ମଙ୍ଗଳବାର 12 ନଭେମ୍ବର 2019- ଏହି ରାଶିଙ୍କ ପାଇଁ ଶୁଭ ଦିନ ଅଟେ, ହନୁମାନଙ୍କ କୃପାରୁ ହେବ ଆକସ୍ମିକ ଧନ ଲାଭ

ମଙ୍ଗଳବାର ଦିନ ଏହି ରାଶିଙ୍କ ପାଇଁ ସାନଦାର ଦିନ ଅଟେ, ଏହି ରାଶିମାନଙ୍କ ପାଇଁ ଅତ୍ୟନ୍ତ ଲାଭକାରୀ ସମୟ ଅଟେ । ରାଶିଫଳ ଆମ ଜୀବନ ର ଏକ ଅତ୍ୟାବଶ୍ୟକ ଅଂଶ, ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ :

ଆଜି ନିଜ ଶବ୍ଦ ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ ଜୀବନସାଥୀ ସହ କଥା ବାର୍ତା ଖରାପ ହୋଇ ପାରେ । ବ୍ୟର୍ଥ ହଇରାଣ ହବାକୁ ପଡି ପାରେ, ଏହା ପରେ ଆୟ ରେ ବୃଦ୍ଧି ହେବ ଓ କାର୍ଯ୍ୟ ରେ ସଫଳତା ମିଳିବା ଆରମ୍ଭ ହେବ । ସ୍ଥାନ ପରିବର୍ତନ କଲେ ମନ ପ୍ରସନ ରହିବ, ମାଁଙ୍କ ସ୍ୱାସ୍ଥ୍ୟ ଉପରେ ବିଶେଷ କରି ଧ୍ୟାନ ଦିଅନ୍ତୁ । ପ୍ରତିଷ୍ଠିତ ଲୋକଙ୍କ ସହ ସମ୍ପର୍କ ବଢି ପାରେ, ଖାଇବା ପିଇବା ଉପରେ ନିୟନ୍ତ୍ରଣ ରଖନ୍ତୁ । ଆର୍ଥିକ କାର୍ଯ୍ୟ ରେ ପ୍ରଗତି ହୋଇ ପାରେ ଯୋଗ ହେଉଛି । ସାମାଜିକ କାର୍ଯ୍ୟ ରେ ବାଧା ଆସି ପାରେ, ଏହା ପାଇଁ ଆପଣଙ୍କ ମନ ଚିନ୍ତିତ ରହିବ ।

ବୃଷ :

ଆଜି ଆପଣଙ୍କ ସମସ୍ୟା କମ ହୋଇ ପାରେ, ସମସ୍ତଙ୍କୁ ନିଜ ଆଡୁକୁ ଆକର୍ଷିତ କରିବାର ଅତ୍ୟନ୍ତ ଶୁଭ ଦିନ ଅଟେ । ଧାର୍ମିକ କାର୍ଯ୍ୟ ରେ ମନ ଲାଗିବ, ସଞ୍ଚିତ ଧନ ଖର୍ଚ ହେବ । ହଟାତ ଅଟକିଥିବା ଟଙ୍କା ଆଜି ପାଇପାରିବେ, ଛାତ୍ର ଛାତ୍ରାଙ୍କ ପାଇଁ ଅତି ଶୁଭ ଦିନ ଅଟେ । ଚାକିରି ବା କ୍ୟାରିୟର ପାଇଁ ଅତ୍ୟଧିକ ପରିଶ୍ରମ ଆବଶ୍ୟକ ଅଟେ । ଆଜି ଭଳି ଦିନରେ ଆପଣଙ୍କୁ ସୁଖ ଓ ସଫଳତା ପ୍ରାପ୍ତି ହେବ, ପରିବାର ଲୋକଙ୍କ ସହ ବହୁତ ଭଲ ସମୟ ବ୍ଯତୀତ ହେବ ।

ମିଥୁନ :

ଆଜି ଆପଣଙ୍କୁ ଭୌତିକ ସୁଖ ପ୍ରାପ୍ତି ହେବ, ଘର ଉପରେ ଖର୍ଚ ବଢି ପାରେ । ପରିବାର ସଦସ୍ୟଙ୍କ ସହ ସମୟ ପାଇବେ, ଗାଡି ଚଲଉଥିବା ବେଳେ ବିଶେଷ ଧ୍ୟାନ ଦିଅନ୍ତୁ । କଥା ବାର୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ ନହେଲେ ହେଉଥିବା କାମ ବି ଅଟକି ଯାଇ ପାରେ । ସାଙ୍ଗମାନଙ୍କ ସାହାଯ୍ୟ ପାଇ ପାରିବେ, ପିତାଙ୍କ ମତ ଉପଯୁକ୍ତ ହେବ ଆପଣଙ୍କ ପାଇଁ ଲାଭକାରୀ ଅଟେ ।

କର୍କଟ :

ଗଣେଶ ଠାକୁରଙ୍କ କୃପାରୁ ଆପଣଙ୍କ ଆର୍ଥିକ ସମସ୍ୟା ସମାପ୍ତ ହେବ ଓ ଘର ଆର୍ଥିକ ଅବସ୍ଥା ମଜବୁତ ହୋଇଯିବ । କାରୋବାର ଓ ଚାକିରି ରେ ଭଲ ସଫଳତା ପାଇବାର ଯୋଗ ହେଉଛି, ଯୁବକମାନଙ୍କ ପାଇଁ ଚାକିରି ଆସାର ଭଲ ଅଛି ଚେଷ୍ଟା କରନ୍ତୁ ଫଳ ଅବଶ୍ୟ ପାଇବେ । ମାଁ ବାପାଙ୍କ ଆଶୀର୍ବାଦରୁ ଆପଣ ସଫଳତାର ନୂଆ ଶିଖରକୁ ପାଇ ପାରିବେ । ଆପଣଙ୍କ ମନ ଚିନ୍ତା ସମାପ୍ତ ହୋଇଯିବ ଓ ଆପଣ ମାନସିକ ରୂପ ରେ ପ୍ରଫୁଲ୍ଲିତ ଅନୁଭବ କରିବେ ।

ସିଂହ :

ଆଜି ବ୍ୟବସାୟ ପାଇଁ ନୂଆ ନୂଆ ରାସ୍ତା ଦେଖା ଯିବ, ଆପଣଙ୍କ ପରିଶ୍ରମ ସଫଳ ହେବ । ସନ୍ତାନ ପକ୍ଷରୁ ଶୁଭ ସମାଚାର ପାଇବେ, ପାର୍ଟନର ସ୍ୱାସ୍ଥ୍ୟ ଧ୍ୟାନ ରଖନ୍ତୁ । ପ୍ରେମ ରେ ସଫଳତା ପ୍ରାପ୍ତ ହେବ, ନିଜ ପାର୍ଟନ୍ରଙ୍କୁ ପର୍ଯ୍ୟାପ୍ତ ସମୟ ଦିଅନ୍ତୁ । ଧନ ଜଡିତ ସମସ୍ୟା ଦୂର ହେବ, ଚାକିରି ଛେତ୍ର ରେ କରାଯାଇ ଥିବା ପ୍ରୟାସ ସଫଳ ହେବ ।

କନ୍ୟା :

ଆଜି ଆପଣ ମାଁ ବାପା ଓ କୁଟୁମ୍ବମାନଙ୍କ ଦ୍ଵାରା ଆର୍ଥିକ ସାହାଯ୍ୟ ପାଇବେ । ଛୁଆଙ୍କ ଅତ୍ୟାବସକ କାମ ପୂର୍ଣ୍ଣ କରିବେ, ଆପଣଙ୍କୁ ଭବିଷ୍ୟତ ପାଇଁ ଟଙ୍କା ଯୋଗେଇବା ଉଚିତ ନଚେତ ବହୁତ ବଡ ଅସୁବିଧା ରେ ପଡି ପାରନ୍ତି । ହଡବଡ ହେଲେ ହାନି ହୋଇପାରେ ସାବଧାନ ରୁହନ୍ତୁ, ଆପଣଙ୍କ କାର୍ଯ୍ୟ ରେ ଉନ୍ନତ୍ତି ଦେଖାଯିବ । ଛୁଆଙ୍କ ରୋଗ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ, ଚାକିରିରେ ଉପର ଲୋକଙ୍କ କୃପା ଦ୍ରୁଷ୍ଟି ଦ୍ଵାରା ସମୟ ବଦଳି ପାରେ ।

ତୁଳା :

ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ନାହିଁ, ନଦୀ ଝରଣା ଭଳି ପାଣି ଜାଗାରୁ ଦୂରେଇକି ରୁହନ୍ତୁ । କୌଣସି ଭଲ ଶିକ୍ଷିତ ଲୋକ ଦ୍ଵାରା ମହତ୍ବପୂର୍ଣ ଚିନ୍ତାଧାରା ପାଇ ପାରନ୍ତି, ତାଙ୍କ କଥାକୁ ଧ୍ୟାନ ଦେଇ ଶୁଣନ୍ତୁ । ଆପଣଙ୍କ ପ୍ରାୟତଃ କାମ ବିନା କୌଣସି ଅସୁବିଧା ସଫଳ ହୋଇବ, ବିରୋଧୀ ପକ୍ଷ ଦୁର୍ବଳ ରହିବ ।

ବିଛା :

ଆଜି ଆପଣଙ୍କୁ କେହି ଭଡକେଇବା ପାଇଁ ଚେଷ୍ଟା କରି ପାରନ୍ତି ସାବଧାନ ରୁହନ୍ତୁ ଓ କାହା କଥାରେ ଆସି ନିଜସ୍ୱ ହରାନ୍ତୁ ନାହିଁ । କାର୍ଯ୍ୟ ସଫଳତା, ଆର୍ଥିକ ଲାଭ ଏବଂ ଭାଗ୍ୟ ବୃଦ୍ଧି ହେବାର ମଜବୁତ ଯୋଗ ହେଉଅଛି । ଧର୍ମ କର୍ମ ରେ ମନ ଲାଗିବ, କିଛି ପୁରୁଣା ସାଙ୍ଗ ଦେଖା ହୋଇ ପାରନ୍ତି । କାର୍ଯ୍ୟ ପ୍ରତି ଜୋସ ଓ ଉତ୍ସାହ ବଢିବ, ନିଜ ମନ କଥା ଉପରେ ପୂର୍ଣତଃ ବିଶ୍ଵାସ ରଖନ୍ତୁ । କୌଣସି ବଡ ସରପ୍ରାଇଜ ଆଜି ଭଳି ଦିନ ରେ ପାଇବାର ଯୋଗ ଅଛି ।

ଧନୁ :

ଆଜି ଆପଣଙ୍କ ପୁରୁଣା ସମ୍ପର୍କୀୟମାନଙ୍କ ସହ ଭେଟ କରିବାର ଅତ୍ୟନ୍ତ ଶୁଭ ସମୟ କରିଛନ୍ତି ଗଣେଶ ମହାପ୍ରଭୁ ସମସ୍ତଙ୍କ ସହ ଦେଖା ସାକ୍ଷାତ ଭଲ ରହିବ । ସରକାରୀ ଲୋକଙ୍କ ପାଇଁ ଦିନ ସଫଳ ଅଟେ, ଆପଣ ଯେଉଁ କାମ ପରିଶ୍ରମ ରେ କରୁଛନ୍ତି ସେହାକୁ ମନ ଦେଇ କରନ୍ତୁ ଆପଣଙ୍କୁ ଭଲ ସଫଳତା ମିଳିବାର ଆଶା ଅଛି । ଆଜିର ଦିନ ବିଦ୍ୟାର୍ଥୀମାନଙ୍କ ପାଇଁ ବି ଅତ୍ୟନ୍ତ ଶୁଭକାରୀ ଅଟେ, କିଛି ଖୁସିଖବର ପାଇବାର ଯୋଗ ଅଛି ।

ମକର :

ଆଜି ଆପଣ କୌଣସି ଶାନ୍ତ ସ୍ଥାନରେ ଏକା ବସି ଚିନ୍ତନ କରିବେ, ଆପଣଙ୍କ ପାର୍ଟନର ଅସ୍ଥିର ଅବସ୍ଥା ଆପଣଙ୍କ ରୋମାନ୍ସ କୁ ଖରାପ କରି ପାରେ । ଆଜି ଆପଣ ଧାର୍ମିକ କାର୍ଯ୍ୟ ରେ ବ୍ୟସ୍ତ ରହିବେ । ଅବିବାହିତ ଲୋକଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ବିଜନେସ କାମ ପାଇଁ ଘର ପରିବାର ଠାରୁ ଦୂରକୁ ଯାଇ ପାରନ୍ତି, ସନ୍ତାନର ପ୍ରଗତି ହେବ । ଆଜି ଆପଣଙ୍କୁ ବହୁତ ବଡ ଆର୍ଥିକ ହାନି ହୋଇ ପାରେ ସମ୍ଭାଳିକି ନିଷ୍ପତ୍ତି ନିଅନ୍ତୁ ।

କୁମ୍ଭ :

ଆଜି ନୂଆ ପ୍ରେମ ସମ୍ପର୍କ ହବାର ଯୋଗ ହେଉ ଅଛି କିନ୍ତୁ ବ୍ୟକ୍ତିଗତ ବା ଗୋପନୀୟ କଥା କାହାକୁ କହିବାରୁ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ । ଆପଣଙ୍କ ଖର୍ଚ ଆପଣଙ୍କ ଆଡୂ ଅଧିକ ହେବ, ବିନା କାରଣ ଖର୍ଚ୍ଚରୁ ବଞ୍ଚନ୍ତୁ ନଚେତ ପସ୍ତେଇବାକୁ ପଡି ପାରେ । ଧନ ହାନି ସମ୍ଭାବନା ଅଟେ, ଭାବି ଚିନ୍ତି କରି ନିଷ୍ପତ୍ତି ନିଅନ୍ତୁ ସମୁଧିମାନଙ୍କ ଆଡୁ ଖୁସି ଖବର ଆସି ପାରେ ।

ମୀନ :

ଆଜି ଧନ ଲାଭ ହେବ କିନ୍ତୁ ସେହି ଅନୁଯାଇ ଖର୍ଚ ବି ହୋଇବ । ଆପଣଙ୍କ ମାନ ସମ୍ମାନ ରେ ବୃଦ୍ଧି ହେବ, ଲୋକ ଆପଣଙ୍କ ଅସ୍ତିତ୍ଵ ଦ୍ଵାରା ପ୍ରଭାବିତ ହେବେ । ଆଜି ଆପଣଙ୍କୁ କିଛି ଭଲ ଖବର ମିଳି ପାରେ । ଆଜି ଆପଣ ଅଲଗା ଲୋକଙ୍କୁ ସାହାଯ୍ୟ କରିବେ ଓ ହୃଦୟରୁ ସେବା ମଧ୍ୟ କରିବେ । ସନ୍ତାନ ପକ୍ଷରୁ କିଛି ଖୁସି ଖବର ଶୁଣିବାକୁ ପାଇ ପାରନ୍ତି । କାହା ଦ୍ଵାରା ଶୁଣି ଥିବା ଘର ନୁସ୍କା ରୋଗରୁ ମୁକ୍ତି ଦେଇ ପାରେ ।

Leave a Reply

Your email address will not be published. Required fields are marked *