା ଉପରେ କାମ କରିବା ପୂର୍ବରୁ ଭଲ ଭାବରେ ବିଚାର କରନ୍ତୁ । ଆଜି ବଡ ଭାଇ ଓ ପିତାଙ୍କ ସହିତ ବୈଚାରିକ ମତଭେଦ ହୋଇପାରେ ।

କର୍କଟ :- କର୍କଟ ରାଶିର ଲୋକ ସହଯୋଗୀଙ୍କ ସହିତ ତାଳମେଳ ବନାଇ ରଖନ୍ତୁ । କ୍ଷମତାରୁ ଅଧିକ ଦାୟିତ୍ଵ ନିଜ ପୂରଣ ହେତୁ ଆର୍ଥିକ ସୁଦୃଢତା ପାଇଁ ଯତ୍ନବାନ ରହିବେ । ପରିବାର ଭିତରେ ନିଜ ନିଜ ଭିତରେ ଭଲ ପାଇବା ବଢିବ । ଆଜି କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆଜି ଆପଣ ନିଜ ଊର୍ଜା ଦ୍ଵାରା ବହୁତ କିଛି ହାସିଲ କରିବେ ।

ସିଂହ :- ଆଜି ଆପଣଙ୍କୁ ନିଜ କ୍ଷମତାରା ଉପଯୋଗ କରିବାରା ଆବଶ୍ୟକତା ରହିଛି । ଭଲ କାର୍ଯ୍ୟରେ ଆପଣଙ୍କ ରୁଚି ବଢିବ । ଚାକିରି କରିଥିବା ଲୋକଙ୍କ ଆଜି ପ୍ରଶଂସା ସହିତ ଉନ୍ନତିରା ମାର୍ଗ ପ୍ରଶସ୍ତ ହୋଇପାରେ । ଏହା ଗୋଟିଏ ଲାଭଦାୟକ ଦିନ ହେବାର ଆଶା ରହିଛି । ଆଜିର ଦିନ ମାଙ୍କ ସହିତ ଟିକେ ସମୟ ବିତାଇବେ ।

କନ୍ୟା :- ଆଜି ଆପଣଙ୍କୁ ବ୍ୟାପାର ଧନ୍ଦାରେ ସଫଳତା ମିଳିବ । କାନୁନି ମାମଲାରେ ଫସନ୍ତୁ ନହିଁ, ଏହାର ଧ୍ୟାନ ରଖନ୍ତୁ । ଛାତ୍ର ମାନଙ୍କୁ ସକାରାତ୍ମକ ପରିଣାମ ମିଳିବ । ପରିବାରରେ ସୁଖ ଶାନ୍ତିର ମହୋଲ ବନିବ । ବାହାର ସମ୍ପର୍କରୁ ଲାଭ ମିଳିବ । ଜୀବନ ସାଥି ସହିତ ସମୟ ବିତାଇବା ଦ୍ଵାରା ସମ୍ପର୍କ ଆହୁରି ମଜଭୁତ ହେବ ।

ତୁଳା :- ଆଜି ଭାଗ୍ୟବଶତଃ ସାହାସ ବଢା ଚଢା ରହିବ । ଦିନକୁ ରୋମଞ୍ଚକ ବନାଇବା ପାଇଁ ପାଖ ସାଙ୍ଗ ଓ ପରିବାର ସହିତ ସମୟ ବିତାଇବେ । ରାଜନୈତିକ ମାମଲାରେ ମଧ୍ୟ ରୁକାବାଟ ଆସିପାରେ । ଦୁଇପ୍ରହରରେ କିଛି ନୂଆ କରିବାକୁ ଭବିବେ । ଭଲ ଲୋକଙ୍କ ସହିତ ମିଶି ଭଲ କର୍ମ କରିବେ ।

ବିଛା :- ଆଜି ଆପଣ ବହୁତ ଭଲ ଅନୁଭବ କରିବେ । ଆପଣଙ୍କ ଆତ୍ମବିଶ୍ଵାସ ବଢିପାରେ । କେଉଁଠୁ କିଛି ଭଲ ଖବର ଶୁଣିବାକୁ ମିଳିବ । ଅନ୍ୟକୁ ରାଜିକରିବାର ପ୍ରତିଭା ଆପଣଙ୍କୁ ଆପଣଙ୍କୁ ବହୁତ ଫାଇଦା କରାଇବ । ଘରେ ପରିବାର ଲୋକଙ୍କ ସହିତ ବହୁତ ଆନନ୍ଦ ପୂର୍ବକ ସମୟ ବିତାଇବେ ।

ଧନୁ :- ଆଜି ଚାକିରି ପ୍ରମୋଶନରା ସମ୍ଭାବନା ବନୁଛି । ବ୍ୟକ୍ତି ବିଶେଷଙ୍କ ସହିତ ଧନ ଲାଭର ସମ୍ଭାବନା ରହିଛି । ଅଧିକାରୀଙ୍କ ସହିତ ବିବାଦ ହୋଇପାରେ । ନିଜ କାର୍ଯ୍ୟ କୌସଳ ଦ୍ଵାରା ସତୃଙ୍କ ଉପରେ ବିଜୟ ଲାଭ କରିବେ । ଘର ପାଇଁ କୌଣସି ଜିନିଷ କିଣିପାରନ୍ତି । ହଠାତ ଧନ ଲାଭ କରିବେ ।

ମକର :- ଆଜି ଆବଶ୍ୟକରୁ ଅଧିକ ଏକାଗ୍ରତା କାରଣରୁ କୌଣସି ଗୋଟିଏ ପକ୍ଷ ଉପେକ୍ଷିତ ରହି ପାରନ୍ତି । ଆଜି କଥା ଉପରେ ସଂଯମତା ରକ୍ଷା କରନ୍ତୁ । କୌଣସି କଥାକୁ ନେଇକି ବହୁତ ଜିଦି କରିବା ପାଇଁ ହେଉଥିବା କାମ ଖରାପ ହୋଇପାରେ । ଇଛା ବିରୋଧରେ କୌଣସି ଅତିରିକ୍ତ ଦାୟିତ୍ଵ ମିଳିବ ।

କୁମ୍ଭ :- ଆପଣଙ୍କ ପାଇଁ ଏହା ବହୁତ ସୁନ୍ଦର ଦିନ ରହିବ । କିନ୍ତୁ ସ୍ଵାସ୍ଥ୍ୟକୁ ନେଇ ଟିକେ ଚିନ୍ତିତ ରହିବେ । ଆପଣ ଙ୍କ ପରିବାର ଆପଣଙ୍କ ପାଇଁ ସହାୟତାର ସ୍ରୋତ ହେବ । ସେ ଆପଣଙ୍କୁ ସବୁ ପ୍ରକାର ସାହାର୍ଯ୍ୟ କରିବା ପାଇଁ ସାହାର୍ଯ୍ୟ କରିବେ । ଆପଣଙ୍କ ମନ ପ୍ରଫୁଲିତ ରହିବ । ଆଜି କୌଣସି ଏମିତି କାମ କରନ୍ତୁ ନହିଁ ଯାହା ଦ୍ଵାରା ମାନସିକ ଅବସାଦ ହୋଇପାରେ ।

ମିନ:- ଆଜି ଆପଣଙ୍କୁ ପଇସାର ଠିକ ଯୋଜନା ବନାଇବା ପାଇଁ ଭଲ ନାତିଜା ମିଳିବ । ଯାତ୍ରା ସାମାନ୍ଯ ରୂପରେ ଲାଭ ପ୍ରଦ ହେବ । ଆଜି କୌଣସି ପ୍ରକାର କାନୁନି ବିବାଦରୁ ଆଜି ଆପଣଙ୍କୁ ମୁକ୍ତି ମିଳିପାରେ । ସନ୍ଧ୍ଯା କାଳରେ ଯୋଜନା ପୂରଣ ଦ୍ଵାରା ଲାଭ ହେବ । ସ୍ୱାସ୍ଥ୍ୟ ବହୁତ ଭଲ ରହିବ ।

Leave a Reply

Your email address will not be published. Required fields are marked *